Acer ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର । ଭାରତୀୟ ବଜାରରେ MUVI 125 4G କୁ ୧ ଲକ୍ଷ ଟଙ୍କା ଏକ୍ସ-ସୋରୁମ୍ ମୂଲ୍ୟରେ ଲଞ୍ଚ କରିଛି । ଏହି ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ, ଫିଚର ଏବଂ ରେଞ୍ଜ ବିଷୟରେ ଆସନ୍ତୁ ଜାଣିବା । ଏହି ଇଲେକ୍ଟ୍ରିକ୍ ସ୍କୁଟରଗୁଡ଼ିକୁ ଭାରତରେ ସେଲ୍ ଏବଂ ସର୍ଭିସ ଯୋଗଇବ । MUVI-125-4G ର ଡେଭଲପମେଣ୍ଟ ଏବଂ ପ୍ରଡକ୍ସନ ଥିଙ୍କ ଇବାଇକେ ଗୋ ପ୍ରାଇଭେଟ ଲିମିଟେଡ ଦ୍ୱାରା ମ୍ୟାନେଜ କରାଯିବ । Acer ବ୍ରାଣ୍ଡ ଅଧୀନରେ ୨ ଏବଂ ୩ ଚକିଆ ଇଲେକ୍ଟ୍ରିକ ଯାନ ଦେବାକୁ eBikeGo ସହିତ ସହଯୋଗ କରିଛି । eBikeGo ଏହି ଲାଇସେନ୍ସପ୍ରାପ୍ତ ପ୍ରଡକ୍ଟଗୁଡିକ ପାଇଁ ଡେଭଲପମେଣ୍ଟ, ମାର୍କେଟିଂ ଏବଂ ଗ୍ରାହକଙ୍କ ସପୋର୍ଟ ଉପରେ ନଜର ରଖିବ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post