ଇମ୍ରାନ ଖାଁ ଶତ୍ରୁର ଭାଷା କହୁଛନ୍ତି
ଆଡ଼ିଆଲା ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ପାଗଳ ଘୋଷଣା କରିଛି। ସେନା ମୁଖପାତ୍ର ଏ ସମ୍ପର୍କରେ ଆନୁଷ୍ଠାନିକ ଭାବରେ ଏକ ବିବୃତ୍ତି ଜାରି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଇମ୍ରାନ ଖାଁ ଏବେ ମାନସିକ ରୋଗୀ ହୋଇଯାଇଛନ୍ତି। ସେ ଦେଶଦ୍ରୋହୀଙ୍କ…