ଗାଜାରେ ଇସ୍ରାଏଲର ଆକ୍ରମଣରେ ୧୮୪ ମୃତ
ଇସ୍ରାଏଲ ସେନା ପୁଣି ଥରେ ଗାଜା ଉପରେ ଭୀଷଣ ଆକ୍ରମଣ କରି ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ ୭୨ ଘଣ୍ଟା ମଧ୍ୟରେ ୯୪ଟି ଏୟାର ଷ୍ଟ୍ରାଇକ୍ ଓ ଗୁଳିମାଡ଼ରେ ୧୮୪ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ହମାସ ଆତଙ୍କବାଦୀ ସଂଗଠନ ଦ୍ୱାରା ପରିଚାଳିତ ଗାଜା ମିଡିଆ ଅଫିସ ଏହି ସୂଚନା ଦେଇଛି।…