ବାରବାଟୀ T20: ଭାରତର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ କିପରି ହେବ?
ଟେଷ୍ଟ ଓ ଦିନିକିଆ ମ୍ୟାଚ୍ର ଉତ୍ତେଜନା ସମାପ୍ତ ହେବା ପରେ, ଡିସେମ୍ବର ୯ ତାରିଖରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତୀୟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଷ୍ଠିତ ସିରିଜ୍ର ପ୍ରଥମ ମୁକାବିଲା କଟକର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ। ଏହି…