ମହାପ୍ରଭୁ ଜଗନ୍ନାଥଙ୍କ ୩୨ ବେଶ,ପ୍ରଭୁଙ୍କ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମୁତକୁଲା ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ୩୨ ବେଶ । ପ୍ରଭୁଙ୍କ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଜାମୁତକୁଲା ଗାଁରେ ବିରାଜିତ ହୋଇଛନ୍ତି ଶ୍ରୀଜୀଉ । ୧୧ ଦିନର ଲୀଳାଖେଳା କରୁଛନ୍ତି ମହାପ୍ରଭୁ ।…

ବିଜେଡିର ୧୨ ଟି ସାଂଗଠନିକ ଜିଲ୍ଲାର ନୂଆ କମିଟି ଗଠିତ

ବିଜେଡିର ୧୨ ଟି ସାଂଗଠନିକ ଜିଲ୍ଲାର ନୂଆ କମିଟି ଗଠିତ ।  ପୂର୍ବରୁ ୧୧ଟି ଜିଲ୍ଲାର କମିଟି ଗଠିତ ହୋଇଥିଲା ।  ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଆଜି ୧୨ ଜିଲ୍ଲା ଯଥା ବରଗଡ,ରାୟଗଡା, କୋରାପୁଟ, ନୂଆପଡା, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର,ବଲାଙ୍ଗୀର,କଟକ ,…

ଦୁଇ ଦିନିଆ ବ୍ଲାକ ସ୍ୱାନ ସମିଟ୍ ଉଦଯାପିତ, ଉଦଯାପନୀ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ଲୋକସେବା ଭବନରେ ଉଦଯାପିତ ହୋଇଛି ଦୁଇ ଦିନିଆ ବ୍ଲାକ ସ୍ୱାନ ସମିଟ୍ । ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିକଶିତ ଭାରତ ୨୦୪୭ର ସ୍ବପ୍ନକୁ ସରକାର କରିବା ପାଇଁ ହେଲେ ଆମକୁ AI ଉପଯୋଗୀତାରେ ଫାଇନାନ୍ସ ସହ ଟେକ୍ନୋଲୋଜି ଉଭୟର ଆବଶ୍ୟକତା ରହିଛି ।…

ଇସଲାମାବାଦରେ ସିଆ ଧର୍ମସ୍ଥଳର ମୁଖ୍ୟ ଫାଟକରେ ବିସ୍ଫୋରକ ବିସ୍ଫୋରଣ – ୧୫ ମୃତ

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ସିଆ ଧର୍ମସ୍ଥଳ ଭିତରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ପାକିସ୍ତାନୀ ଖବରକାଗଜ ଡନ୍ ଅନୁଯାୟୀ, ଏହି ବିସ୍ଫୋରଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ସହରର ଶାହଜାଦ ଟାଉନ୍ ଅଞ୍ଚଳର…

ଆରବିଆଇର ମନିଟାରି ପଲିସି କମିଟି ବୈଠକ: ଅପରିବର୍ତ୍ତିତ ରହିଲା ପୂର୍ବର ରେଟ୍

ବଦଳିଲାନି ରେପୋ ରେଟ୍ । ଅପରିବର୍ତ୍ତିତ ରହିଲା ପୂର୍ବର ରେଟ୍ । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ରେପୋ ରେଟ୍ ଜାରି କରାଯାଇଛି । ତେବେ ଏଥିରେ କୌଣସି ପରିବର୍ରନ ହୋଇନାହିଁ । ଶୁକ୍ରବାର ଆରବିଆଇର ମନିଟାରି ପଲିସି କମିଟି ବୈଠକ ବସିଥିଲା । ଏଥିରେ ରେପୋରେ କୌଣସି…

ମନୋଜ ବାଜପେୟୀଙ୍କ ଫିଲ୍ମ ବିରୋଧରେ FIR

ମନୋଜ ବାଜପେୟୀଙ୍କ ଫିଲ୍ମ ବିରୋଧରେ FIR । ମନୋଜ ବାଜପେୟୀଙ୍କ ଫିଲ୍ମ ‘ଘୁସଖୋର ପଣ୍ଡତ’ ବିରୋଧରେ FIR । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ କଡ଼ା ଆଭିମୁଖ୍ୟ । ଅଭିନେତା ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ ‘ଘୁସଖୋର ପଣ୍ଡତ’କୁ ନେଇ ବିବାଦ ତେଜିବାରେ ଲାଗିଛି । ଏହି ଫିଲ୍ମର…

ଭୂକମ୍ପରେ ଥରିଲା ସିକ୍କିମ , ରିକ୍ଟର ସ୍କେଲରେ ୪.୫ ତୀବ୍ରତାର ରେକର୍ଡ

ଭୂକମ୍ପରେ ଥରିଲା ସିକ୍କିମ। ସିକ୍କିମ୍ର ଗ୍ୟାଲସିଂରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା ରିକ୍ଟର ସ୍କେଲରେ ୪.୫ ତୀବ୍ରତାର ରେକର୍ଡ କରାଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ସିକ୍କିମର ଗ୍ୟାଲସିଂରେ ସକାଳ ୧:୦୯ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ…

‘ପରୀକ୍ଷା ପେ ଚର୍ଚ୍ଚା’ ୯ମ ସଂସ୍କରଣ: ନିଜ ଶୈଳୀରେ ପାଠ ପଢିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ…

ପରୀକ୍ଷୀ ପୂର୍ବରୁ ପିଏମ୍ ଦେଲେ ଗୁରୁମନ୍ତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ପରୀକ୍ଷା ପେ ଚର୍ଚ୍ଚା' ୯ମ ସଂସ୍କରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ପରିକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଚାପରୁ ବାହାର କରିବା ଏବଂ ସେମାନଙ୍କୁ…

ବିଶ୍ୱକପ୍ ଫାଇନାଲରେ ବୈଭବଙ୍କ ‘ସୂର୍ଯ୍ୟବଂଶୀ’ ଅବତାର: ୮୦ ବଲ୍‌ରେ ୧୭୫ ରନ୍; ଛାରଖାର ହେଲା ଇଂଲଣ୍ଡ ବୋଲିଂ ବାହିନୀ

ହରାରେ (ଜିମ୍ବାୱେ): ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍ ଫାଇନାଲରେ ଦେଖିବାକୁ ମିଳିଛି ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟର ପ୍ରଳୟଙ୍କରୀ ରୂପ। ଇଂଲଣ୍ଡ ବିପକ୍ଷ ହାଇ-ଭୋଲଟେଜ୍ ଫାଇନାଲରେ ବୈଭବଙ୍କ ପ୍ରଚଣ୍ଡ ପ୍ରହାରରେ ହରାରେ ସ୍ପୋର୍ଟ୍ସ କ୍ଲବର ଚତୁର୍ଦ୍ଦିଗରେ କେବଳ ଚୌକା ଓ ଛକାର ବର୍ଷା…

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ପରିକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ପରିକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଚାପରୁ ବାହାର କରିବା ଏବଂ ସେମାନଙ୍କୁ ସକାରାତ୍ମକ ବିଚାର ସହ ଆଗକୁ ବଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ…