ହୀରାକୁଦର ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
ହୀରାକୁଦର ଜଳଭଣ୍ଡାରର ମୋଟ ୪ଟି ଗେଟ୍ ଖୋଲାଯାଇଛି। ଡ୍ୟାମର ବାମପଟର ୩ଟି ଏବଂ ଡାହାଣ ପଟର ଗୋଟିଏ ଗେଟ୍ ଖୋଲିଛି। ଉପର ମୁଣ୍ଡରୁ ଅଧିକ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଥିବାରୁ ଆଜି ପୁଣି ଖୋଲିଛି ହୀରାକୁଦ ଗେଟ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୦.୧୦ ଫୁଟରେ ପହଞ୍ଚିଛି। ଜଳଭଣ୍ଡାର…