ବନ୍ଦ ହେବ ଶିଳ୍ପାନୁଷ୍ଠାନକୁ ମାଗଣା ଗ୍ରିଡ୍ ସେବା
ଶିଳ୍ପାନୁଷ୍ଠାନକୁ ମାଗଣା ଗ୍ରିଡ୍ ସେବା ବନ୍ଦ ହେବ। ଓଡ଼ିଶାରେ କାର୍ଯ୍ୟକ୍ଷମ ଥିବା କ୍ୟାପଟିଭ୍ ଜେନେରେଟିଂ ପ୍ଲାଣ୍ଟ୍ସ (ସିଜିପି) ଉପରେ ଗ୍ରିଡ୍ ସେବା ଶୁଳ୍କ ବସାଇବା ପାଇଁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ନିର୍ଦିଷ୍ଟ ଚିଠା ଅଧିନିୟମ, ୨୦୨୬ ଜାରି କରିଛି। ଓଇଆରସି…