ଜିଓ ମାର୍ଟର ବହୁ ପ୍ରତୀକ୍ଷିତ ତଥା ପାର୍ବଣ ସ୍ବତନ୍ତ୍ର ‘ଜିଓ ଉତ୍ସବ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଉତ୍ସବ ୨୦୨୩ ଅକ୍ଟୋବର ୮ରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଛି। ଏପରିକି ପ୍ଲାଟ୍ଫର୍ମର ଏହି ସ୍ବତନ୍ତ୍ର ସେଲ୍ ଜରିଆରେ ଗ୍ରାହକମାନେ ଆକର୍ଷଣୀୟ ଅଫର ଓ ରିହାତି ଜିଓ ମାର୍ଟର ସମସ୍ତ ସାମଗ୍ରୀ ଉପରେ ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ପାର୍ବଣ ଉପଲକ୍ଷେ ପ୍ରତି କ୍ରୟ ଉପରେ ୫୦ରୁ ୮୦% ପର୍ଯ୍ୟନ୍ତ ରିହାତି ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି। ବିଶେଷକରି ଇଲେକ୍ଟ୍ରୋନିକ୍ସ, ହୋମ୍ ଆଣ୍ଡ କିଚେନ, ଫ୍ୟାଶନ ଆଣ୍ଡ ଲାଇଫ ଷ୍ଟାଇଲ, ବିୟୁଟି, ଏଫ୍ଏମ୍ସିଜି, ଗ୍ରୋସେରି ଏବଂ କଞ୍ଜୁମର ଡୁରାବଲ୍ସ ଉପରେ ଆକର୍ଷଣୀୟ ଅଫର ଓ ରିହାତି ସୁବିଧା ରହିଛି। ଅପରପକ୍ଷରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦ୍ ଉପରେ ୭୦% ରିହାତି ଥିବାବୋଳେ ସ୍ମାର୍ଟଫୋନ୍ଗୁଡିକର ଏକ୍ସଚେଞ୍ଜ ଉପରେ ୧୫,୦୦୦ ଟଙ୍କାର ରିହାତି ଦିଆଯାଉଛି।
Trending
- ବର୍ତ୍ତମାନ କରାଯାଇଥିବା GST ସଂସ୍କାର ଦ୍ୱାରା ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ – ପ୍ରଧାନମନ୍ତ୍ରୀ
- ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବା ପାଇଁ ମିଳିଛି ଅନୁମତି
- ଆରପାରିରେ ଆଦିବାସୀ ନେତା ଜର୍ଜ ତିର୍କୀ, ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର , ମିଳିଲା ମୃତଦେହ
- ଆସାମ ରାଇଫଲ୍ସର ଗାଡ଼ି ଉପରେ ଆକ୍ରମଣ, ୨ ଜଣ ଯବାନ ସହିଦ ଓ ୩ ଯବାନ ଆହତ
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
Prev Post