ଆଜି ସାରା ଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଏହି ଦିନ ଷ୍ଟକ୍ ବଜାର ବନ୍ଦ ରହିବ । ଏହା ସହ ମଲ୍ଟି କମୋଡିଟି ମାର୍କେଟ ବି ଉଭୟ ଅଧିବେଶନ ପାଇଁ ବନ୍ଦ ରହିବ । ଆଜି ଗଣତନ୍ତ୍ର ଦିବସ, ଜାନୁଆରୀ ୨୭ ଓ ୨୮ ଶନିବାର ଓ ରବିବାର କାରଣରୁ ଶେୟାର ବଜାର ସୋମବାର ଖୋଲିବ । ତେବେ ଚଳିତ ବର୍ଷ ୫୨ ୱିକ୍ଏଣ୍ଡ(ଶନିବାର ଓ ରବିବାର)ରେ ଶେୟାର ବଜାର ବନ୍ଦ ରହିବ । ଏହା ବ୍ୟତୀତ ପର୍ବପର୍ବାଣୀ, ରାଷ୍ଟ୍ରୀୟ ପର୍ବ, ଜୟନ୍ତି ଆଦି ପାଇଁ ୧୪ ଦିନ ଶେୟାର ବଜାର ବନ୍ଦ ରହିବ । ଏମିତିରେ ଚଳିତ ବର୍ଷ ୩୬୬ ଦିନ ମଧ୍ୟରୁ ୧୧୬ ଦିନ ଷ୍ଟକ୍ ବଜାର ବନ୍ଦ ରହିବ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