ସୋନପୁର-ପୁରୀ ଏକ୍ସପ୍ରେସ ନିୟମିତ ପ୍ରାରମ୍ଭିକ ଚଳାଚଳ କଲା

ପୁରୀ-ସୋନପୁର ଏକ୍ସପ୍ରେସ ପୁରୀ ଷ୍ଟେସନ ଠାରୁ ପ୍ରତି ଗୁରୁବାର ଦିନ ଏବଂ ସୋନପୁର ଠାରୁ ପ୍ରତି ଶୁକ୍ରବାର ଦିନ ଯାତ୍ରା କରିବ | ଏହି ଟ୍ରେନ୍ ଗୁରୁବାର ଦିନ ସନ୍ଧ୍ୟା 7.35 ରେ ପୁରୀ ଛାଡି ସୋନପୁରରେ ଶୁକ୍ରବାର ଦିନ ସକାଳ 5.30 ରେ ପହଞ୍ଚିବ | ଫେରିବା ମାର୍ଗରେ ଏହି ଟ୍ରେନ ସୋନପୁର ଠାରୁ…

 ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ମାସ ୧୦ ତାରିଖ ୨୦୨୪ ମସିହା(ଶନିବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ମାଘମାସ- କୃଷ୍ଣପକ୍ଷ ତିଥି- ପ୍ରତିପଦ ରାତ୍ରି  ଘ୦୧/୧୫ ପର୍ଯ୍ୟନ୍ତ  ତଦନ୍ତେ ଦ୍ଵିତୀୟା ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୦୮/୩୨…

କିଭଳି ସୁସ୍ଥ ରଖିବେ ନିଜ ହୃଦୟ ?

ସବୁ ଲୋକଙ୍କୁ ଜାଣିବା ଦରକାର ଯେ ହୃଦୟ ଜନିତ କୌଣସି ରୋଗ ପାଇଁ ବିଶେଷ ଭାବେ ଆପଣଙ୍କ ଖାଦ୍ୟା ପାନୀୟ ସହ ବଦଳୁଥିବା ଜୀବନଶୈଳୀ ମୁଖ୍ୟତ ଦାୟୀ । ଏଥିପାଇଁ ଡାକ୍ତରମାନେ ଆପଣଙ୍କୁ ବାରମ୍ବାର ଶୁଦ୍ଧ ଖାଦ୍ୟ ଓ ବ୍ୟାୟମ ଉପରେ ଉପଦେଶ ଦେଇଥାନ୍ତି । ହେଲେ ବ୍ୟସ୍ଥ ବହୁଳ ଜୀବନ ଭିତରେ ଆମେ ଏସବୁ ପାଳନ…

ସରିଲା ବିଧାନସଭା

ଦୁଇଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ବିଧାନସଭା । ଷୋଡଶ ବିଧାନସଭାର ଶେଷ ଅଧିବେଶନ । ମୋଟ ୫ ଦିନ ଚାଲିଲା ଗୃହକାର୍ଯ୍ୟ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି କଲେ ବାଚସ୍ପତି ।  ପଞ୍ଚମ ପାଳି ସରକାରରେ ବିଧାନସଭାର ଶେଷ ଅଧିବେଶନ ବି ପୁରା ଚାଲି ପାରିଲାନି । ଷୋଡ଼ଶ ବିଧାନସଭାର…

​​​​​​​ତିନି ଜଣଙ୍କୁ ମିଳିବ ଭାରତ ରତ୍ନ !

ତିନି ଜଣଙ୍କୁ ମିଳି ଭାରତ ରତ୍ନ। ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର। ପୂର୍ବ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓଙ୍କୁ ଭାରତ ରତ୍ନ।ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ । ସେହିପରି ଡାକ୍ତର ଏମ.ଏସ ସ୍ୱାମୀନାଥଙ୍କୁ ମିଳିବ ଭାରତ ରତ୍ନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ ଏହା…

ପାକିସ୍ତାନରେ ନିର୍ବାଚନକୁ ନେଇ ଆମେରିକାର ପ୍ରଶ୍ନ

ପାକିସ୍ତାନରେ ନିର୍ବାଚନକୁ ନେଇ ଅ।।ମେରିକା ଏବେ ପ୍ରଶ୍ନ ଉଠାଇଛି । ଭୋଟ ଗଣତି ଜାରି ରହିଥିବା ବେଳେ ଆମେରିକା କଂଗ୍ରେସ ସାଂସଦ ରାଜନୈତିକ ହିଂସା, ସେଲ୍ ଫୋନ୍ ବନ୍ଦ କରାଯିବା ଓ ସ୍ୱତନ୍ତ୍ରତା ଉପରେ ପ୍ରତିବନ୍ଧକୁ ନେଇ ନିନ୍ଦା କରିଛି ।ପାକିସ୍ତାନରେ ନିର୍ବାଚନ ହିଂସା ଓ ଏହାର କାଙ୍ଗାଳ…

ସହକାରୀ ଉପ-ବିଭାଗ ଅଧିକାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ସଚିବାଳୟ ସେବା କ୍ୟାଡରରେ ୭୧୬ ଜଣ ସହକାରୀ ଉପ-ବିଭାଗ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଯୁକ୍ତିପତ୍ର ପ୍ରଦାନ କରିବେ । ରାଜ୍ୟ ଗୃହ ବିଭାଗର ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଏହି ନିଯୁକ୍ତିପତ୍ର ପ୍ରଦାନ କରିବେ ।ନିକଟରେ ଏଥିରେ…

ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା

ନିୟମ ଉଲ୍ଲଂଘନ କାରଣରୁ ୪ଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୪ଟି ସମବାୟ ବ୍ୟାଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯାଇଛି । ନକୋଦର ହିନ୍ଦୁ ସହରୀ ସମବାୟ ବ୍ୟାଙ୍କ, ପାରସୀ ସମବାୟ ବ୍ୟାଙ୍କ, ବମ୍ବୋ ମର୍ଚାଣ୍ଟାଇଲ ସମବାୟ ବ୍ୟାଙ୍କ ଓ ଦି ନବନିର୍ମାଣ ସମବାୟ…

ପ୍ରେମ ସପ୍ତାହରେ ଅଲଗା ହେଲେ ଅନୁଭବ-ବର୍ଷା

ପ୍ରେମ ସପ୍ତାହରେ ବାହାଘର ହେଲେ ଯୁଗ ଯୁଗର ସାଥି ହୋଇଯାଆନ୍ତି । ବୈବାହିକ ଜୀବନ ଖୁସିରେ ଖୁସିରେ କଟିଯାଏ । କଳି ଝଗଡ଼ା ହେଲେ ବି ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ହୁଏ ନାହିଁ । ହେଲେ ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ କ୍ଷେତ୍ରରେ ସେମିତି କିଛି ବି ନଜର…

ଖୁବଶୀଘ୍ର ଉଦଘାଟନ ହେବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ାକୁ ପ୍ରଧାନ୍ୟ ଦେଇ ଆସିଛନ୍ତି । ବିଗତ ଦିନରେ ଓଡ଼ିଶାରେ ହକି ବିଶ୍ୱକପ ସଫଳତାର ସହ ଆୟୋଜନ ହେବା ସହିତ ବିଭିନ୍ନ କ୍ରୀଡ଼ାର ଏନ୍ତୁଡ଼ିଶାଳ ଭାବେ ରାଜ୍ୟ ଆଗକୁ ବଢ଼ିବାରେ ଲାଗିଛି । ଏଥିସହିତ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରୁଥିବା…