ଆସନ୍ତା କାଲି ଓଡ଼ିଶା ବନ୍ଦ ଡ଼ାକରା ଦେଇଛି ନବନିର୍ମାଣ କୃଷି ସଂଘ, ସମର୍ଥନ କରିଛି କଂଗ୍ରେସ

ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷି ସଂଘ ଦ୍ୱାରା ଏହି ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି। ଏହା ଅଧୀନରେ, ସ୍କୁଲ, ଅଫିସ ଓ ବିଭିନ୍ନ ବ୍ୟବସାୟ ସମେତ ଅନେକ ଜିନିଷ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ଅଛି। ସେପଟେ,…

ଆଉ କିଛି ଘଣ୍ଟାର ଅପେକ୍ଷା,ଭାରତ ସହ ୟୁରୋପୀୟ ସଂଘ କରିବାକୁ ଯାଉଛି ବଡ ବାଣିଜ୍ୟିକ ଚୁକ୍ତି

ଆଉ କିଛି ଘଣ୍ଟାର ଅପେକ୍ଷା । ଆମେରିକାର ଟାରିଫ ଭୟ ଭିତରେ ୟୁରୋପୀୟ ସଂଘ କରିବାକୁ ଯାଉଛି ବଡ ବାଣିଜ୍ୟିକ ଚୁକ୍ତି କରିବ ଭାରତ । ଏହାର ନାଁ ରହିଛି ମଦର ଅପ ଅଲ ଡିଲସ । ସ୍ୱିଜରଲ୍ୟାଣ୍ଡରେ ଆୟୋଜିତ ଦାବୋସ ସମ୍ମିଳନୀରେ ଇୟୁ ଅଧ୍ୟକ୍ଷା ଉର୍ସୁଲା ୱାର୍ଣ୍ଣ ଓ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଲୁଇସ…

ଆରମ୍ଭ ହୋଇଛି ଖଣ୍ଡଗିରି ମେଳା, ଆଜିଠୁ  ଆରମ୍ଭ ହେବ ଯାତ୍ରା ମହାକୁମ୍ଭ

ଆରମ୍ଭ ହୋଇଛି ଖଣ୍ଡଗିରି ମେଳା । ଆଜିଠୁ  ଆରମ୍ଭ ହେବ ଯାତ୍ରା ମହାକୁମ୍ଭ । ଦୁଲୁକିବ ଖଣ୍ଡଗିରି। ସଂଳାପ ଭାଙ୍ଗିବ ରାତିର ନିରବତା । ନାମୀଦାମୀ ଅପେରା ପାର୍ଟି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖାଇବେ ଜଲବା । ପ୍ରଥମ ପର୍ଯ୍ୟାୟ ଯାତ୍ରା ମଞ୍ଚସ୍ଥ ପାଇଁ ସବୁ ପ୍ରସ୍ତୁତି ସରିଛି । ୨୭ରୁ ୭…

ଆଜିର ରାଶିଫଳ

ମେଷ : ଆଜି ମେଷ ରାଶି ପାଇଁ ମିଶ୍ରିତ ଫଳାଫଳର ଦିନ ହେବ । ଏକ ଭାବପ୍ରବଣ ନିଷ୍ପତ୍ତି କ୍ଷତିକାରକ ହୋଇପାରେ । ପଢିବା ଏବଂ ଲେଖିବାରେ ସମୟ ବିତାନ୍ତୁ । ଆପଣଙ୍କୁ ଚାକିରି ପରିବର୍ତ୍ତନର ସୁଯୋଗ ମିଳିପାରେ । ଆପଣଙ୍କ କର୍ମକ୍ଷେତ୍ର ବିସ୍ତାରିତ ହେବ । ଆପଣଙ୍କ ଶିକ୍ଷାଗତ କାର୍ଯ୍ୟରେ ଉନ୍ନତି ହେବ…

ଏପ୍ରିଲ ୧୮ରୁ ଖରା ଛୁଟି

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଗୁଡିକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି ରାଜ୍ୟସରକାର। ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ।

ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା ୨୦୨୬

ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା ୨୦୨୬ ।  ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳା ୨୬ ଜାନୁଆରୀରୁ ୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ।  ମେଳା ପରିସରରେ ଓଡ଼ିଶାର ବିଭିନ୍ନ ଆଦିବାସୀ ଜନଜାତିଙ୍କ ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀର ସଜୀବ…

‘ଲାଫ୍ଟର ସେଫ୍ ୩’ଗ୍ରାଣ୍ଡ ଫିନାଲେ : ବିଜେତା ଟ୍ରଫି ହେତେଇଲା ଟିମ୍ କାଣ୍ଟା

ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ‘ଲାଫ୍ଟର ସେଫ୍ ୩’ ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି । ଏବେ ଏହି ଶୋ‘କୁ ବିଜେତା ଟିମ୍ ମିଳି ସାରିଛି । ଗତକାଲି କାଣ୍ଟା ଟ୍ରଫି ଏବଂ ଟିମ୍ ଛୁରୀ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । କିନ୍ତୁ ଏଥିରେ ଟିମ୍ କାଣ୍ଟା ବିଜେତା ଟ୍ରଫି ହାତକୁ ନେଇଥିଲା । ଟିମ୍…

ଗୌହାଟୀରେ ଭାରତର ବୃହତ ବିଜୟ,ସିରିଜ ଜିତିଲା ଭାରତ

ଗୌହାଟୀରେ ଭାରତର ବୃହତ ବିଜୟ। ୧୫୪ରନର ଟାର୍ଗେଟକୁ ମାତ୍ର ୧୦ଓଭରରେ ହାସଲ କରିଛି। ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ସିରିଜରେ ୩-୦ରେ ଆଗୁଆ ରହିଛି। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ୬୮ରନ କରିଥିଲେ। ମାତ୍ର ୨୦ ବଲରେ ୫ଟି ଛକା ଓ ୭ଟି ଚୌକାରେ ୬୮ରନ କରି ଅପରାଜିତ ରହିଥିଲେ ଅଭିଷେକ।…

Republic Day Offer ଦେଉଛି BSNL ,ଯେଉଁଥିରେ ୟୁଜର୍ସମାନେ ପାଇବେ ଅନେକ ସୁବିଧା, ଜାଣନ୍ତୁ ତାହା କଣ

BSNL ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର ।  Republic Day Offer ଦେଉଛି BSNL । ଯେଉଁଥିରେ ୟୁଜର୍ସମାନେ ପାଇବେ ଅନେକ ସୁବିଧା । ଭାରତ ସଂଚାର ନିଗମ ଲିମିଟେଡ୍ (BSNL) ଏହାର ୟୁଜର୍ସମାନଙ୍କ ପାଇଁ ୨,୬୨୬ ଟଙ୍କାର ଏକ ପ୍ଲାନ୍ ଲଞ୍ଚ କରିଛି, ଯାହା ଅନେକ ସୁବିଧା ପ୍ରଦାନ କରୁଛି । ଏହି…

ଆଜି ଠୁ କମିବ ଶୀତ

ରାଜ୍ୟର ପ୍ରାୟ ଅଞ୍ଚଳରେ ରାତି ତାପମାତ୍ରା ବଢ଼ିଛି ଏବଂ କିଛି ସ୍ଥାନରେ ହ୍ରାସ ପାଇଛି। ପୂର୍ବାପେକ୍ଷା ଶୀତ ପ୍ରକୋପ କମିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ସୋମବାରଠାରୁ ଶୀତ ଆହୁରି କମିବ। କାରଣ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ…