ଅକ୍ଟୋବରର ମୁଦ୍ରାସ୍ଫୀତି କିଛି ମାତ୍ରାରେ ଆରାମ ଦେଇଛି । ଜୁଲାଇରୁ ଲଗାତାର ତୃତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଛି ।ଗ୍ରାହକ ମୂଲ୍ୟ ସୂଚକାଙ୍କ ୪.୮୭ ପ୍ରତିଶତକୁ ଖସି ଆସିଛି । ଏହାପୂର୍ବରୁ ସେପ୍ଟେମ୍ବରରେ ଏହା ୫.୦୨ ପ୍ରତିଶତ ଥିଲା । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଲଗାତାର ଅନେକ ପଦକ୍ଷେପ ନେଉଛନ୍ତି । ଏହି ପଦକ୍ଷେପଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଭାରତ ଡାଲିର ବିକ୍ରୟ । ମହଙ୍ଗା ମାଡ଼ ଯୋଗୁଁ ଅସୁବିଧା ଭୋଗୁଥିବା ସାଧାରଣ ଜନତାଙ୍କୁ ଆରାମ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଜୁଲାଇ ୨୦୨୩ ରୁ ଚନା ଡାଲି ବିକ୍ରି ଆରମ୍ଭ କରିଥିଲେ । ଏହାକୁ ‘ଭାରତ ଡାଲି’ ନାମରେ ବିକ୍ରି କରାଯାଉଛି । ଏହି ଡାଲିକୁ ଏନଏଏଫଇଡି, ଏନସିସିଏଫ, କେନ୍ଦ୍ରୀୟ ଭଣ୍ଡାର ଏବଂ ସଫଲ ମାଧ୍ୟମରେ ବିକ୍ରି କରାଯାଉଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post