ବଜାରରେ ମାରୁତି ସୁଜୁକିର ସବୁଠୁ ଲାଟେଷ୍ଟ ପ୍ରଡକ୍ଟ ହେଉଛି ଜିମନୀ । ଏହା ଏକ ଏମିତି ଏସୟୁଭି ଯାହା ଏକମାତ୍ର ମହିନ୍ଦ୍ରା ଥର୍ କୁ ଟକ୍କର ଦେଇଥାଏ। ଭାରତୀୟ ବଜାରରେ ମାରୁତି ସୁଜୁକିର ସବୁଠୁ ଲାଟେଷ୍ଟ ପ୍ରଡକ୍ଟକୁ ନେଇ ଏକ ବଡ଼ ସୂଚନା ଆସିଛି। ଭାରତରେ ମାରୁତି ସୁଜୁକି ଜିମନୀର ୫ ଡୋର ଭର୍ସନ ଲଞ୍ଚ ହୋଇଛି। ଗ୍ଳୋବାଲ ଲେଭଲରେ ଏହାର ୩ ଡୋର ଭର୍ସନ ମିଳୁଛି। ଏମିତିରେ ଏବେ ଜିମନୀ ୫ ଡୋର କୁ ଭାରତରେ ତିଆରି କରି ବିକ୍ରି କରାଯାଉଛି। ଏହାକୁ ଦେଶ ମଧ୍ୟରେ ଥିବା ସମସ୍ତ ଗ୍ରାହକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି। କିନ୍ତୁ ଆମେ ଏବେ ଯେଉଁ କଥା ଆପଣଙ୍କୁ କହିବୁ ତାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post