ଫର୍ମ ଫିଲଅପ ପାଇଁ CHSE ଦେଲା ଶେଷ ସୁଯୋଗ

ଯେଉଁମାନେ ଅନିବାର୍ଯ୍ୟ କାରଣରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲଅପ କରିପାରି ନଥିବେ ସେମାନେ ଆସନ୍ତା ଡିସେମ୍ବର ୧୮ ସୁଦ୍ଧା କରି ପାରିବେ । ଯେଉଁଥିପାଇଁ ଆଜି ମିଳିବାକୁ ଥିବା ଆଡମିଟ କାର୍ଡ ଡିସେମ୍ବର ୧୯ ତାରିଖରେ ମିଳିବ ବୋଲି CHSE କହିଛି । ତେବେ ବିନା ଆଡମିଟ କାର୍ଡରେ ପିଲାମାନେ…

ରଣବୀରଙ୍କ ଅଭିନୀତ ଧୁରନ୍ଧରକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି

ରଣବୀରଙ୍କ ଅଭିନୀତ ଧୁରନ୍ଧରକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ଏଥିରେ ରଣବୀରଙ୍କ ବିପକ୍ଷରେ ଅଭିନୟ କରିଥିବା ସାରା ଅର୍ଜୁନଙ୍କ ଅଭିନୟକୁ ବେଶ ଭଲ ପାଇବା ମିଳିଛି । ରଣବୀରଙ୍କ ଠାରୁ ବହୁତ କମ ବୟସର ହେଉଛନ୍ତି ସାରା । ସାର ଏବେ ମାତ୍ର ୨୦ ବର୍ଷୀୟ ଅଭିନେତ୍ରୀ । ହିନ୍ଦୀ ଏବଂ ତାମିଲ ଫିଲ୍ମରେ…

ସାରା ବିଶ୍ବର ଧ ନୀ କ୍ରୀଡ଼ାବିତ ଆର୍ଜେଣ୍ଟିନାର ଷ୍ଟାର ଫୁଟବଳର ମେସି

ଆର୍ଜେଣ୍ଟିନାର ଷ୍ଟାର ଫୁଟବଳର ମେସି । ସାରା ବିଶ୍ବର ଧନୀ କ୍ରୀଡ଼ାବିତଙ୍କ ମଧ୍ୟରେ ତାଙ୍କ ନାମ ଆସେ । ତେବେ ତାଙ୍କର ରୋଜଗାର ସମ୍ପର୍କରେ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ମେସି ଏତେ ସମ୍ପତ୍ତିର ମାଲିକ ଯେ ଭାରତର ଜଣାଶୁଣା ତଥା ଧନୀ କ୍ରିକେଟର ୭ ଜଣଙ୍କ ରୋଜଗାର ମିଶିଲେ ମଧ୍ୟ କମ୍…

ମୁଁ ଦଳର ଭୁଲକୁ ଆଗକୁ ଆଣିଥିଲି , ଦଳ ମୋ ବିରୋଧରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି – ମହମ୍ମଦ ମୋକିମ

କଂଗ୍ରେସରୁ ବହିଷ୍କାର ପରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା । କହିଲେ ମୋର ଵିଚାରଧାରାରେ ମୁଁ କଂଗ୍ରେସ ସହିତ ଅଛି । କଂଗ୍ରେସ ମତେ ଦଳଠାରୁ ଦୁରେଇ ଦେଇପାରେ । ମୁଁ କିନ୍ତୁ କଂଗ୍ରେସ ସହିତ ଥିଲି..ଅଛି ଓ ରହିଵି । ମୁଁ ଦଳର ଭୁଲକୁ ଆଗକୁ ଆଣିଥିଲି । ଦଳ ମୋ ବିରୋଧରେ…

ନୀତିନ ନବୀନ କାହିଁକି ହେଲେ ଭାଜପା ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ?

ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି । ବିଜେପି ସଂସଦୀୟ ବୋର୍ଡରେ ନୀତିନ ନବୀନଙ୍କ ନାଁ ଘୋଷଣା କରାଯାଇଛି । ବିହାର ସରକାରରେ ମନ୍ତ୍ରୀ ଅଛନ୍ତି ନୀତିନ ନବୀନ । ତାଙ୍କର…

୩ୟ ଟି-୨୦ – ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ

ଧର୍ମଶାଳାଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ । ୧୧୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୫.୫ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୫ ରନ କରିଥିବାବେଳେ ଶୁଭମନ ଗିଲ୍ ୨୮ ରନ…

କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌

ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବା ଓଡ଼ିଶା କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ମହଙ୍ଗା ପଡ଼ିଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ କଂଗ୍ରେସ ତାଙ୍କୁ ଦଳର ପ୍ରାଥମିକ…

ଶୀତରୁ ନିସ୍ତାର ମିଳିବନି

ରାଜ୍ୟରେ  ଜାରି ରହିଛି ଶୀତ ପ୍ରବାହ । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ । ଗୋଟିଏ ଦୁଇଟି ସହରର ତାପମାତ୍ରା ଏପାଖ ସେପାଖ ହୋଇପାରେ ।‌ ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ…

ଆଜିର ରାଶିଫଳ

ମେଷ: ଅନୁଭବୀ ବ୍ୟକ୍ତିଙ୍କ ସାଙ୍ଗରେ ରହି ବହୁତ କିଛି ଶିଖିବାକୁ ପାଇବେ। ଆର୍ଥିକ ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ। ବ୍ୟବସାୟ ବ୍ୟବସ୍ଥିତ ହେବ। ବୃଷ: ଦିନଟି ବ୍ୟସ୍ତବହୁଳ ରହିବ। କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ କିଛି ସମୟ  ମନୋରଞ୍ଜନ ପାଇଁ ବାହାର କରିବେ। ପରିଶ୍ରମ ଅନୁରୂପ…

ନବୀନ ପଟ୍ଟନାୟକ ନେବେନାହିଁ ବର୍ଦ୍ଧିତ ଦରମା, ଓଡ଼ିଶା ରାଜନୀତି ସରଗରମ

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବେନାହିଁ । ଏହି ପ୍ରସଙ୍ଗକୁ ନେଇ  ଓଡ଼ିଶା ରାଜନୀତିରେ ତୀବ୍ର ସମାଲୋଚନା ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ଉଭୟ ବିଜେପି (BJP) ଏବଂ କଂଗ୍ରେସ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି। ଉପମୁଖ୍ୟ ମନ୍ତ୍ରୀ କେଭି…