ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ – ନବୀନ ପଟ୍ଟନାୟକ

ରାଜଧାନୀ ଭୁବନେଶ୍ଵରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ସରକାରକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଅପରାଧ ରୋକିବା ଦିଗ​‌ରେ ସରକାରଙ୍କ ବିଫଳତାକୁ ଦର୍ଶାଇଛନ୍ତି। ନବୀନ ଲେଖିଛନ୍ତି, ଭୁବନେଶ୍ଵରର ଛାତି ଉପରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୋର୍ଡାନ ଗସ୍ତ ଶେଷ , ଇଥିଓପିଆ ରାଜଧାନୀ ଆଦିସ୍ ଆବାବାରେ ପହଞ୍ଚିଛନ୍ତି ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନ ଗସ୍ତ ଶେଷ କରି ଇଥିଓପିଆ ରାଜଧାନୀ ଆଦିସ୍ ଆବାବା ପହଞ୍ଚିଛନ୍ତି । ରାଜଧାନୀ ଆଦିସ ଆବାବାର ବିମାନବନ୍ଦରରେ ଇଥିଓପିଆ ପ୍ରଧାନମନ୍ତ୍ରୀ ଓବି ଅହମ୍ମଦ ଅଲି ଆଲିଙ୍ଗନ କରି ପ୍ରଧାମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଅବି ଅହମ୍ମଦ ଅଲି…

ଗ୍ରାହକଙ୍କ ପାଇଁ ଲଞ୍ଚ ହେଲା Oppo Reno 15c , ଜାଣନ୍ତୁ ଏହାର ମୂଲ୍ୟ

ଗ୍ରାହକଙ୍କ ପାଇଁ ଲଞ୍ଚ କରାଯାଇଛି Oppo Reno 15c । ଫିଚର ବିଷୟରେ କହିବାକୁ ଗଲେ ଏହି ଫୋନରେ ସ୍ନାପଡ୍ରାଗନ୍ ପ୍ରୋସେସର, ୧୨ ଜିବି ରାମ୍, ୫୧୨ ଜିବି ଷ୍ଟୋରେଜ୍, ୧୨୦ ହର୍ଜ ରିଫ୍ରେସ୍ ରେଟ୍ ଏବଂ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି । ସେଲଫି ଲଭର୍ସଙ୍କ ପାଇଁ ଏହି ଓପୋ ସ୍ମାର୍ଟଫୋନରେ…

ସ୍ୱାମୀଙ୍କଠାରୁ ୧୦୦ କୋଟି ଟଙ୍କା କ୍ଷତିପୂରଣ ଏବଂ ଭରଣପୋଷଣ ଦାବି କଲେ ଅଭିନେତ୍ରୀ ସେଲିନା ଜେଟଲୀ

ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟଲୀ ଗତ କିଛି ଦିନ ଧରି ଖବରରେ ଅଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନରେ କିଛି ଠିକ୍ ଚାଲିନାହିଁ। ସେଲିନାଙ୍କୁ ନେଇ ସୋସିଆଲ ମିଡିଆରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ବ୍ୟାପକ ଆଲୋଚନା ହେଉଛି। ସେଲିନା ତାଙ୍କ ସ୍ୱାମୀ ପିଟର ହାଗଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ…

ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି

ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସ ତଥ୍ୟରୁ ଏହା ଜଣାପଡ଼ିଛି। ଗତ ଅକ୍ଟୋବର  ବେକାରି ହାର ୫.୨ ପ୍ରତିଶତ ଥିଲା। ଗତ ଏପ୍ରିଲ୍ ପରେ ଦେଶରେ ବେକାରି ହାର ସର୍ବନିମ୍ନ ସ୍ତରକୁ ଖସିଛି।…

ଏସାଇଆର ଅନୁଯାୟୀ ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ତାଲିକା ପ୍ରକାଶ କରିଛି ନିର୍ବାଚନ ଆୟୋଗ

ଏସାଇଆର ଅନୁଯାୟୀ ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ତାଲିକା ପ୍ରକାଶ କରିଛନ୍ତି ନିର୍ବାଚନ ଆୟୋଗ । ଏପରିକି ଏହି ତାଲିକାରେ ୨୦୨୫ରେ ଭୋଟର ହୋଇଥିବା କିଛି ବ୍ୟକ୍ତି ଅଛନ୍ତି । ପଶ୍ଚିମ ବଙ୍ଗରେ ଆସନ୍ତା ବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ…

ବିଜୟ ଦିବସ: ଡିସେମ୍ବର ୧୬, ୧୯୭୧ର ଗୌରବ ଓ ବଳିଦାନର କାହାଣୀ

ବିଜୟ ଦିବସ: ଡିସେମ୍ବର ୧୬, ୧୯୭୧ର ଗୌରବ ଓ ବଳିଦାନର କାହାଣୀକୁ ମନେ ପକାଏ  । ଡିସେମ୍ବର ୧୬, ୧୯୭୧ ଭାରତୀୟ ସେନାର ଅଦମ୍ୟ ସାହସ, ରଣନୀତି ଏବଂ ବୀରତ୍ୱର ଐତିହାସିକ ପ୍ରମାଣ। ଏହି ଦିନଟି ଭାରତ-ପାକିସ୍ତାନ ଯୁଦ୍ଧର ସମାପ୍ତି ଏବଂ ଏକ ସ୍ୱତନ୍ତ୍ର ରାଷ୍ଟ୍ର ବାଂଲାଦେଶର ଜନ୍ମକୁ ସ୍ମୃତିଚାରଣ…

ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଆଗତ କରିଛନ୍ତି। ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି ପ୍ରଭାବଶାଳୀ ସମନ୍ୱୟ ଏବଂ ମାନଦଣ୍ଡ ନିର୍ଦ୍ଧାରଣ ମାଧ୍ୟମରେ ଭାରତର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଉତ୍କର୍ଷତା ହାସଲ କରିବାକୁ…

ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ ନୀତି

ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଅର୍ଥାତ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ।…

ଶରୀରର ମେଟାବୋଲିଜିମ୍ ବୃଦ୍ଧି କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ପାନମହୁରୀ

ଆପଣଙ୍କ ପେଟ ବଢିଯାଇଛି କି, ଚର୍ବି ଜମା ହୋଇ ରହିଛି କି ? ଆଉ ଆପଣ ଏଥିପାଇଁ ଚିନ୍ତିତ କି ? ଯଦି ହଁ, ଆପଣଙ୍କ ରୋଷେଇ ଘରେ ଅଛି ଏହାର ସମାଧାନ ,  ଆପଣ କ’ଣ ରୋଷେଇ ଘରେ ରଖାଯାଇଥିବା ପାନମହୁରିକୁ କେବଳ ମାଉଥ ଫ୍ରେଶନର ଭାବରେ ସେବନ କରନ୍ତି ? ଯଦି ହଁ  ତେବେ ଆପଣଙ୍କ ସୂଚନା ପାଇଁ ଆମେ…