ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନ. ବିରେନ ସିଂହ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନ. ବିରେନ ସିଂହ । ଦିଲ୍ଲୀରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବୀରେନଙ୍କ ନିଷ୍ପତ୍ତି। ମଣିପୁରରେ ହିଂସାକୁ ନେଇ ବିବାଦରେ ଥିଲେ ବୀରେନ ସରକାର ।ରବିବାର ସନ୍ଧ୍ୟାରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ…

ମହାକୁମ୍ଭରେ ବୁଡ ପକାଇଲେ ମହାମହିମ

ମହାକୁମ୍ଭରେ ବୁଡ ପକାଇଲେ ମହାମହିମ । ପ୍ରୟାଗରାଜରେ ପହଞ୍ଚି ତ୍ରିବେଣୀ ସଂଗମରେ ବୁଡ ପକାଇ ପବିତ୍ର ସ୍ନାନ କରିଛନ୍ତି ରାଷ୍ଟ୍ରପତି । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ବୁଡ ପକାଇବାରେ ସେ ଏହି ସୌଭାଗ୍ୟଲାଭ କରିଛନ୍ତି । ତେବେ ସଂଗମରେ ସ୍ନାର ପରେ ସୂର୍ଯ୍ୟଙ୍କୁ ପାଣି ଟେକିଥିଲେ ରାଷ୍ଟ୍ରପତି…

ବରଗଡ଼ରୁ ଅଯୋଧ୍ୟାକୁ ଗଡିଲା ବସ୍‌

ବରଗଡ଼ରୁ ଅଯୋଧ୍ୟାକୁ ଏଣିକି ସରକାରୀ ଯାତ୍ରୀବାହୀ ବସ୍‌ ସେବା ମିଳିବ। ଆଜି ଏହାର ଶୁଭାରମ୍ଭ ହୋଇଛି | ଆଜି ସକାଳ ୭ଟା ୩୦ମିନିଟ୍‌ରେ ଏହାର ଶୁଭାରମ୍ଭ କରାଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିଛନ୍ତି।  ବରଗଡ଼ରୁ ଏହି ବସ୍‌ ବାହାରି ସମ୍ବଲପୁର, ଝାରସୁଗୁଡ଼ା,…

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ରାହତକର ଓଡ଼ିଶା ରାଜ୍ୟ ମହିଳା ଆୟୋଗର ପ୍ରତିଷ୍ଠା ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ମାନବ ଚାଲାଣର ନିରାକରଣ, ଯୌନ ଉତ୍ପୀଡ଼ନ ବିରୋଧ ଆଇନ (ପୋସ୍‌ ଆକ୍ଟ) ଓ…

ସଙ୍ଗମରେ ଧାର୍ମିକ ସ୍ନାନ କରିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର (୧୦ ଫେବୃଆରୀ) ପ୍ରୟାଗରାଜରେ ପହଞ୍ଚିବେ ଯେଉଁଠାରେ ସେ ଆଠ ଘଣ୍ଟାରୁ ଅଧିକ ସମୟ ବିତାଇବେ। ଏହି ସମୟ ମଧ୍ୟରେ ସେ ସଙ୍ଗମରେ ସ୍ନାନ କରିବେ। ତ୍ରିବେଣୀ ସଙ୍ଗମରେ ଧାର୍ମିକ ସ୍ନାନ କରି ସେ ମାତା ଗଙ୍ଗା, ଯମୁନା ଏବଂ ସରସ୍ବତୀଙ୍କ ଆଶୀର୍ବାଦ ପାଇବେ। ଏହି…

ଆଜି ଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ

ରାଜ୍ୟରେ ଗତ ୩ଦିନ ମଧ୍ୟରେ ୯ ଡିଗ୍ରୀ ଯାଏ ତାପମାତ୍ରା କମିଥିଲା। ତେବେ ସୋମବାରଠାରୁ ପରବର୍ତ୍ତୀ ୩ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଉରକେଲାରେ ୬ ତାରିଖରେ ସର୍ବନିମ୍ନ…

ପରୀକ୍ଷା ପେ ଚର୍ଚ୍ଚାରେ ଆଜି ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷାପେ ଚର୍ଚ୍ଚାରେ ଆଜି ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିବେ । ଦିଲ୍ଲୀର ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଚଳିତ ବର୍ଷ ବୋର୍ଡ ପରୀକ୍ଷାକୁ ନେଇ ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ପରୀକ୍ଷା ପେ…

ଏହି ମାସରେ ଅନେକ ଶକ୍ତିିଶାଳୀ ଗ୍ରହ ରାଶି ପରିବର୍ତ୍ତନ କରିବେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାର୍ଚ୍ଚ ୨୦୨୫ ମାସ ଖୁବ୍‌ ଖାସ୍‌ ବୋଲି କୁହାଯାଉଛି । କାରଣ ଏହି ମାସରେ ଅନେକ ଶକ୍ତିିଶାଳୀ ଗ୍ରହ ରାଶି ପରିବର୍ତ୍ତନ କରିବେ । ମାର୍ଚ୍ଚରେ ୬ ଗ୍ରହ ମୀନ ରାଶିରେ ଏକାଠି ଚଳନ କରିବା ଦ୍ୱାରା ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି । ରାହୁ, ଶୁକ୍ର, ମୀନ ରାଶିରେ…

ବାରବାଟୀରେ ଭାରତ ର ବିଜୟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ  ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଘରୋଇ ଦଳ ୪ ୱିକେଟ୍‌ରେ ବିଜୟୀ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ ଶୃଙ୍ଖଳାକୁ…

ରୋହିତଙ୍କ ଶତକ : ବାରବାଟରେ ଜିତିବ ଭାରତ

ବାରବାଟୀରେ ରୋହିତ ଶତକ କରିଛନ୍ତି । କିଛି ଦିନର ନିରବତା ପରେ  ପୁଣି ଦମ ଦେଖାଇଛନ୍ତି ରୋହିତ । ଛକା ଚୈାକା ବର୍ଷିଛନ୍ତି ରୋହିତ ।  ୩୦୪ ରନ୍‌  ଇଂଲଣ୍ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବେଳେ ବନ୍ଦ ହୋଇଗଲା ଫ୍ଲଡ୍‌ ଲାଇଟ୍‌ । ଭାରତୀୟ ଓପେନିଂ ଯୋଡ଼ି ଲୟରେ ନଜର ଆସୁଥିବା ବେଳେ ଏଭଳି ଘଟଣାକୁ ନେଇ…