ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣା : ଅଧିକ ପ୍ରମାଣ ପାଇଛି କ୍ରାଇମ ବ୍ରାଞ୍ଚ

ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାକୁ ନେଇ ଏବେ ଛନକା ପଶିଛି । ଗୋଟେ ପରେ ଗୋଟେ ଗିରଫ ସଂଖ୍ୟା ବଢ଼ିବା ପରେ କିଏ ସେ ମୁଖ୍ୟ କାର୍ପଟଦାର ତାକୁ ନେଇ ଚର୍ଚା ବଢ଼ୁଛି ।  କ୍ରାଇମ୍‌ବ୍ରାଞ୍ଚ ହାତରେ ଆହୁରି ଅଧିକ ପ୍ରମାଣ ଲାଗିଛି। ବର୍ଷ ବର୍ଷ ଧରି ଅଭିଯୋଗ ହେଉଥିଲା । ଏବେ ସତ୍ୟ ପଦାକୁ…

ରାଶିଫଳ : ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ମିଳିବ

ଅଦ୍ୟ ଅଗଷ୍ଟ ମାସ ୧୪ ତାରିଖ ୨୦୨୫ ମସିହା (ଗୁରୁବାର) ଶକାବ୍ଦ -୧୯୪୭ ସମ୍ବତ -୨୦୮୨ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-ସିଦ୍ଧାର୍ଥ ଭାଦ୍ରବ ମାସ- କୃଷ୍ଣପକ୍ଷ ତିଥି- ଷଷ୍ଠୀ ରାତ୍ରି ଘ୦୨/୦୮ ଗତେ ସପ୍ତମୀ ନକ୍ଷତ୍ର-ରେବତୀ ଦିବା ଘ୦୯/୪୨ ଗତେ ଅଶ୍ଵିନୀ ଚନ୍ଦ୍ର- ମୀନ ଦିବା ଘ୦୯/୪୨…

ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ-ଆମେରିକା ମଧ୍ୟରେ ଲାଗି ରହିଛି ତିକ୍ତତା । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରି ପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ମାସରେ ମୋଦୀ ଆମେରିକା ଗସ୍ତ କରି ପାରନ୍ତି । ପ୍ରଧାନମନ୍ତ୍ରୀଙ୍କ…

ସରିଲା କ୍ୟାବିନେଟ୍‌ ବୈଠକ,୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର

ସରିଲା କ୍ୟାବିନେଟ୍‌ ବୈଠକ , ହେଲା ବଡ଼ ଘୋଷଣା । ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସରିଲା ବୈଠକ । ଛଅଟି ବିଭାଗର ୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର । ସମବାୟ ବିଭାଗର ହେବ ମଡେଲ ମଣ୍ଡି । ପ୍ରଥମ ପ୍ରର୍ଯ୍ୟାୟରେ ୩୦୦ କୋଟି ବ୍ୟୟରେ ୩୮ଟି ମଣ୍ଡି ହେବ ।…

ୟୁଟ୍ୟୁବର ଅରମାନ ମାଲିକ ଏବଂ ତାଙ୍କ ଦୁଇ ପତ୍ନୀ ପାୟଲ ଓ କୃତିକା ସମନ ଜାରି କଲେ କୋର୍ଟ

ସଲମାନ ଖାନଙ୍କ ରିଆଲିଟି ସୋ’ 'ବିଗ୍ ବସ୍ ଓଟିଟି ୩'ରେ ନଜର ଆସିଥିବା ୟୁଟ୍ୟୁବର ଅରମାନ ମାଲିକ ଏବଂ ତାଙ୍କ ଦୁଇ ପତ୍ନୀ ପାୟଲ ଓ କୃତିକା ସୋସିଆଲ ମିଡିଆରେ ସେମାନଙ୍କ ଜୀବନଶୈଳୀକୁ ନେଇ ବେଶ ଚର୍ଚ୍ଚାର ଅଛନ୍ତି। ସମ୍ପ୍ରତି ଅରମାନ ମାଲିକ, ପାୟଲ ଓ କୃତିକାଙ୍କୁ ପଟିଆଲା…

ରାଜ୍ୟର ମୁଦ୍ରାସ୍ଫୀତି ହାର ବିଯୁକ୍ତ ସ୍ତରକୁ ହ୍ରାସ ପାଇଛି

ଦରଦାମ୍‌ ସ୍ଥିତିରେ ବ୍ୟାପକ ସୁଧାର ଘଟିଛି। ଗତ ଜୁଲାଇରେ ରାଜ୍ୟରେ ବିଭିନ୍ନ ଜିନିଷର ଦର ବଢ଼ିବା ପରିବର୍ତ୍ତେ କମ୍ ହୋଇଛି। ତାହାର ପ୍ରତିଫଳନ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରେ ଦେଖିବାକୁ ମିଳିଛି। ଅନେକ ଦିନ ପରେ ପ୍ରଥମ ଥର ପାଇଁ ରାଜ୍ୟର ମୁଦ୍ରାସ୍ଫୀତି ହାର ବିଯୁକ୍ତ ସ୍ତରକୁ ହ୍ରାସ ପାଇଛି।…

ନଭେମ୍ବର ୧୫ରୁ ଆରମ୍ଭ ହେବ ଇକୋ ରିଟ୍ରିଟ୍‌

ଚଳିତବର୍ଷ ନଭେମ୍ବର ୧୫ରୁ ଆରମ୍ଭ ହେବ ଇକୋ ରିଟ୍ରିଟ୍‌। ଏବେଠାରୁ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତି ସହିତ ଅନ୍‌ଲାଇନ ବୁକିଂ ଆରମ୍ଭ କରିଦେଲାଣି। ଚଳିତବର୍ଷ କୋଣାର୍କ, ଦାରିଙ୍ଗବାଡ଼ି, ହୀରାକୁଦ, ସାତକୋଶିଆ, ଭିତରକନିକା, ପାତିସୋନାପୁର ଏବଂ ପୁଟସିଲ୍‌ରେ ଇକୋ ରିଟ୍ରିଟ୍‌ କରାଯିବ। ୬ଟି ସ୍ଥାନରେ…

ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍‌ଆର୍‌ଟିସି ବସ୍‌ , ୧୫ ଆହତ

ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍‌ଆର୍‌ଟିସି ବସ୍‌।  ଅଳ୍ପକେ ବର୍ତ୍ତିଲେ ୪୯ ଯାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଆଖୁସିଙ୍ଗ ଦେଇ ଯାଉଥିବା ୩୨୬ ନଂ ଜାତୀୟ ରାଜପଥରେ। ଏକ ଯାତ୍ରୀବାହୀ ବସ୍  ପୁରୀ ରୁ କୋଟପାଡ଼ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ…

ଶ୍ରୀମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା

ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବଢ଼ୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ…

ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା

କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଗାମୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ । ଫଳରେ…