ଭାରତୀୟ ଷ୍ଟକ ମାର୍କେଟରେ ପୁଞ୍ଜି ନିବେଶ କରିଥିବା ବିଦେଶୀ ନିବେଶକମାନେ ଫେବ୍ରୁଆରି ମାସର ପ୍ରଥମ ୧୫ ଦିନରେ ନିଟ୍ ୩୭୭୬ କୋଟି ଟଙ୍କାର ଇକ୍ବିଟି ବିକ୍ରି କରିଛନ୍ତି। ଏହାଫଳରେ ୨୦୨୪ରେ ବିଦେଶୀ ନିବେଶକମାନେ ୨୯,୫୨୦ କୋଟି ଟଙ୍କାର ନିବେଶ ରାଶି ଭାରତୀୟ ବଜାରରୁ ଉଠାଇ ନେଇ ସାରିଲେଣି। ଜାନୁଆରି ମାସରେ ସେମାନେ ୨୫,୭୪୪ କୋଟି ଟଙ୍କା ମୂଲ୍ୟର ସେୟାର ବିକ୍ରି କରିଥିଲେ। ଆମେରିକାର ବଣ୍ଡ୍ରୁ ଭଲ ଲାଭ ମିଳିବା ସହିତ ଅନ୍ୟ କେତେକ କାରଣ ପାଇଁ ବିଦେଶୀ ନିବେଶକମାନେ ଭାରତରୁ ମୁହଁ ଫେରାଉଛନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆମେରିକାର ବଣ୍ଡ୍ ରିଟର୍ଣ୍ଣ ଯେତେ ପର୍ଯ୍ୟନ୍ତ ଉଚ୍ଚସ୍ତରରେ ରହିବ ବିଦେଶୀ ନିବେଶକମାନଙ୍କ ଏଭଳି ଆଚରଣ ଲାଗି ରହିବ। ବିଦେଶୀ ନିବେଶକମାନେ ଭାରତୀୟ ବଜାର ଛାଡ଼ି ପଳାଇଲେ ଏହା ଦେଶର ନିବେଶ ପରିବେଶକୁ କ୍ଷତି
Trending
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
Prev Post