ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା

ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ । ୩ ପ୍ରମୁଖ ରାଜନୈତିକ ଦଳ ଏହି ଉପନିର୍ବାଚନ ଜିତିବାକୁ ମାରାଥନ ଉଦ୍ୟମ କରୁଛନ୍ତି । ମଇଦାନକୁ ଓହ୍ଲାଇ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଛନ୍ତି । ତେବେ ନୂଆପଡା ନିର୍ବାଚନରେ ଏଥର ଚାଷୀ, ମହିଳା, ଆଦିବାସୀ ଭୋଟକୁ ନେଇ ରଣନୀତି ଆରମ୍ଭ ହୋଇଛି…

ରାତାରାତି ବଢିଗଲା ଆଳୁ-ପିଆଜ ଦର

ଆପଣଙ୍କ ଆଡ଼େ ଆଳୁ କେତେ? ଏହି ପ୍ରଶ୍ନ ଏବେ ସମସ୍ତେ ପଚାରୁଛନ୍ତି । ଗୋଟିଏ ପଟେ ବାତ୍ୟା ଭୟ ଘାରୁଥିବା ବେଳେ ଅନ୍ୟପଟେ ଆଳୁର ଅଭାବ ଗ୍ରାହକଙ୍କୁ ବୋଝ ହେବ । କେବଳ ସେତିକି ନୁହେଁ, ରବିବାର କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ ପିଆଜ ୩୦ ଟଙ୍କାରେ ବିକ୍ରି ହୋଇଛି । ଦିନକପୂର୍ବରୁ ଯେଉଁ…

ବାତ୍ୟା ମୋନ୍ଥା ଉପକୂଳ ମୁହାଁ : ମୁକାବିଲା ପୁରା ସରକାର ପ୍ରସ୍ତୁତ

 ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ବୈଠକରେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଆଦି ଉପସ୍ଥିତ ରହିଛନ୍ତି । ଏହାବ୍ୟତୀତ ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳମାନେ…

ଆଖି ଡେଇଁବା ଶୁଭ ନା ଅଶୁଭ

ଜୀବନକାଳ ଭିତରେ ଆପଣଙ୍କ କେବେ ନା କେବେ ଆଖି ଡେଇଁଥିବ । ଆଉ ଆଖି ଡେଇଁଲାମାନେ ପାଖ ଆଖରେ ଥିବା ଲୋକ କହିଥିବେ ଆଜି କିଛି ଶୁଭ ନହେଲେ ଅଶୁଭ ହେବ । ଏହି ଆଖି ଡେଇଁବାକୁ ନେଇ ୨୦୦୧ ମସିହାରେ ଓଡ଼ିଆ ଆଲବମରେ ଗୋଟିଏ ଗୀତ ମଧ୍ୟ ରିଲିଜ୍ ହୋଇଥିଲା ‘ଡେଉଁଛି ମୋ ବାଁ ଆଖି’ । ଆଖି ଡେଇଁବା ବା ଫଡ଼ ଫଡ଼…

ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’

ବଙ୍ଗୋପସାଗରରେ ଗଭୀର ଅବପାତ କେନ୍ଦ୍ରୀଭୂତ ହେଉଛି। ସମୁଦ୍ରରୁ ବଳ ଗୋଟାଇବା ସହିତ ସୋମବାର ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ପରେ ସମୁଦ୍ର ଭିତ‌େ‌ର ଅଧିକ ବଳ ଗୋଟାଇ ଭୀଷଣ ବାତ୍ୟା ରୂପନେଇ ସ୍ଥଳଭାଗ ମୁହାଁଇବ ‘ମନ୍ଥା’। ଆନ୍ଧ୍ରପ୍ରଦେଶର ମଛଲିପଟନମ୍‌ ଓ…

