ଭାରତର ସବୁଠାରୁ ବଡ଼ ସପିଙ୍ଗ ପ୍ଲାଟଫର୍ମରେ ଏକ ଫ୍ଲିପକାର୍ଟ ୧ ଅଗଷ୍ଟର ମଧ୍ୟରାତ୍ରୀରୁ ସେଲ ଆରମ୍ଭ କରିଦେଇଛି ।ଏହି ସେଲର ନାମ ବିଗ-ବଜତ ଡେ’ ଅଟେ । ଏହି ସେଲ ୫ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ୫ ଦିନରେ ଗ୍ରାହକଙ୍କୁ ଅନେକ ସାରା ଡିଲ୍ସ ମିଳିବାକୁ ଯାଉଛି । ଏହି ପାଞ୍ଚ ଦିବସର ସେଲ ସମୟରେ ଫ୍ଲିପକାର୍ଟ ନିଜ ଗ୍ରାହକଙ୍କୁ ରିହାତି, ଆକର୍ଷଣୀୟ ଅଫର ଏବଂ ବିଶେଷ ଡିଲ୍ସର ଲାଭ ପ୍ରଦାନ କରିବ ।ଏହି ସେଲ ସମୟରେ ଗ୍ରାହକଙ୍କୁ ସ୍ମାର୍ଟଫୋନ, ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ, ଘରୋଇ ଜିନିଷ ଏବଂ ଅନେକ ସାରା ଆକର୍ଷଣୀୟ ରିହାତି ମିଳିବ । ଏହି ସେଲ ସମୟରେ ଯେଉଁ ୟୁଜର୍ସ .. ଏବଂ ..ରେ ପେମେଣ୍ଟ କରିବେ, ସେମାନଙ୍କୁ ପ୍ରତି ଜିନିଷରେ ଇଏମଆଇ ଉପରେ ୧୦ ପ୍ରତିଶତର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post