ମନୋଜ କୁମାର ପରିଡ଼ା ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର

ମନୋଜ କୁମାର ପରିଡ଼ା ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ଆଜି ମୁଖ୍ୟ ସୂଚନା ଆୟୁକ୍ତ ଭାବେ ପୂର୍ବତନ IAS ଅଧିକାରୀ ମନୋଜ କୁମାର ପରିଡ଼ା ରାଜଭବନ ଠାରେ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ମନୋଜ ପରିଡାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…

ମେ’ ମାସ ପହିଲାରୁ ରାଜ୍ୟର ୨୦ଟି ଜିଲ୍ଲାରେ ଚାଷୀମାନଙ୍କଠାରୁ ଧାନ କିଣିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ

ଚଳିତ ରବି ଋତୁରେ ଆସନ୍ତା ମେ’ ମାସ ପହିଲାରୁ ରାଜ୍ୟର ୨୦ଟି ଜିଲ୍ଲାରେ ଚାଷୀମାନଙ୍କଠାରୁ ଧାନ କିଣିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅୟୁଜିତ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି…

ଆତଙ୍କୀର ଘର ଉଡ଼ାଇଲେ ଯବାନ

ପହଲଗାମ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ସନ୍ଦିଗ୍ଧ ସମେତ ଦୁଇ ଜଣ ଲସ୍କର-ଏ-ତୈବା  ଆତଙ୍କବାଦୀଙ୍କ ଘରରେ ଗଚ୍ଛିତ ଥିବା ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ହେବା ଫଳରେ ସେମାନଙ୍କ ଘର ଜଳିପୋଡ଼ି ନଷ୍ଟ ହୋଇଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଗୁରୁବାର ଏବଂ ଶୁକ୍ରବାର ମଧ୍ୟବର୍ତ୍ତୀ ରାତିରେ ଏହି…

ଆସନ୍ତା ୨୭ ତାରିଖରୁ ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଅସହ୍ୟ ଗରମ ଓ ତାତିରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ପଶ୍ଚିମ, ଆଭ୍ୟନ୍ତରୀଣ ଓଡିଶାରେ ଆକାଶରୁ ନିଆଁ ବର୍ଷା ହେବା ଭଳି ଅନୁଭବ ହେଉଛି। ଆହୁରି ୨ ଦିନ ଏଭଳି ଅସହ୍ୟ ତାତି ଅନୁଭବ ହେବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୭ ତାରିଖରୁ ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା…

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ

ଆଜି ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଦ୍ର ଏବଂ ମା' ସୁଭଦ୍ରାଙ୍କ ବଡ଼ ମହାସ୍ନାନ କରାଯାଇଛି। ଜଣେ ଭକ୍ତ ବାନ୍ତି କରିବାରୁ ଏହି ବଡ଼ ମହାସ୍ନାନ କରାଯାଇଛି। ସୂଚନା ମୁତାବକ ସକାଳ ପ୍ରାୟ ସାଢେ ୮ଟା ସମୟରେ ଭିତର ଦର୍ଶନ ଚାଲିଥିବାବେଳେ ଭକ୍ତ ଜଣ…

ଯୁକ୍ତରାଷ୍ଟ୍ର ଭାରତ ସହିତ ଠିଆ ହୋଇଛି ଏବଂ ସମସ୍ତ ଆତଙ୍କବାଦ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛୁ –…

ଜମ୍ମୁ-କଶ୍ମୀରର ପହଲଗା‌ମ୍‌ରେ ହୋଇଥିବା ଆତଙ୍କବାଦ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଆମେରିକା। ଯୁକ୍ତରାଷ୍ଟ୍ର ଭାରତ ସହିତ ଠିଆ ହୋଇଛି ଏବଂ ସମସ୍ତ ଆତଙ୍କବାଦ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛି ବୋଲି ଆମେରିକା କହିଛି। ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟ ମୁଖପାତ୍ର ଟାମି ବ୍ରୁସ ଗୁରୁବାର…

ଗତ ୭୮ ବର୍ଷ ମଧ୍ୟରେ ଗୋଟିଏ ମିଲିମିଟର ଭୂମି ମଧ୍ୟ ସ୍ଥାନାନ୍ତରିତ ହୋଇନାହିଁ – ସୁନୀଲ ଗାଭାସ୍କର

ଜମ୍ମୁ-କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ସାରା ଦେଶରେ ପାକିସ୍ତାନ ବିରୋଧରେ କ୍ରୋଧ ରହିଛି। ଏହି କ୍ରୋଧର ପ୍ରଭାବ କ୍ରିକେଟ ଜଗତରେ ମଧ୍ୟ ଦେଖିବାକୁ ମିଳୁଛି। ଏହି କାପୁରୁଷ ଆତଙ୍କବାଦୀ ଆକ୍ରମଣକୁ ଅନେକ କ୍ରିକେଟର ପୂର୍ବରୁ ନିନ୍ଦା କରିସାରିଛନ୍ତି। ଏବେ…

ଓଡ଼ିଶା ଛାଡ଼ିବାକୁ 12 ଜଣ ପାକିସ୍ତାନୀ ନାଗରିକଙ୍କୁ ନୋଟିସ

ଓଡ଼ିଶାରେ ଆଉ ପାକିସ୍ତାନୀ ନାଗରିକ ରହିପାରିବେ ନାହିଁ। ସେମାନଙ୍କୁ ରାଜ୍ୟର ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୀର୍ଘକାଳୀନ ଭିସା ବଳରେ ଭାରତର ବିଭିନ୍ନ…

ପହଲଗାମ ଆତଙ୍କବାଦୀ ଆକ୍ରମଣ : ପାକିସ୍ତାନୀ ଅଭିନେତା ଫୱାଦଙ୍କ ଶୋକପ୍ରକାଶ ସତ୍ତ୍ବେ ତାଙ୍କ ଫିଲ୍ମର ଗୀତକୁ ୟୁଟ୍ୟୁବରୁ…

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନୀ ଅଭିନେତା ଫୱାଦ ଖାନ ଦୃଢ଼ ଭାବେ ନିନ୍ଦା କରିଥିଲେ। ଫୱାଦ ଖାନ ଇନଷ୍ଟାଗ୍ରାମରେ ଶୋକ ପ୍ରକାଶ କରି ଲେଖିଥିଲେ ଯେ, 'ପହଲଗାମରେ ହୋଇଥିବା ଏହି ଜଘନ୍ୟ ଆକ୍ରମଣର ଖବର ଶୁଣି ଗଭୀର ଦୁଃଖିତ। ଆମର ପ୍ରାର୍ଥନା ପୀଡିତ ଏବଂ…

ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଅନିଶ୍ଚିତତାର ପ୍ରଭାବ ନିବେଶକଙ୍କ ଉପରେ ପଡ଼ିଛି , 900 ପଏଣ୍ଟ ଖସିଲା ସେନସେକ୍ସ

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଅନିଶ୍ଚିତତାର ପ୍ରଭାବ ନିବେଶକଙ୍କ ଉପରେ ପଡ଼ିଛି। ଶୁକ୍ରବାର ଦିନ ଭାରତୀୟ ସେୟାର୍‌ ବଜାରରେ ପଏଣ୍ଟ ହ୍ରାସ ଘଟିଥିବା ସୂଚନା ରହିଛି। ସକାଳ ୧୧ଟା ସୁଦ୍ଧା ଏସ୍‌ ଆଣ୍ଡ୍‌ ପି …