ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର 6 ଟି ବୈଠକରେ ବଡ଼ ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ସରକାରୀ ଯୋଜନାର ବଜେଟ୍ ବଢ଼ାଇବାଠୁ ଆରମ୍ଭ କରି ଭାରତୀୟ ରେଳର ଅନେକ ପ୍ରକଳ୍ପକୁ ମୋଦୀ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏହାସହ ଏହି ବୈଠକରେ ଅନେକ ବଡ଼ ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଖାସ୍ କରି…

10 ମିନିଟରେ 3 ଲକ୍ଷ କୋଟି ହରାଇଲେ ନିବେଶକ

ଭାରତର ରପ୍ତାନି ଉପରେ ୨୫% ଟାରିଫ୍‌ ଲାଗୁ କରିନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ। ଆମେରିକାର ଘୋଷଣା ଗୁରୁବାର ସକାଳେ ଭାରତୀୟ ସେୟାର ବଜାର ଉପରେ ଗଭୀର ପ୍ରଭାବ ପକାଇଛି। କାରବାର ଆରମ୍ଭରୁ ସେନସେକ୍ସ ୮୦୦ ପଏଣ୍ଟ ହ୍ରାସ ପାଇଥିଲା। ନିଫ୍ଟି ୫୦ ମଧ୍ୟ ୨୪,୬୫୦ ତଳକୁ ଖସିଯାଇଥିଲା,…

ଆସନ୍ତା କାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

କୁମ୍ଭୀର ପ୍ରଜନନ ପାଇଁ ତିନି ମାସ ବନ୍ଦ ରହିବା ପରେ, ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ଶୁକ୍ରବାର ଅଗଷ୍ଟ ୧ଠାରୁ ପର୍ଯ୍ୟଟକଙ୍କ ପାଇଁ  ଖୋଲିବାକୁ ଯାଉଛି।ରିପୋର୍ଟ ଅନୁଯାୟୀ, କୁମ୍ଭୀର ପ୍ରଜନନରେ କୌଣସି ବାଧାରେ ଯେଭଳି ସୃଷ୍ଟି ନହେବ ସେଥିପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ’ ୧ ରୁ…

ଚୀନରେ ବନ୍ୟା 30 ମୃତ

ପ୍ରବଳ ବର୍ଷା ଜନିତ ବନ୍ୟା ଓ ମାଟି ଅତଡା ଧସି ଚୀନରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ସୋମବାର ରାତିରେ ଉତ୍ତର-ପୂର୍ବ ବେଜିଂର ପାର୍ବତ୍ୟାଞ୍ଚଳ ମିୟୁନରେ ଏହି ବର୍ଷା ବିତ୍ପାତ ହୋଇଛି। ଏହି ଅଞ୍ଚଳରେ ୨୧ ଇଞ୍ଚର ବର୍ଷା ହୋଇଛି। ମଙ୍ଗଳବାର ପର୍ଯ୍ୟନ୍ତ ବର୍ଷା…

ଆଜିର ରାଶିଫଳ

ମେଷ: ପରମ ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ବିବିଧ ସ୍ତରରୁ ଧନାଗମ ହୋଇପାରେ। ବୃଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ସ୍ବାଦିଷ୍ଟ ଭୋଜନରେ ଆପ୍ୟାୟିତ ହେବେ। ଉପହାର ପ୍ରାପ୍ତିର…

ନ୍ୟୁୟର୍କରେ ଆଖିବୁଜା ଗୁଳିମାଡ଼ ,୫ ମୃତ

ଆମେରିକାର ନ୍ୟୁୟର୍କ ସହରର ମିଡଟାଉନ୍ ମାନହାଟନ୍‌ରେ ମଙ୍ଗଳବାର ଏକ ଭୟଙ୍କର ଗୁଳିମାଡ଼ ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଫିସର ଏବଂ ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକ ମଧ୍ୟ ଅଛନ୍ତି। ସୂଚନା ଅନୁଯାୟୀ, ଏହି ନିର୍ମମ ହତ୍ୟାକାଣ୍ଡ ମିଡଟାଉନ୍ ମାନହାଟନ୍‌ର…

ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି , ସନ୍ଧ୍ୟା ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ

ବୁଧବାର ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥି​‌ରେ ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ଵିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଏକ…

ଆର୍ଟିକ୍ ମହାସାଗର ଉପରେ ୪୨ କିଲୋମିଟର ଯାତ୍ରା କରି ଇତିହାସ ରଚିଲେ ରାମଗୋପାଳ କୋଠାରୀ

୯୦ ଡିଗ୍ରି ଉତ୍ତରରେ ବରଫାୟିତ ଆର୍ଟିକ୍ ମହାସାଗର ଉପରେ ୪୨ କିଲୋମିଟର ଯାତ୍ରା କରି ଇତିହାସ ରଚିଛନ୍ତି ପଶ୍ଚିମବଙ୍ଗ ବଡ଼ବଜାର-ବାସିନ୍ଦା ରାମଗୋପାଳ କୋଠାରୀ। ସେ ଭୌଗୋଳିକ ଉତ୍ତର ମେରୁରେ ନିଜର ପ୍ରଥମ ପୂର୍ଣ୍ଣ ମାରାଥନରେ ଭାଗ ନେଇ ମାରାଥନ୍ ଶେଷ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି।…

୯ଦିନରେ ୩୦୦କୋଟି କ୍ଲବରେ ପ୍ରବେଶ କରିଛି ‘ସୈୟାରା’

'ସୈୟାରା' ଝଡ଼ରେ ଫିକା ପଡ଼ିଲେ ସୁପରଷ୍ଟାର। ରିଲିଜ୍ ହେଉ ହେଉ ଅନେକ ବଡ଼ ବଡ଼ ସୁପରଷ୍ଟାର ଓ ସେମାନଙ୍କ ଫିଲ୍ମକୁ ପଛରେ ପକାଇଲେ ବଲିଉଡ କଳାକାର ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡା। ନାମରେ ଖାନ୍ ବା କପୁର ନଥାଇ ବି ପ୍ରେକ୍ଷାୟଳକୁ ଭିଡ଼ ଆଣିବାରେ ସଫଳ ହେ‌ଲେ ଆହାନ। ଫିଲ୍ମଟି ଦେଖିବା ପରେ…

ଗୋପାଳପୁରରେ ସ୍ଥାପନ କରାଯିବାକୁ ଥିବା ଏଲ୍‌ଏନ୍‌ଜି ଟର୍ମିନାଲ୍ ପ୍ରକଳ୍ପକୁ କମ୍ପାନି ବୋର୍ଡର ଅନୁମୋଦନ ପ୍ରଦାନ

ରାଷ୍ଟ୍ରାୟତ୍ତ କମ୍ପାନି ପେଟ୍ରୋନେଟ୍ ଏଲ୍‌ଏନ୍‌ଜି ପକ୍ଷରୁ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ସ୍ଥାପନ କରାଯିବାକୁ ଥିବା ଏଲ୍‌ଏନ୍‌ଜି ଟର୍ମିନାଲ୍ ପ୍ରକଳ୍ପକୁ କମ୍ପାନି ବୋର୍ଡ ଅନୁମୋଦନ ପ୍ରଦାନ କରିଛି। କମ୍ପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗୋପାଳପୁର ଏଲ୍‌ଏନ୍‌ଜି ଟର୍ମିନାଲ୍…