ଓଲିଉଡ ପୁରସ୍କାର ମହୋତ୍ସବ, ଦୁବାଇରେ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ପହଞ୍ଚିଛନ୍ତି ଓଡ଼ିଆ କଳାକାର । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ…

ସ୍କୁଲ-କଲେଜ ବନ୍ଦ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିଶ୍ୱବ୍ୟାପୀ କରାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ସମସ୍ତ ପ୍ରକାରର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଏହି ଉତ୍ସବରେ ୧୧ ହଜାରରୁ ଅଧିକ ଭିଆଇପି ଯୋଗଦେବେ । ସମସ୍ତ ଅତିଥିମାନେ ଅଯୋଧ୍ୟାରେ ପହଞ୍ଚିବା ପରେ ସେମାନଙ୍କୁ ଖାସ୍ ଉପହାର ପ୍ରଦାନ କରଯିବା ନେଇ…

ନିଜକୁ ସମୟ ଦିଅନ୍ତୁ

ବ୍ୟସ୍ତବହୁଳ ଜୀବନରେ କର୍ମଜୀବୀ ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ଘର ଏବଂ ଅଫିସ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ସେମାନଙ୍କ ପାଇଁ ଏକ ଆହ୍ୱାନ ପାଲଟିଯାଇଛି । ଉଭୟ କ୍ଷେତ୍ରରେ ଦାୟିତ୍ୱ ସମ୍ଭାଳିବା ଚକ୍କରରେ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି ।…

ବାରିପଦାରେ ପହଞ୍ଚିଲା ସିମୁଳିଆ ବିଡିଓଙ୍କ ମୃତଦେହ

ବାରିପଦା: ବାରିପଦାରେ ପହଞ୍ଚିଲା ସିମୁଳିଆ ବିଡିଓଙ୍କ ମୃତଦେହ । ଗତକାଲି ସରକାରୀ ବାସଭବନରୁ ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିଥିଲେ ବିଡିଓ ।  ଦୁଇ ମାସ ତଳେ ବିଡିଓ ଭାବେ ବିଶ୍ୱରଂଜନ ମହାନ୍ତି ସିମୁଳିଆରେ…

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ‘କୃଷି ଓଡ଼ିଶା-୨୦୨୪’

ଭୁବନେଶ୍ବର:  ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ‘କୃଷି ଓଡ଼ିଶା-୨୦୨୪’ । ଭୁବନେଶ୍ବରରେ ହେବ ମହିଳାଙ୍କ ବିଶାଳ ସମାବେଶ । ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମାବେଶକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମିଲ ହେବେ ୫ ହଜାର ମହିଳା ଚାଷୀ, ୨ ହଜାର ଏସଏଚଜି ମହିଳା ଓ…

ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ

ଟିଟିଲାଗଡ଼: ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । କାମ ସାରି ଘରକୁ ଫେରୁଥିବାବେଳେ ମନ୍ତ୍ରୀଙ୍କ ଗାଡିକୁ ପିଟିଲା ପିକଅପ୍ ଭ୍ୟାନ । ଦୁର୍ଘଟଣାରେ ମନ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଗାଡିର ବ୍ୟାପକ କ୍ଷତି ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି…

Oppo ଲଞ୍ଚ କରିଛି ଟୋନ୍‌ କ୍ୟାମେରା

ଭାରତୀୟ ବଜାରରେ Oppo ତାର ଦବଦବା ଜାହିର କରିଛି । ବଜେଟ ଫୋନ୍‌ ମାଧ୍ୟମରେ ୟୁଜର୍ସଙ୍କ ପ୍ରିୟ ପାଲଟିଛି ଏହି ମୋବାଇଲ କମ୍ପାନୀ ।5G ସ୍ମାର୍ଟଫୋନ୍‌ କ୍ଷେତ୍ରରେ ଏକ ଦମଦାର ହ୍ୟାଣ୍ଡ୍‌ସେଟ୍‌ ଲଞ୍ଚ କରିଛି Oppo । ଏହାର କ୍ୟାମେରା ଆଗରେ କୌଣସି DSLR କ୍ୟାମେରା କାମ କରିବନି ।Oppo Find X7…

ଆଜିର ରାଶିଫଳ

ମେଷ: ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ ଅସମ୍ପୂର୍ଣ୍ଣ କାମକୁ ତ୍ୱରାନ୍ୱିତ କରି ଶେଷ କରିବା ସହିତ ସମ୍ମାନିତ ହେବେ। ପରିବାର ମଧ୍ୟରେ ଦେଖା ଦେଇଥିବା ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ । ଶିଳ୍ପ ବାଣିଜ୍ୟ ବ୍ୟବସାୟରେ ଆଶାନୁରୂପ ସଫଳତା ହାସଲ କରିବେ…

ମେଟ୍ରୋ ଇନ୍ ଡିନୋ’ର ନୂତନ ରିଲିଜ୍ ତାରିଖ

ନିର୍ଦେଶକ ଅନୁରାଗ ବସୁଙ୍କ ନୂଆ ସିନେମା ‘ମେଟ୍ରୋ ଇନ୍ ଡିନୋ’ର ନୂତନ ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧୩ ତାରିଖରେ ପ୍ରେକ୍ଷାଳୟକୁ ଆସିବ। ଏହା ପୂର୍ବରୁ ମାର୍ଚ୍ଚ ୨୯ ତାରିଖରେ ଦିନ ମୁକ୍ତିଲାଭ କରିବା ନେଇ ସ୍ଥିର ହୋଇଥିଲା।ଏହି ଚଳଚ୍ଚିତ୍ରଟି ଆଧୁନିକ ଯୁଗଳ…

ମାନ୍ୟତା ହରାଇଛି ଆପଲ୍‌

ବିଶ୍ବର ସବୁଠୁ ମୂଲ୍ୟବାନ କଂପାନିର ମାନ୍ୟତା ହରାଇଛି ଆପଲ୍‌। ବିଲ୍‌ ଗେଟ୍‌ସଙ୍କ କମ୍ପାନି ମାଇକ୍ରୋସଫ୍ଟକୁ ସେହି ମାନ୍ୟତା ମିଳିଛି। ଆଇଫୋନ୍ ନିର୍ମାଣ କରୁଥିବା ଆପଲ୍‌ ଦୀର୍ଘଦିନ ପର୍ଯ୍ୟନ୍ତ ନିଜ ପାଖରେ ସେହି ମାନ୍ୟତା ରଖିଥିଲା। ମାଇକ୍ରୋସଫ୍ଟର ମୂଲ୍ୟ ୨.୮୭୫ ଲକ୍ଷ କୋଟି ଡଲାରକୁ…