ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନାଁରେ ପାଲଟା ଏତଲା ଦେଲେ ଯୁବ ବିଜେଡି ନେତା

ଗତ ୨୮ତାରିଖ ଦିନ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଜିଲ୍ଲାପାଳ ଓ ଅନ୍ୟମାନଙ୍କ ସମ୍ମୁଖରେ ଡିଡବ୍ଲୁଓଙ୍କୁ ଗୁଳି କରିଦେବି ବୋଲି କହିବା ସହ ତାଙ୍କ ଅସମ୍ମାନ କରିବା ଅଭିଯୋଗ କରି ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ ଡିଡବ୍ଲୁଓ। ଆଜି ଯୁବ ବିଜେଡି ଦଳର ନେତା ନେତ୍ରନନ୍ଦ କଲାର…

ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଜଗତପୁର ଥାନା ଅନ୍ତର୍ଗତ ଆଇବି ରୋଡ୍‌ସ୍ଥିତ ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିରୂପା ନଦୀ ପଣ୍ଡାସାହି ତୁଠରେ ଏକ ଅଭାବନୀୟ ଘଟଣା ଘଟିଥିଲା। ୫ଜଣ ସାଙ୍ଗ କାର୍‌ରେ ଭୁବନେଶ୍ୱରରୁ କଟକ ଆସିଥିବା ବେଳେ ବିରୂପା ନଦୀରେ କାର୍…

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୧୨ ମାଓବାଦୀ

ବର୍ଷର ଶେଷ ମାସରେ ହେଲା ବଡ଼ ନକ୍ସଲ ଅପରେସନ୍ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୧୨ ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲାର କେଶକୁତୁଲ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଛତିଶଗଡ଼ର ଦାନ୍ତେୱାଡ଼ା-ବିଜାପୁର ସୀମାରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ…

ଭାରତକୁ ୪ ୱିକେଟରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ରାୟପୁରରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତକୁ ୪ ୱିକେଟରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ସିରିଜ୍‌କୁ ୧-୧ରେ ବରାବର କରିଛି। ଭାରତ ଦେଇଥିବା ୩୫୯ ରନର ବିଶାଳ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୪୯.୨ ଓଭରରେ ୬ ୱିକେଟ୍…

ଆଜିଠାରୁ ପୁଣି ବଢ଼ିଲା ଥଣ୍ଡା

ଆଜିଠାରୁ ପୁଣି ବଢ଼ିଲା ଥଣ୍ଡା । ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିଛି। ଶନିବାର ଯାଏ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ମଙ୍ଗଳବାର ରାତିରେ ଜି. ଉଦୟଗିରି, ଦାରିଙ୍ଗବାଡ଼ି, ଚିପିଲିମା, ଫୁଲବାଣୀ, ବୌଦ୍ଧ…

ଗଳା ଯନ୍ତ୍ରଣା ସମସ୍ୟାରୁ ନିଜକୁ କିପରି ରଖିବେ ସୁରକ୍ଷିତ

ଶୀତଦିନେ ପ୍ରାୟ ଲୋକଙ୍କଠାରେ ଗଳା ଯନ୍ତ୍ରଣା ସମସ୍ୟା ବଢିଯାଇଥାଏ । ଫଳରେ ଲୋକମାନେ ଖାଇବାପିଇବା ଓ କଥା କହିବାରେ ସମସ୍ୟା ଭୋଗିଥାନ୍ତି । ତେଣୁ ଏଭଳି ସ୍ଥିତିରୁ ନିଜକୁ ଦୂରେଇ ରଖିବା ଖୁବ୍ ଜରୁରି । ଗଳା ଯନ୍ତ୍ରଣା ପଛରେ ଅନେକ କାରଣ ରହିଥାଏ । ଚାଲନ୍ତୁ ଜାଣିବା କାରଣ କ'ଣ କେମିତି…

ଆଜିର ରାଶିଫଳ

ମେଷ: ଆତ୍ମବିଶ୍ବାସୀ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ଧନୀ ଓ ଐଶ୍ବର୍ଯ୍ୟବାନ୍‌ ହେବେ। ପ୍ରଖର ବୁଦ୍ଧିସମ୍ପନ୍ନ ହୋଇପାରନ୍ତି। ଓଜସ୍ବୀତା ଓ ତେଜସ୍ବୀତା ହେବେ। ଏକାନ୍ତପ୍ରିୟ ଓ ଗୁପ୍ତ ବିଦ୍ୟାର ଅଧିକାରୀ ହେବେ। ବୃଷ: ଐଶ୍ବର୍ଯ୍ୟଶାଳୀ ହେବେ। ବହୁ ଭୂସମ୍ପତ୍ତିଯୁକ୍ତ ହୋଇପାରନ୍ତି।…

ବିରାଟଙ୍କ ୫୩ତମ ଶତକ, ରୁତୁରାଜଙ୍କ ପ୍ରଥମ ଶତକ ବେକାର, ଜିତିଲା ସାଉଥ ଆଫ୍ରିକା

ରାୟପୁର: ଏଠାରେ ଖେଳାଯାଇଥିବା ଘରୋଇ ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆକୁ ୪ ଓ୍ବିକେଟରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା। ଫଳରେ ଏହି ୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳା ୧-୧ ସ୍ତରକୁ ଆସିବ‌ା ସହ ଜୀବନ୍ତ ରହିଛି। ୩୫୯ ରନ୍‌ର ସ୍କୋର୍‌କୁ ପିଛା କରୁଥିବା ଭ୍ରମଣକାରୀ ଦଳ ୨୬ ରନ୍‌ରେ କ୍ବିଣ୍ଟନ…

ବିବାଦ ମଧ୍ୟରେ ସରକାରୀ ଆପ୍‌ ସଞ୍ଚାର ସାଥୀ ଉପରେ ଜନସାଧାରଣଙ୍କ ଭରସା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗ (DoT) ଦ୍ୱାରା ନାଗରିକଙ୍କ ସୁରକ୍ଷା ପାଇଁ ଆରମ୍ଭ କରାଯାଇଥିବା ସାଇବର ସୁରକ୍ଷା ଆପ୍ 'ସଞ୍ଚାର ସାଥୀ' ଡାଉନଲୋଡ୍ କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ନିକଟରେ ଆପ୍‌କୁ ସ୍ମାର୍ଟଫୋନ୍‌ରେ ପ୍ରି-ଇନଷ୍ଟଲ କରିବାକୁ ନେଇ ବିବାଦ…

ଅଭିନେତା ରଣଭୀର ସିଂଙ୍କୁ ‘କାନ୍ତାରା’ର ମିମିକ୍ରି କରିବା ପଡିଲା ଭାରୀ , ଇନଷ୍ଟାଗ୍ରାମରେ ମାଗିଛନ୍ତି…

ପୁଣି ଟ୍ରୋଲର ଶିକାର ହେଲେ ବଲିଉଡ ଅଭିନେତା ରଣଭୀର ସିଂ । କିନ୍ତୁ ଏଥର, ତାଙ୍କ ଆଗାମୀ ଫିଲ୍ମ 'ଧୁରନ୍ଧର' ପାଇଁ ନୁହେଁ, ବରଂ 'କାନ୍ତାରା'ର ମିମିକ୍ରି କରିବା ପଡିଲା ଭାରୀ । ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସମାପନ ଉତ୍ସବରେ ଯୋଗ ଦେଇଥିଲେ । ଗତ ୫୦ ବର୍ଷ ଧରି ସିନେମାରେ…