ଏୟାର ଇଣ୍ଡିଆ ଧମାକେଦାର ଅଫର ଲଞ୍ଚ କରିଛି। ଯେଉଁଥିରେ ବାହାର ଦେଶ ବୁଲିବା ପାଇଁ ଶସ୍ତା ଟିକେଟ୍ସର ଫାଇଦା ଉଠାଇପାରିବେ । ଏୟାର ଇଣ୍ଡିଆ ଏହି ଲିମିଟେଡ ପିରିୟଡ୍ ସେଲର ଘୋଷଣା କରିଛି । ଏହି ଅଫର ସାହାଯ୍ୟରେ ଆପଣ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ) ସମେତ ୟୁରୋପର ଖାସ୍ ସହରେ ବୁଲି ପାରିବେ । ଏୟାର ଇଣ୍ଡିଆ ଏହି ସହର ପାଇଁ ଭାରତରୁ ବୁକ୍ ହେଉଥିବା ସ୍ପେଶାଲ ଅଫର୍ସର ଘୋଷଣା କରିଛି ।ଏୟାର ଇଣ୍ଡିଆ କୋପନହେଗେନ, ଲଣ୍ଡନ୍ ହିଥ୍ରୋ (ୟୁକେ), ମିଲାନ୍ (ଇଟାଲୀ), ପ୍ୟାରିସ (ଫ୍ରାନ୍ସ) ଏବଂ ଭିଏନା (ଅଷ୍ଟ୍ରିୟା ପାଇଁ ନନଷ୍ଟପ୍ ଫ୍ଲାଇଟର ଘୋଷଣା କରିଛି । ଭାରତରୁ ଏହି ସବୁ ସ୍ଥାନକୁ ରାଉଣ୍ଡ ଟ୍ରିପ୍ କରିବା ପାଇଁ ଆପଣଙ୍କୁ ପଡିବ ମାତ୍ର ୪୦,୦୦୦ ଟଙ୍କା । ଏବଂ ଓ୍ଵାନ୍ –େଓ୍ଵ ପାଇଁ ୨୫୦୦୦ ଟଙ୍କା ଖର୍ଚ୍ଚ କରିବାକୁୁ ପଡିବ ।ଅକ୍ଟୋବର ୧୧ ରୁ ୧୪ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ଏହି ଶସ୍ତା ଟିକେଟର ଅଫର ଚାଲୁ ରହିଛି ଏବଂ ଟ୍ରାଭେଲର୍ସ ୧୫ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏହି ଅଫର ଆଧାରରେ ଯାତ୍ରା କରିପାରିବେ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post