ପାକିସ୍ତାନ ହାରିଲା, ଜିତିଲା ଭାରତ , ଭାରତ ଆଗରେ ଥିଲା ୧୪୭ ରନର ଲକ୍ଷ୍ୟ
ଏସିଆ କପ ଫାଇନାଲରେ ଭାରତ ବିଜୟୀ ହୋଇଛି । ଭାରତ ଆଗରେ ୧୪୭ ରନର ଲକ୍ଷ୍ୟ ରଖିଥିଲା ପାକିସ୍ତାନ । ଶେଷ ଓଭରରେ ଭାରତକୁ ଏହି ବିଜୟୀ ସଟ୍ ରିଙ୍କୁ ସିଂ ପ୍ରଦାନ କରିଥିଲେ । ଶେଷ ପାଞ୍ଚ ଓଭରରେ ଜବରଦସ୍ତ ଖେଳିଥିଲେ ଭାରତୀୟ ଖେଳାଳୀ । ତେବେ ଭାରତ ମଧ୍ୟ ପ୍ରଥମରୁ ତିନୋଟି ଉଇକେଟ ଶୀଘ୍ର ହରାଇ…