ବାଂଲାଦେଶ କ୍ରିକେଟ ବୋର୍ଡ ଏହାର ଖେଳାଳିମାନଙ୍କୁ ଭାରତ ପଠାଇବାକୁ ଚାହୁଁନାହିଁ

ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବାକୁ ଥିବା ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଏହାର ଖେଳାଳିମାନଙ୍କୁ ଭାରତ ପଠାଇବାକୁ ଚାହୁଁନାହିଁ। BCB ଏହି ମର୍ମରେ ପୁଣି ଥରେ ICCକୁ ଇମେଲ କରିଛି। ପୂର୍ବରୁ ବୋର୍ଡ ଖେଳାଳି ସୁରକ୍ଷା ନେଇ ଚିନ୍ତାପ୍ରକଟ କରି ଏକ…

କମିବନି ଭକ୍ତନିବାସ ପାର୍କିଂ ଫି

ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି, ଭକ୍ତ ନିବାସରେ ସ୍ବଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ ଭଡ଼ା ଦିଆଯାଉଛି। ବାହାରୁ ଆସୁଥିବା ଅନେକ ଭକ୍ତ ଚାରିଚକିଆ ଗାଡ଼ି ନେଇ…

ପକ୍କା ଘର, ୩୪ ଲକ୍ଷ ଲୋକଙ୍କର ହେଲା ସର୍ଟଲିଷ୍ଟ

ଗରିବ ଲୋକଙ୍କୁ ପଞ୍ଚାୟତିରାଜ ବିଭାଗର ନୂଆବର୍ଷ ଉପହାର ଦେଇଛନ୍ତି। ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୭ ଲକ୍ଷ ଆବେଦନ ହୋଇଛି । ୩୪ ଲକ୍ଷଙ୍କୁ ସର୍ଟଲିଷ୍ଟ କରାଯାଇ କେନ୍ଦ୍ର ସରକାରଙ୍କୁ ତାଲିକା ଦିଆଯାଇଛି । ପୂର୍ବରୁ…

ଆଜି ଠାରୁ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍‌ର ଚତୁର୍ଥ ସଂସ୍କରଣ

ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ) ଚତୁର୍ଥ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ପ୍ରତିଯୋଗିତା ନବି ମୁମ୍ବଇର ଡି.ୱାଇ. ପାଟିଲ ଷ୍ଟାଡିୟମ ଓ ବରୋଦାରେ ଖେଳାଯିବ। ଏଥିରେ ୫ଟି ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ, ଗୁଜରାଟ ଜ୍ୟାଣ୍ଟ୍‌ସ, ମୁମ୍ବଇ ଇଣ୍ଡିଆନ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ…

ଶିମିଳିପାଳରେ ମାଇନସ୍‌କୁ ଖସିଛି ପାରଦ,ଫଳରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ

ଅସମ୍ଭାଳ ଜାଡ଼ରେ ଥରୁଛି ଓଡ଼ିଶା । ମୟୁରଭଞ୍ଜ  ଜିଲ୍ଲା ଶିମିଳିପାଳରେ ମାଇନସ୍‌କୁ ଖସିଛି ପାରଦ । ଫଳରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ସେହିପରି ରାଉରକେଲାରେ ୩.୬ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪.୬ ଡିଗ୍ରି ରେକର୍ଡ ହୋଇଛି । ଶୀତରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ପାରଦ ।…

ରୁମ୍‌ ହିଟର ବିନା କିପରି ନିଜର କୋଠରୀକୁ ଉକ୍ଷ୍ମ ରଖିବେ ଚାଲନ୍ତୁ ଜାଣିବା

ବର୍ତ୍ତମାନ ସାରା ଦେଶରେ ପ୍ରବଳ ଜାଡ ଅନୁଭୂତ ହେଉଛି । ଘରେ ହେଉ କି ବାହାରେ ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ଜନଜୀବନ । ଅଧିକାଂଶ ଲୋକ ଘର ଭିତରେ ଅଧୀକ ଥଣ୍ଡା ଅନୁଭୂତ ହେଉଥିବାରୁ ରୁମ୍‌ ହିଟର ବ୍ୟବହାର କରିଥାନ୍ତି । ହେଲେ ଯେଉଁମାନଙ୍କର ହିଟର ନାହିଁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି…

ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଥଣ୍ଡା ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ

ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଶୀତର ପ୍ରକୋପ । ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା । ସକାଳ ସାଢ଼େ ୫ଟା ସୁଦ୍ଧା ପାରଦ ୫ ଦଶମିକ ୬ ଡିଗ୍ରି ରେକର୍ଡ ହୋଇଛି । ସେହିପରି ରାଜଧାନୀରେ ବି ପାରଦ ତଳମୁହାଁ । ଭୁବନେଶ୍ବରରେ ୧୧ ଦଶମିକ ୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ– ଶୁକ୍ରବାର ଆପଣ ଶାରୀରିକ ଓ ମାନସିକ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ଉପଭୋଗ କରିବେ। ବ୍ୟବସାୟରେ ନୂତନ ସୁଯୋଗ ମିଳିବ ଏବଂ ଶତ୍ରୁମାନେ ଆପଣଙ୍କ ନିକଟରେ ପରାଜିତ ହେବେ। ପରିବାରରେ ହସଖୁସିର ବାତାବରଣ ରହିବା ସହ ସବୁ କାମରେ ଉତ୍ସାହ ମିଳିବ। ଆଜି ଆପଣ ମାନସିକ ଶାନ୍ତି ଅନୁଭବ କରିବେ ଏବଂ ନୂତନ…

ବିଜୟ ହଜାରେ ଟ୍ରଫିରେ ହଇଚଇ ସୃଷ୍ଟି କରିଛନ୍ତି ସରଫରାଜ ଖାନ ମାତ୍ର ୨୦ ବଲରେ କଲେ ୬୨ ରନ

ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ସରଫରାଜ ଖାନଙ୍କ ପ୍ରତିଭାକୁ ହୁଏତ ଦେଖିପାରି ନାହିଁ । କିନ୍ତୁ ମୁମ୍ବାଇ ବ୍ୟାଟର ପ୍ରତ୍ୟେକ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରୁଛନ୍ତି। ସରଫରାଜ ଖାନ ଗୁରୁବାର (ଜାନୁଆରୀ ୮) ବିଜୟ ହଜାରେ ଟ୍ରଫିରେ ହଇଚଇ ସୃଷ୍ଟି କରିଛନ୍ତି। ସରଫରାଜ ମୁମ୍ବାଇ ପାଇଁ…

ଉଚ୍ଚସ୍ତରୀୟ କ୍ଲିୟରାନ୍ସ ପ୍ରାଧିକରଣର ୪୩ତମ ବୈଠକ,୫୫, ୭୮୩ କୋଟି ଟଙ୍କାର ମୋଟ ନିବେଶ ସହିତ ୭ଟି ପ୍ରମୁଖ ଶିଳ୍ପ…

୨୦୩୬ ସୁଦ୍ଧା ରାଜ୍ୟକୁ ଶକ୍ତିଶାଳୀ, ଆତ୍ମନିର୍ଭର ଏବଂ ସମୃଦ୍ଧ ଓଡ଼ିଶା ପାଇଁ ପ୍ରସ୍ତୁତ କରିବା ପାଇଁ ଓଡ଼ିଶାର ବିଭିନ୍ନ ଅଂଶ ଉପରେ ଧ୍ୟାନ ଦେଉଛୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉଚ୍ଚସ୍ତରୀୟ କ୍ଲିୟରାନ୍ସ ପ୍ରାଧିକରଣ (HLCA)ର ୪୩ତମ ବୈଠକରେ ଅଧ୍ୟକ୍ଷତା କରି…