ଗୋଆର ହୋଟେଲରେ ଅଗ୍ନିକାଣ୍ଡ, ୨୩ ଜଣଙ୍କ ମୃତ୍ୟୁ
ଉତ୍ତର ଗୋଆର ଆରପୋରା ଗାଁରେ ଏକ ନାଇଟ୍ କ୍ଲବ୍ରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଅତି କମରେ ୨୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଗୋଆ ପୁଲିସ ମୁଖ୍ୟ ଆଲୋକ କୁମାର କହିଛନ୍ତି ଯେ ଅଗ୍ନିକାଣ୍ଡଟି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘଟିଥିଲା। ରିପୋର୍ଟ ଅନୁଯାୟୀ ପୁଲିସ…