Volvo, C40 ରିଚାର୍ଜର ମୂଲ୍ୟରେ ପରିବର୍ତ୍ତନ କରିଛି । ବର୍ତ୍ତମାନ ଏହାର ଆରମ୍ଭ ମୂଲ୍ୟ ବୃଦ୍ଧି ପାଇଛି । ଏହି କ୍ୟାପ୍-ଏସୟୁଭିର ଏକ୍ସ-ସୋରୁମ୍ ମୂଲ୍ୟ ୬୧.୨୫ ଲକ୍ଷ ଟଙ୍କାରେ ଲଞ୍ଚ କରାଯାଇଥିଲା । ତେବେ କମ୍ପାନୀ ଦାବି କରିଛି ଯେ ଏହି କାରକୁ ୫ ସେପ୍ଟେମ୍ବରରୁ ୧୦୦ରୁ ଅଧିକ ବୁକିଂ କରାଯାଇଛି । ବର୍ତ୍ତମାନ ଦିଲ୍ଲୀରେ ଏହାର ଏକ୍ସ-ସୋରୁମ୍ ମୂଲ୍ୟ ୬୨.୯୫ ଲକ୍ଷରୁ ଆରମ୍ଭ ହୋଇଛି ।
Trending
- ସ୍ୱାଧୀନତା ଦିବସ, କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ..
- ଆଧାର ନାଗରିକତାର ନିର୍ଣ୍ଣାୟକ ପ୍ରମାଣପତ୍ର ବୋଲି ସ୍ବୀକାର କରାଯାଇପାରିବ ନାହିଁ – ସୁପ୍ରିମକୋର୍ଟ
- ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍ ପ୍ରତିଷ୍ଠା ହେବ
- ଆଜି ବିଶ୍ବ ହାତୀ ଦିବସ
- ସେପ୍ଟେମ୍ବର ୧ ରୁ ଦିଲ୍ଲୀରୁ ୱାଶିଂଟନ ବିମାନ ସେବ ବନ୍ଦ
- ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା
- ପ୍ରାକୃତିକ ବିପର୍ଯ୍ୟୟରେ ଜମି ହରାଇଥିଲେ ଜମି ଦେବେ ସରକାର
- କୁନି ଝିଅ ପରେ ପ୍ରାଣ ହାରିଲେ ମା’ ରେବତୀ ରାଉଳ
- ଭୋଟ ଚୋରି ପ୍ରସଙ୍ଗରେ ବିରୋଧୀଙ୍କ ପଦଯାତ୍ରା
- ୧୩ ବର୍ଷ ବୟସ୍କା ନାବାଳିକା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ
Prev Post
Next Post