ରାଜ୍ୟରେ କୁମଛି ଏଟିଏମ

ଡିଜିଟାଲ ବ୍ୟାଙ୍କିଂର ପ୍ରସାର ହୋଇଥିଲେ ମଧ୍ୟ ବ୍ୟାଙ୍କ ଶଖା, ଏଟିଏମ୍‌, ବ୍ୟାଙ୍କିଂ କରେସ୍‌ପ‌େଣ୍ଡଣ୍ଟ୍‌ (ବିସି) ଆଦି ସଂଖ୍ୟା ଯଥେଷ୍ଟ ମାତ୍ରାରେ ବଢ଼ିବାର ଆବଶ୍ୟକତା ରହିଛି। ଲୋକମାନେ ଯେଭଳି ସେମାନଙ୍କ ଘର ନିକଟରେ ବ୍ୟାଙ୍କିଂ ସେବା ପାଇପାରିବେ ତାହା ଉପରେ ଗୁରୁତ୍ବ ଦିଆଯାଉଛି। କିନ୍ତୁ…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। "ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ନେତା ଏବଂ ଦକ୍ଷ…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କର ଆଜି ଦେହାନ୍ତ ହୋଇଛି। ତାଙ୍କର ବୟସ ୮୪ ବର୍ଷ ଥିଲା। ବରିଷ୍ଠ ବିଜେପି ନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ସକାଳ ପ୍ରାୟ ୧୦.୩୦ ସମୟରେ ତାଙ୍କ ପୁଅ ଏବଂ କେନ୍ଦ୍ର…

ତାମିଲନାଡୁ ବଜେଟ ଲୋଗୋରେ ‘Rs’କୁ ‘Ru’ ସହିତ କାହିଁକି ବଦଳାଇଥିଲେ ଏମକେ ଷ୍ଟାଲିନ୍ ?

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରବିବାର କହିଛନ୍ତି ଯେ ତାଙ୍କ ସରକାର ଭାଷା ସମସ୍ୟା ପ୍ରତି ଡିଏମକେର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ପାଇଁ ୨୦୨୫-୨୦୨୬ ବଜେଟରେ 'Rs' ଚିହ୍ନକୁ 'Ru' ସହିତ ବଦଳାଇ ଦେଇଛନ୍ତି। ସେ ତାଙ୍କ ଅଭିଯୋଗକୁ ଉଲ୍ଲେଖ କରି କହିଥିଲେ ଯେ କେନ୍ଦ୍ର ସରକାର…

ବ୍ରେକ୍‌ଅପ୍‌ କରିନେଇଛନ୍ତି ପ୍ରିୟଙ୍କା ଚାହର ଚୌଧୁରୀ ଏବଂ ଅଙ୍କିତ ଗୁପ୍ତା

ବ୍ରେକ୍‌ଅପ୍‌ କରିନେଇଛନ୍ତି ଟେଲି ପରଦାର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ପ୍ରିୟଙ୍କା ଚାହର ଚୌଧୁରୀ ଏବଂ ଅଙ୍କିତ ଗୁପ୍ତା। ଉଭୟଙ୍କ ଅନ୍‌ସ୍କ୍ରିନ ଏବଂ ଅଫସ୍କ୍ରିନ୍‌ କେମେଷ୍ଟ୍ରି ମନ ଜିଣୁଥିଲା। ଧାରାବାହିକ ‘ଉଡ଼ାରିଆ’ରୁ ଦୁହିଁଙ୍କୁ ପରିଚୟ ମିଳିଥିଲା। ଅନେକ ଥର ସେମାନେ ବିବାହ କରିବାକୁ…

ଆମେରିକୀୟ ପୋଡକାଷ୍ଟ ହୋଷ୍ଟ ଲେକ୍ସ ଫ୍ରିଡମେନଙ୍କ ସହ ଏକ ପୋଡକାଷ୍ଟରେ ଏମିତି କହିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକୀୟ ପୋଡକାଷ୍ଟ ହୋଷ୍ଟ ଲେକ୍ସ ଫ୍ରିଡମେନଙ୍କ ସହ ଏକ ପୋଡକାଷ୍ଟରେ ଯୋଗଦେଇ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିବା ସହ ନିଜର ରାଜନୈତିକ ଅନୁଭୂତି ବର୍ଣ୍ଣନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ୨୦୦୨ ମସିହାରେ ଘଟିଥିବା ଗୋଧ୍ରା ଘଟଣାକୁ…

ଆତ୍ମସମର୍ପଣ କଲେ ୬୪ ମାଓବାଦୀ

ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ ବିଜାପୁରରେ ଏହି ମାଓବାଦୀମାନେ ଦଳ ସଭ୍ୟଭାବେ କାର୍ଯ୍ୟକରି ଆସୁଥିଲେ। ଏମାନଙ୍କ ମଧ୍ୟରୁ ୧୬ ମହିଳା ଥିବା ବେଳେ ୪୮ ପୁରୁଷ ରହିଛନ୍ତି। ଏ ସମସ୍ତ…

ଆଜି ଏମିତି କଟିବ ଆପଣଙ୍କର ଦିନ

ମେଷ : ଭାଗ୍ୟସ୍ଥାନକୁ ମଙ୍ଗଳଙ୍କ ଦୃଷ୍ଟିଜନିତ ପାରିବାରିକ ଜୀବନରେ ସୌହାର୍ଦ୍ଦ୍ୟତା ଲାଭ ସାଙ୍ଗକୁ କାର୍ଯ୍ୟକ୍ଷେତ୍ର ପ୍ରତି ଉତ୍ସହିତ ରହିବେ। ସକାଳ ଯାତ୍ରା, ବ୍ୟବସାୟ ଓ ବନ୍ଧୁମିଳନ ପାଇଁ ଦିନଟି ଭଲ। କିନ୍ତୁ ଜମିଜମାକୁ କେନ୍ଦ୍ରକରି କଳହ ସୃଷ୍ଟି ସମ୍ଭାବନା ରହିଛି। ଶନି ଦୃଷ୍ଟ ବୃହସ୍ପତି…

ଆଗାମୀ ୩ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବଜ୍ରପାତ ଏବଂ ବର୍ଷାର ପୂର୍ବାନୁମାନ

ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡ଼ିଶାର ଆଠଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବଜ୍ରପାତ ଏବଂ ବର୍ଷାର ପୂର୍ବାନୁମାନ କରାଯାଇଛି। କଟକ , ଖୋର୍ଦ୍ଧା ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଯାଜପୁର ବାଲେଶ୍ବର ଏବଂ…

ଭାରତ-ପାକିସ୍ତାନ ଟିମ ଭିତରୁ କେଉଁ ଟିମ ଭଲ,ଜବାବ ରଖିଲେ ମୋଦୀ

ଭାରତ-ପାକିସ୍ତାନ ଟିମ ଭିତରୁ କେଉଁ ଟିମ୍ ଭଲ? ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ପଡକାଷ୍ଟରେ ଜବାବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକୀୟ ପଡକାଷ୍ଟର ଲେକ୍ସ ପ୍ରିଡମ୍ୟାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି , ଆଉ ଏହି ପଡକାଷ୍ଟରେ ମୋଦୀ ଭାରତ-ପାକିସ୍ତାନ ଟିମ ଭିତରୁ କେଉଁ ଟିମ ଭଲ, ତାର…