ଗୁଗୁଲ୍ ଫଟୋଗୁଡ଼ିକର ଏହି ଫିଚର ଗତ ବର୍ଷ ନଭେମ୍ବରରେ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ କରାଯାଇଥିଲା। ଗୁଗୁଲ୍ ଫଟୋ ପାଇଁ ଏହି ନୂତନ ଫିଚରର ନାମ ହେଉଛି ଫଟୋ ଷ୍ଟାକ ଫିଚର, ଯାହା ଉପଭୋକ୍ତାମାନଙ୍କୁ ସେମାନଙ୍କ ଡିଭାଇସର ଗ୍ୟାଲେରୀକୁ ଏକ ଉତ୍ତମ ଉପାୟରେ ପରିଚାଳନା କରିବାର freedom ଦେବ। ଗୁଗୁଲ୍ ଫଟୋ ପାଇଁ ଅଣାଯାଇଥିବା ଏହି ଉନ୍ନତି ସାଧନ ଗୋଟିଏ ସ୍ଥାନରେ ସମାନ ଫଟୋ ସଂଗ୍ରହ କରିବ ଏବଂ ସେମାନଙ୍କୁ ଗ୍ରୁପ୍ କରିବ।ଗତ ବର୍ଷ ନଭେମ୍ବରରୁ ଆପଲ୍ ବ୍ୟବହାରକାରୀମାନେ ଏହି ଫିଚର ବ୍ୟବହାର କରିଆସୁଛନ୍ତି। ଏହି ଫିଚର ମାଧ୍ୟମରେ ଫୋନର ଗ୍ୟାଲେରୀ ପରିଚାଳନା କରିବା ସହଜ ହେବ। ସମାନ ଦେଖାଯାଉଥିବା ଫଟୋଗୁଡ଼ିକ AI ମାଧ୍ୟମରେ ଗୋଟିଏ ସ୍ଥାନରେ ଏକତ୍ର ହୋଇଯିବ। ଏହି ଫିଚରର ରୋଲଆଉଟ୍ ପରେ, ବ୍ୟବହାରକାରୀଙ୍କ ପାଇଁ ଫୋନର ଗ୍ୟାଲେରୀରେ ଫଟୋ ଖୋଜିବା ସହଜ ହେବ।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post