ଆପଣ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ସର୍ବୋତ୍ତମ ସମୟ କାରଣ ମାର୍ଚ୍ଚ ଶେଷରେ ଘର ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ମୂଲ୍ୟରେ ହ୍ରାସ ଘଟିଛି ।ମାର୍ଚ୍ଚ ଆରମ୍ଭରେ ନିର୍ମାଣ ସାମଗ୍ରୀ ଏବଂ ଲୁହା ରଡର ମୂଲ୍ୟରେ ବୃଦ୍ଧି ଘଟିଥିଲା, କିନ୍ତୁ ଏହି ସପ୍ତାହରେ ସେଗୁଡିକ ମୂଲ୍ୟରେ ହ୍ରାସ ଘଟିଛି । ଲୁହା ରଡର ଦାମ୍ କମ୍ ହେବାରୁ ନିର୍ମାଣ ଖର୍ଚ୍ଚ ଯଥେଷ୍ଟ ହ୍ରାସ ହୁଏ କାରଣ ଘର ନିର୍ମାଣରେ ଲୁହା ରଡ ବହୁ ପରିମାଣରେ ବ୍ୟବହୃତ ହୁଏ ।ଚଳିତ ବର୍ଷ ଆରମ୍ଭରେ ମଧ୍ୟ ମୂଲ୍ୟ ହ୍ରାସ ପାଇଥିଲା :-
ଚଳିତ ବର୍ଷ ଆରମ୍ଭରେ ଲୁହା ରଡର ମୂଲ୍ୟରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥିଲା । ଫେବୃଆରୀ ମାସରେ ମଧ୍ୟ ଏହି ହ୍ରାସ ଜାରି ରହିଥିଲା କିନ୍ତୁ ମାର୍ଚ୍ଚ ଆରମ୍ଭରେ ଲୁହା ରଡରର ମୂଲ୍ୟ ବୃଦ୍ଧି ପାଇଥିଲା ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post