ନୂଆ ଓଡ଼ିଆ ସିନେମା ‘ଛି ଛି ଛିରେ ନନୀ ଛି ଛି’ ରେ ଶୈଳେନ୍ଦ୍ର-ଶିବାନୀଙ୍କ ଯୋଡ଼ି ଦେଖିବାକୁ ପାଇବେ ଦର୍ଶକ
‘ଛି ଛି ଛିରେ ନନୀ ଛି ଛି’- କିଛିଦିନ ତଳେ ଏହି ମୁଖୁଡ଼ା ଥିବା ଗୀତଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ଏବେ ସମାନ ଶବ୍ଦକୁ ଶୀର୍ଷକ ଭାବେ ନେଇ ପ୍ରସ୍ତୁତ ହେଉଛି ନୂଆ ଓଡ଼ିଆ ସିନେମା ‘ଛି ଛି ଛିରେ ନନୀ ଛି ଛି’। ଏହି ଛବିରେ ନାୟକ-ନାୟିକା ଭାବେ ଅଭିନୟ କରୁଛନ୍ତି ଶୈଳେନ୍ଦ୍ର…