ଆପଣ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ସର୍ବୋତ୍ତମ ସମୟ କାରଣ ମାର୍ଚ୍ଚ ଶେଷରେ ଘର ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ମୂଲ୍ୟରେ ହ୍ରାସ ଘଟିଛି ।ମାର୍ଚ୍ଚ ଆରମ୍ଭରେ ନିର୍ମାଣ ସାମଗ୍ରୀ ଏବଂ ଲୁହା ରଡର ମୂଲ୍ୟରେ ବୃଦ୍ଧି ଘଟିଥିଲା, କିନ୍ତୁ ଏହି ସପ୍ତାହରେ ସେଗୁଡିକ ମୂଲ୍ୟରେ ହ୍ରାସ ଘଟିଛି । ଲୁହା ରଡର ଦାମ୍ କମ୍ ହେବାରୁ ନିର୍ମାଣ ଖର୍ଚ୍ଚ ଯଥେଷ୍ଟ ହ୍ରାସ ହୁଏ କାରଣ ଘର ନିର୍ମାଣରେ ଲୁହା ରଡ ବହୁ ପରିମାଣରେ ବ୍ୟବହୃତ ହୁଏ ।ଚଳିତ ବର୍ଷ ଆରମ୍ଭରେ ମଧ୍ୟ ମୂଲ୍ୟ ହ୍ରାସ ପାଇଥିଲା :-
ଚଳିତ ବର୍ଷ ଆରମ୍ଭରେ ଲୁହା ରଡର ମୂଲ୍ୟରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥିଲା । ଫେବୃଆରୀ ମାସରେ ମଧ୍ୟ ଏହି ହ୍ରାସ ଜାରି ରହିଥିଲା କିନ୍ତୁ ମାର୍ଚ୍ଚ ଆରମ୍ଭରେ ଲୁହା ରଡରର ମୂଲ୍ୟ ବୃଦ୍ଧି ପାଇଥିଲା ।
Trending
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
- ବିଧାନସଭାରେ ବଙ୍ଗାଳି କଟାକ୍ଷ: ‘ଓଡ଼ିଆ ଅସ୍ମିତା’ ପ୍ରଶ୍ନ ଘେରରେ ଗୃହ
- ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ
- ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
Prev Post