ଲଜ୍ଜାଜନକ ରେକର୍ଡ କଲେ ମୋହିତ
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ ରନ ଦେଇଥିବା ବୋଲର ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ ବ୍ୟାଟ୍ସମ୍ୟାନ ମୋହିତ ଶର୍ମାଙ୍କ ୪ ଓଭରରେ ୭୩ ରନ ସଂଗ୍ରହ କରିଥିଲେ।…