ଆଜିର ରାଶିଫଳ

ମେଷ: ହର୍ଷଯୁକ୍ତ, ବିଶୁଦ୍ଧଭାଷୀ, ବହୁ ଧନଶାଳୀ, ବହୁ ମୁକ୍ତାର ଅଧିକାରୀ ହେବେ; ମାତ୍ର ବୃଦ୍ଧମାନଙ୍କ ପକ୍ଷେ ଏହା ସମ୍ଭବ ନୁହେଁ। ଶତ୍ରୁ ନାଶ କରି ପାରନ୍ତି। ସୁସ୍ଥ ରହିବେ। ବିଦ୍ୟାଭ୍ୟାସୀ ହେବେ। ସୁସ୍ଥ ରହିବେ। ବୃଷ: ଶାସ୍ତ୍ରପଟୁ ଓ ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର…

ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’

ବଙ୍ଗୋପସାଗରରେ ଆସୁଥିବା ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ? ଓଡ଼ିଶାରେ ଏହାର ପ୍ରଭାବ କଣ ପଡିବ? କେଉଁ କେଉଁ ଜିଲ୍ଲାରେ କେତେ ବର୍ଷା ହେବ? ଏହାକୁ ନେଇ ଲୋକେ ଭୟଭୀତ ହୋଇପଡିଥିବାବେଳେ ସ୍ପଷ୍ଟ ହୋଇଛି ବାତ୍ୟାର ଗତିପଥ । ସ୍ପଷ୍ଟ ହୋଇଛି କେଉଁଠି ଛୁଇଁବ ସ୍ଥଳଭାଗ ।ଅଶାନ୍ତ ହୋଇଛି ବଂଗୋପସାଗର।…

ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା

ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ । ୩ ପ୍ରମୁଖ ରାଜନୈତିକ ଦଳ ଏହି ଉପନିର୍ବାଚନ ଜିତିବାକୁ ମାରାଥନ ଉଦ୍ୟମ କରୁଛନ୍ତି । ମଇଦାନକୁ ଓହ୍ଲାଇ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଛନ୍ତି । ତେବେ ନୂଆପଡା ନିର୍ବାଚନରେ ଏଥର ଚାଷୀ, ମହିଳା, ଆଦିବାସୀ ଭୋଟକୁ ନେଇ ରଣନୀତି ଆରମ୍ଭ ହୋଇଛି…

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦି ଗର୍ଲଫ୍ରେଣ୍ଡ’ର ବହୁ ପ୍ରତୀକ୍ଷିତ…

ଦକ୍ଷିଣ ସିନେମା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ଥାମା ନିକଟରେ ରିଲିଜ୍ ହୋଇଥିଲା। ଯାହା ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ, ଅଭିନେତ୍ରୀ ପୁଣି ଥରେ ବଡ଼ ପରଦାରେ ଚହଳ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ରୋମାଣ୍ଟିକ ଡ୍ରାମା ଫିଲ୍ମ 'ଦି…

ନୂଆ ଗଣମାଧ୍ୟମ ପ୍ଲାଟଫର୍ମ ଦ୍ବାରା ପାରମ୍ପରିକ ଗଣମାଧ୍ୟମ ପ୍ରଭାବିତ, ଛାପା ଗଣମାଧ୍ୟମର ବିଜ୍ଞାପନ ଦରରେ ସରକାର ୨୬…

ନୂଆ ଗଣମାଧ୍ୟମ ପ୍ଲାଟଫର୍ମ ଦ୍ବାରା ପାରମ୍ପରିକ ଗଣମାଧ୍ୟମ ପ୍ରଭାବିତ ହୋଇଛନ୍ତି। ଏହି ପ୍ରଭାବରୁ କିଭଳି ପାରମ୍ପରିକ ଗଣମାଧ୍ୟମଗୁଡ଼ିକୁ ସୁରକ୍ଷା ଦିଆଯିବ ତାହା ଉପରେ ସରକାର ବିଚାର କରୁଛନ୍ତି। ଏହାର ଅଂଶ ସ୍ବରୂପ ଛାପା ଗଣମାଧ୍ୟମର ବିଜ୍ଞାପନ ଦରରେ ସରକାର ୨୬ ପ୍ରତିଶତ ବଢ଼ାଇବା ନେଇ ଯୋଜନା…