ବିବାହ ବନ୍ଧନରେ ବାନ୍ଧି ହେଲେ ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶ

ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ସେ ତାଙ୍କର ଦୀର୍ଘ ଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ ବିବାହ କରିଛନ୍ତି | ଅଭିନେତ୍ରୀ ନିଜ ବିବାହର କିଛି ଖାସ ମୁହୂର୍ତ୍ତକୁ ଏବେ ନିଜ ସୋସିଆଲ ମିଡ଼ିଆରେ ସେୟାର ମଧ୍ୟ କରିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ…

ଓଡ଼ିଶା ଏଫ୍‌ସି ୨-୧ ଗୋଲ୍‌ରେ ବିଜୟୀ

ଚଳିତ ଆଇଏସ୍‌ଏଲ୍‌ରେ ଗୁରୁବାର ଓଡ଼ିଶା ଏଫ୍‌ସି ଚମତ୍କାର ଭାବେ ଇଷ୍ଟ୍‌ବେଙ୍ଗଲ୍ ଏଫ୍‌ସିକୁ ତା’ ନିଜ ପଡ଼ିଆରେ ହରାଇଛି। କୋଲ୍‌କାତାର ସଲ୍ଟ ଲେକ୍‌ସ୍ଥିତ ବିବେକାନନ୍ଦ କ୍ରୀଡ଼ା ଭାରତୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୨-୧ ଗୋଲ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲ୍‌ର…

ଦୂତି ଚାନ୍ଦଙ୍କ କାର୍‌କୁ ପିଟିଲା ଟ୍ରକ୍‌

୧୬ ନମ୍ବର ଜାତୀୟ ରାଜପଥର କଟକ ମଧୁପାଟଣା ନିକଟରେ ଗତକାଲି ରାତି ପ୍ରାୟ ୮ଟାରେ ଅଲିମ୍ପିଆନ ଦୂତି ଚାନ୍ଦଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୂତି ସୁରକ୍ଷିତ ଥିବାବେଳେ ତାଙ୍କ କାର୍‌ କ୍ଷତିଗ୍ରସ୍ତ ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଦୂତି କୌଣସି କାର୍ଯ୍ୟକ୍ରମରେ ଯୋଗଦେଇ…

 ସମ୍ବିଧାନର ୭୫ବର୍ଷ ପୂର୍ତ୍ତି ,ଲୋକସଭାରେ ହେବ ସ୍ଵତନ୍ତ୍ର ଡିବେଟ୍

ସମ୍ବିଧାନର ୭୫ବର୍ଷ ପୂର୍ତ୍ତି ଅବସରରେ ଦୁଇ ଦିନ ଧରି ଲୋକସଭାରେ ହେବ ସ୍ଵତନ୍ତ୍ର ଡିବେଟ୍। ଆଜି ଓ ଶନିବାର ଲୋକସଭାରେ ବିଭିନ୍ନ ଦଳର ସାଂସଦ ସମ୍ବିଧାନ ଉପରେ ହେବାକୁ ଥିବା ବିତର୍କ ରେ ଭାଗନେଇ ନିଜର ମତ ରଖିବେ। ଏଥିପାଇଁ ବିଜେପି ଓ କଂଗ୍ରେସ ନିଜ ସଦସ୍ୟଙ୍କ ପାଇଁ ହ୍ବିପ୍ ଜାରି କରିଛନ୍ତି।…

ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ

ଆଜି ଉତ୍ତର ପ୍ରଦେଶ ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ। ଏଥିସହ ପ୍ରୟାଗରାଜରେ ୫ ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ। ମଧ୍ୟାହ୍ନରେ ସଙ୍ଗମ୍ ସାଇଟରେ ମା ଗଙ୍ଗାଙ୍କ ପ୍ରାର୍ଥନା ଓ ଦର୍ଶନ …

ରାଜ୍ୟରେ ଶୀତ ପ୍ରକୋପ ବଢିବାରେ ଲାଗିଛି

ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା। ବିଳମ୍ବରେ ହେଲେ ବି ରାଜ୍ୟରେ ଶୀତ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଆସନ୍ତା ସପ୍ତାହେ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ମୁଖ୍ୟତଃ ପାଗ ଶୁଖିଲା ରହିବ । ବିଶେଷକରି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ୯ ଡିଗ୍ରୀ ପର୍ଯ୍ୟନ୍ତ ପାରଦ…

ରାଜ୍ୟସଭା ପାଇଁ ଅଙ୍କ କଷୁଛି ବିଜେପି

ବିଜେଡିର କେଉଁ ରାଜ୍ୟସଭା ସାଂସଦ ବିଜେପିକୁ ଡେଇଁବେ । ମମତା ଓ ସୁଜିତଙ୍କ ପରେ ଏହାକୁ ନେଇ ବିଭିନ୍ନ ଗୁଜବ ଚାଲିଥିବା ବେଳେ ଆଜି ବିଜେପି ବିଧାୟକଙ୍କ ବୟାନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଜଣେ ବରିଷ୍ଠ ଓ ଯୁବ ସାଂସଦ ବିଜେପି ମିଶିବେ ବୋଲି କହିଛନ୍ତି । ବିଜେଡି କିନ୍ତୁ ଏହାକୁ ଖଣ୍ଡନ କରିଛି…

ବଢୁଛି ଶୀତର ପ୍ରକୋପ

ଓଡ଼ିଶାର ଦାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରିର ପାରଦ ତଳମୁହାଁ ହେଉଛିl ସ୍ଥାନୀୟ ଅଞ୍ଚଳରେ ପୁଣି ଥରେ ଶୀତର ପ୍ରକୋପ ବଢିବାରେ ଲାଗିଛି। କିଛିଦିନର ଦିନର ବ୍ଯବଧାନରେ ପୁଣିଥରେ ପାରଦ ତଳକୁ ଖସୁଛି। ଆଜି ଘୁ.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରିରେ ପହଞ୍ଚି ଥିବା କୃଷି ଗବେଷଣା…

ସୁରକ୍ଷାବାହିନୀ ଗୁଳିରେ 7 ମାଓବାଦୀ ନିହତ

ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତଙ୍କ ମଧ୍ୟରେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟିରେ ଥିବା ଜଣେ ଶୀର୍ଷ କମାଣ୍ଡର ଅଛି । ଘଟଣାସ୍ଥଳରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁରକ୍ଷା ବାହିନୀର ସୂଚନା ଅନୁଯାୟୀ, ଭୋର…

ଏକ ଦେଶ ଏକ ନିର୍ବାଚନ ବିଲକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଏକ ଦେଶ ଏକ ନିର୍ବାଚନ ବିଲ ବିଷୟରେ ବଡ଼ ଖବର ସାମ୍ନାକୁ ଆସିଛି । କେନ୍ଦ୍ର କ୍ୟାବିନେଟ ଗୁରୁବାର ଏହାକୁ ଅନୁମୋଦନ କରିଛନ୍ତି । ଆସନ୍ତା ସପ୍ତାହରେ ଏହା ସହସଦରେ ଉପସ୍ଥାପିତ  ହେବାର ସମ୍ଭାବନା ରହିଛି । ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଏହା ଉପରେ କାର୍ଯ୍ୟ ଜାରି ରଖିଛନ୍ତି । ଏହା…