୨୦ ହଜାର ମହିଳା ଘେରିବେ ବିଧାନସଭା

ରାଜ୍ୟରେ ପ୍ରତିଦିନ ନାରୀ ନିର୍ଯାତନା ବୃଦ୍ଧି ପାଉଛି। ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଗାମୀ ମୌସୁମୀ ଅଧିବେଶନରେ ୨୦ ହଜାର ମହିଳା ବିଧାନସଭା ଘେରିବେ ବୋଲି ପିସିସି ସଭାପତି ଭକ୍ତ ଦାସ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଶ୍ରୀ ଦାସ ନାରୀ ନିର୍ଯାତନା ସଂକ୍ରାନ୍ତରେ ଗଣମାଧ୍ୟମ…

ଆଜିର ରାଶିଫଳ

ବର୍ଷ ୨୦୨୫ର ଅଷ୍ଟମ ମାସ ଅଗଷ୍ଟ ମାସ ଆଜି ଠାରୁ ଆରମ୍ଭ ହୋଇଛି । ଜ୍ୟୋତିଷ ଦୃଷ୍ଟି କୋଣରୁ ଏହି ମାସ ଖୁବ୍‌ ଖାସ୍‌ । କାରଣ ଏହି ମାସରେ ଅନେକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ସହ ରାଜଯୋଗ ସୃଷ୍ଟି କରିବେ । ତେବେ ଜାଣନ୍ତୁ ଏହି ମାସରେ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ…

ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ରେଳ ମନ୍ତ୍ରଣାଳୟର ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏସବୁ ପ୍ରକଳ୍ପ ପାଇଁ ୧୧,୧୬୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ରେଳ ପ୍ରକଳ୍ପ ଗୁଡ଼ିକ…

ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି…

ରାଶିଫଳ: ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ

ମେଷ: ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଢ଼ିବ। ଘର ପାଇଁ ବିଳାସ ଉପକରଣ କିଣିବେ। କଥା କମ୍ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ସଂଯମ ଓ ଧୈର୍ଯ୍ୟର ସହ ପାଦ ଆଗକୁ ବଢ଼ାଇବେ। ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ ବୃଷ: ଆପଣଙ୍କ ବିନମ୍ର ସ୍ବଭାବର…

ପୁରୀ  ଶରଧାବାଲି ଦଳଚକଟା ଘଟଣା , ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର

ପୁରୀ  ଶରଧାବାଲି ଦଳଚକଟା ଘଟଣା ।  ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର ।  ପୁରୀ ଶରଧାବାଲି ଦଳାଚକଟା  ଘଟଣାରେ ତଦନ୍ତ ପରେ  ରିପୋର୍ଟ ପ୍ରଦାନ କଲେ ।  ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ  ଦେଲେ  ଅନୁ ଗର୍ଗ । ଶରଧା ବାଲି ଅଘଟଣ ପରେ ତଦନ୍ତ କରି ମାସକ ମଧ୍ୟରେ…

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ମେସି ଓ ରାଣୀ ମୁଖାର୍ଜୀ ମୁଖ୍ୟ ଦାବିଦାର ଭାବେ ଆଗରେ

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ମେସି ଓ ରାଣୀ ମୁଖାର୍ଜୀ ମୁଖ୍ୟ ଦାବିଦାର ଭାବେ ଆଗରେ ରହିଛନ୍ତି। ‘୧୨ଥ ଫେଲ’ରେ ବିକ୍ରାନ୍ତଙ୍କ ଅଭିନୟ ଓ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ରେ ରାଣୀଙ୍କ ଭୂମିକା ବର୍ଷର ଶ୍ରେଷ୍ଠ ଅଭିନୟ ମଧ୍ୟରୁ ଅନ୍ୟତମ ବୋଲି ପ୍ରଶଂସିତ ହୋଇଛି।…

କାଲି ଏହି 3 ଜିଲ୍ଲାରେ ପ୍ରବଳ ବର୍ଷିବ

ସାରା ରାଜ୍ୟରେ ଗୁରୁବାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ତେବେ ଶୁକ୍ରବାର ୩ ଜିଲା କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବର୍ଷା ଓ…

ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ

ରାଜ୍ୟରେ ସୁଭଦ୍ରା ସମୀକ୍ଷା ଜାରି ରହିଛି । ଆଜିକୁ ୧୨ ଦିନ  ହେବ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରେ ସମୀକ୍ଷା ହେଉଛି।  ଗତକାଲି ସୁଦ୍ଧା  ୭ ହଜାର ସୁଭଦ୍ରା ହିତାଧିକାରୀଙ୍କ  ମତାମତ  ସଂଗ୍ରହ ହୋଇସାରିଛି। ଏକ ମାସ ମଧ୍ୟରେ ୨୨ ହଜାର ସୁଭଦ୍ରାଙ୍କର  ମତାମତ ନେବାକୁ ଆମର ଟାର୍ଗେଟ ରହିଛି।…

ଓଭାଲ ଟେଷ୍ଟ , ଭାରତର ବ୍ୟାଟିଂ ଜାରି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲରେ ଆରମ୍ଭ ହୋଇଛି ଅନ୍ତିମ ଟେଷ୍ଟ। ଟସ ଜିତି ଘରୋଇ ଦଳ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଭାରତ ବ୍ୟାଟିଂ ଜାରି ରଖିଛି।  ପ୍ରଥମ ସେସନ ଖେଳ ଚାଲିଥିବାବେଳେ ଭାରତ ୧ ଉଇକେଟ ହରାଇ ୩୬ ରନ ସଂଗ୍ରହ କରିଛି। ଯଶସ୍ଵୀ ଜୟସଓ୍ବାଲ ୨ ରନ କରି ଆଉଟ ହୋଇଛନ୍ତି।…