Acer ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର । ଭାରତୀୟ ବଜାରରେ MUVI 125 4G କୁ ୧ ଲକ୍ଷ ଟଙ୍କା ଏକ୍ସ-ସୋରୁମ୍ ମୂଲ୍ୟରେ ଲଞ୍ଚ କରିଛି । ଏହି ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ, ଫିଚର ଏବଂ ରେଞ୍ଜ ବିଷୟରେ ଆସନ୍ତୁ ଜାଣିବା । ଏହି ଇଲେକ୍ଟ୍ରିକ୍ ସ୍କୁଟରଗୁଡ଼ିକୁ ଭାରତରେ ସେଲ୍ ଏବଂ ସର୍ଭିସ ଯୋଗଇବ । MUVI-125-4G ର ଡେଭଲପମେଣ୍ଟ ଏବଂ ପ୍ରଡକ୍ସନ ଥିଙ୍କ ଇବାଇକେ ଗୋ ପ୍ରାଇଭେଟ ଲିମିଟେଡ ଦ୍ୱାରା ମ୍ୟାନେଜ କରାଯିବ । Acer ବ୍ରାଣ୍ଡ ଅଧୀନରେ ୨ ଏବଂ ୩ ଚକିଆ ଇଲେକ୍ଟ୍ରିକ ଯାନ ଦେବାକୁ eBikeGo ସହିତ ସହଯୋଗ କରିଛି । eBikeGo ଏହି ଲାଇସେନ୍ସପ୍ରାପ୍ତ ପ୍ରଡକ୍ଟଗୁଡିକ ପାଇଁ ଡେଭଲପମେଣ୍ଟ, ମାର୍କେଟିଂ ଏବଂ ଗ୍ରାହକଙ୍କ ସପୋର୍ଟ ଉପରେ ନଜର ରଖିବ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post