ମ୍ୟାମାରରେ ଜାରି ରହିଛି ମୃତ୍ୟୁର ତାଣ୍ଡବ – ବର୍ତ୍ତମାନ ସୁଦ୍ଧା ୧୭୦୦ ଜଣଙ୍କ ମୃତଦେହ ଉଦ୍ଧାର

ମ୍ୟାମାରରେ ଜାରି ରହିଛି ମୃତ୍ୟୁର ତାଣ୍ଡବ । ଆଜି ବି ବାହାରୁଛି ଭଗ୍ନାବଶେଷ ତଳୁ ମୃତଦହ । ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୭୦୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩୪୦୦ ଜଣ ଆହତ ଅଛନ୍ତି । ଏବଂ ୩୦୦ର ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି । ଯେଉଁମାନଙ୍କୁ ଖୋଜା ଚାଲିଛି ।…

ହିମାଚଳପ୍ରଦେଶ କୁଲୁ ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ, 6 ମୃତ 10 ରୁ ଅଧିକ ଆହତ

ହିମାଚଳପ୍ରଦେଶ କୁଲୁ ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ । ମଣିକର୍ଣ୍ଣ ଗୁରୁଦ୍ବାର ନିକଟରେ ମାଟି ଧସିଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ମାଟି ଧସିବା ପରେ ଗଛ ଉପୁଡ଼ି ପଡ଼ିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକମାନଙ୍କ ପରିଚୟ ଜଣାପଡ଼ି…

ସାରା ଦେଶରେ ସଲମାନଙ୍କ ଘଣ୍ଟା ଚର୍ଚ୍ଚାର ବିଷୟ ପାଲଟିଛି , ଜାଣନ୍ତୂ ଏହାର କାରଣ

ଇଦ୍ ଅବସରରେ ବଲିଉଡ଼ ଅଭିନେତା ସଲମାନ ଖାନ ତାଙ୍କ ନୂଆ ଫିଲ୍ମ ‘ସିକନ୍ଦର’କୁ ନେଇ ଚର୍ଚ୍ଚାରେ। ଚଳଚ୍ଚିତ୍ର ମୁକ୍ତିଲାଭ ସହିତ ସଲମାନ ଖାନ ପୁଣି ଥରେ ବିବାଦରେ ଫସିଛନ୍ତି। ଏଥର ବିବାଦର କାରଣ ସାଜିଛି ସଲମାନଙ୍କ ହାତର ଘଣ୍ଟା। ସାରା ଦେଶରେ ସଲମାନଙ୍କ ଘଣ୍ଟା ଚର୍ଚ୍ଚାର ବିଷୟ ପାଲଟିଛି। କେବଳ…

‘ଟେସ୍‌ଲା ଜଳାଅ, ଗଣତନ୍ତ୍ର ବଞ୍ଚାଅ’ ,ମସ୍କଙ୍କ ବିରୋଧରେ ବିକ୍ଷୋଭ

ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରେ ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ପ୍ରଭାବକୁ ନେଇ ଦେଶବାସୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏକ ବଡ଼ ଆନ୍ଦୋଳନର ରୂପ ନେଇଛି। ପ୍ରଥମ ଥର ପାଇଁ ମସ୍କଙ୍କୁ ବିରୋଧ କରି ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମସ୍କଙ୍କ…

ଦନ୍ତେୱାଡାରେ ବଡ଼ ଧରଣର ଏନକାଉଣ୍ଟର ଜାରି, ଏକାଧିକ ମାଓବାଦୀଙ୍କ ମୃତ୍ୟୁ

ନିପାତ ହେଉଛନ୍ତି ମାଓବାଦୀ । ପୁଣି ଛତିଶଗଡ ଦାନ୍ତେୱାଡାରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ମହିଳା  ମାଓବାଦୀ  ମୃତ । ଦାନ୍ତେୱାଡା  ଓ ବିଜାପୁର ସୀମାରେ ଗୁଳିବିନିମୟ ଜାରି  । ଇନ୍‌ସାସ୍‌ ରାଇଫଲ ସମେତ ବିପୁଳ ମାରଣାସ୍ତ୍ର ଜବତ । ଗତକାଲି  ଛତିଶଗଡ ଦାନ୍ତେୱାଡା ରେ ଯବାନଙ୍କ…

ଆଜି ଶ୍ରୀଜୀଉମାନଙ୍କର ଖସାପଡ଼ା ନୀତି ଅନୁଷ୍ଠିତ ହେବ

ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଜୀଉମାନଙ୍କର ଖସାପଡ଼ା ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ଅପରାହ୍ଣ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା…

ଆଜିଠୁ ରାଜ୍ୟରେ ୨ରୁ ୩ ଡିଗ୍ରୀ କମିବ ତାପମାତ୍ରା

ଆଜିଠୁ ରାଜ୍ୟରେ କମିବ ତାତି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ନେଇ ସୂଚନା ମିଳିଛି। ରବିବାର ୮ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୧.୮ ଡିଗ୍ରୀ ସହ  ବୌଦ୍ଧ…

ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍‌ସ

ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍‌ସ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି। ରବିବାର ରାତି‌ର ରୋମାଞ୍ଚକ ମୁକାବିଲାରେ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗ୍ସକୁ ୬ ରନ୍‌ରେ ପରାସ୍ତ କରି ପଏଣ୍ଟ୍ ଖାତା ଖୋଲିଛି। ରାଜସ୍ଥାନ ଦେଇଥିବା ୧୮୩ ରନ୍‌ର ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ପାରୁ…

ଆସନ୍ତୁ ଜାଣିବା ନବରାତ୍ରୀରୁ କେଉଁ ରାଶିର ବ୍ୟକ୍ତିଙ୍କ ଭଲ ଦିନ ଆସିବାକୁ ଯାଉଛି

ଚୈତ୍ର  ନବରାତ୍ରୀ ମା’ ଦୁର୍ଗାଙ୍କର ନଅଟି ଭିନ୍ନ ଭିନ୍ନ ରୂପକୁ ସମର୍ପିତ ହୋଇଥାଏ।  ତେଣୁ ମା’ ହାତୀ ବାହାନରେ ଆସିବେ। ଶାସ୍ତ୍ରରେ ଦେବୀଙ୍କ ହାତୀ ପାଲିଙ୍କିକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହା ସହିତ ନବରାତ୍ରୀରେ ଅମୃତ ସିଦ୍ଧି ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ରହିଛି, ଯେଉଁ…

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ପୂର୍ବତଟ ରେଲୱେ ପକ୍ଷରୁ ସହାୟତା ଘୋଷଣା କରାଯାଇଛି। ଜଣେ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ସେହିପରି ଜଣେ ଗୁରୁତର ଆହତଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଏବଂ ୨ଜଣ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଦିଆଯିବ ବୋଲି…