ଖସିଲା ସୁନା ଦର
ଗତକାଲି ରାଜ୍ୟରେ ଐତିହାସିକ ଏକ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରି ଇତିହାସ ରଚିଥିବା ସୁନା ଦରରେ ବୁଧବାର ବଡ଼ ଧରଣର ହ୍ରାସ ହୋଇଛି। ଗୋଟିଏ ଦିନରେ ୨୪ କ୍ୟାରେଟ ସୁନା ଦାମ୍ ୩୦୦୦ ଟଙ୍କା କମ୍ ହେବାରୁ ତାହାର ମୂଲ୍ୟ ୯୮,୩୫୦ ଟଙ୍କାକୁ ହ୍ରାସ ପାଇଛି। ସେହିପରି, ୨୨ କ୍ୟାରେଟ୍ ସୁନା ଦର ୨୭୫୦…