ଭାରତୀୟ ଷ୍ଟକ ମାର୍କେଟରେ ପୁଞ୍ଜି ନିବେଶ କରିଥିବା ବିଦେଶୀ ନିବେଶକମାନେ ଫେବ୍ରୁଆରି ମାସର ପ୍ରଥମ ୧୫ ଦିନରେ ନିଟ୍ ୩୭୭୬ କୋଟି ଟଙ୍କାର ଇକ୍ବିଟି ବିକ୍ରି କରିଛନ୍ତି। ଏହାଫଳରେ ୨୦୨୪ରେ ବିଦେଶୀ ନିବେଶକମାନେ ୨୯,୫୨୦ କୋଟି ଟଙ୍କାର ନିବେଶ ରାଶି ଭାରତୀୟ ବଜାରରୁ ଉଠାଇ ନେଇ ସାରିଲେଣି। ଜାନୁଆରି ମାସରେ ସେମାନେ ୨୫,୭୪୪ କୋଟି ଟଙ୍କା ମୂଲ୍ୟର ସେୟାର ବିକ୍ରି କରିଥିଲେ। ଆମେରିକାର ବଣ୍ଡ୍ରୁ ଭଲ ଲାଭ ମିଳିବା ସହିତ ଅନ୍ୟ କେତେକ କାରଣ ପାଇଁ ବିଦେଶୀ ନିବେଶକମାନେ ଭାରତରୁ ମୁହଁ ଫେରାଉଛନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆମେରିକାର ବଣ୍ଡ୍ ରିଟର୍ଣ୍ଣ ଯେତେ ପର୍ଯ୍ୟନ୍ତ ଉଚ୍ଚସ୍ତରରେ ରହିବ ବିଦେଶୀ ନିବେଶକମାନଙ୍କ ଏଭଳି ଆଚରଣ ଲାଗି ରହିବ। ବିଦେଶୀ ନିବେଶକମାନେ ଭାରତୀୟ ବଜାର ଛାଡ଼ି ପଳାଇଲେ ଏହା ଦେଶର ନିବେଶ ପରିବେଶକୁ କ୍ଷତି
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post