EPFO ସଦସ୍ୟମାନେ ୧୦୦% ଟଙ୍କା ଉଠାଣ କରିପାରିବେ

ଆପଣ ଯଦି  କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ର ସଦସ୍ୟ, ତେବେ ଆପଣଙ୍କ ପାଇଁ ଭଲ ଖବର । କାରଣ ସରକାର ସିଧାସଳଖ ୩୦ କୋଟିରୁ ଅଧିକ ସଦସ୍ୟଙ୍କୁ ଲାଭ ପହଞ୍ଚାଇବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା କର୍ମଚାରୀଙ୍କ ଯୋଗ୍ୟ ବାଲାନ୍ସର ୧୦୦%…

ଇକେୱାଇସି କରିନାହାଁନ୍ତି କି ? ଆସନ୍ତା ମାସରୁ ନେଇପାରିବେନି ଚାଉଳ

ଆପଣ  ଆଉ ଚାଉଳ ନେଇପାରିବେ ନାହିଁ । ଯଦି ଇକେୱାଇସି କରିନାହାଁନ୍ତି । ତେବେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ। ଇକେ୍ୱାଇସି ପ୍ରକ୍ରିୟା କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି, ଏବେ ବି ରାଜ୍ୟର ୧୫ ଲକ୍ଷ ୬୭ ହଜାର…

ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା

ଆସୁଛି ଦୀପାବଳି  । ପାର୍ବଣ୍ୟ ଋତୁରେ ବାଣ ଫୁଟିବ ନିଶ୍ଚୟ । ତେବେ ଏହା ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟେଇବା ଲାଗି ସମୟ ବି ନିର୍ଦ୍ଧାରିତ ହୋଇଛି। ଏଥର କେବଳ ରାତି ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା।…

ନୂଆପଡ଼ା ନିର୍ବାଚନରେ କିଏ ଜିତିବ ?

ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଜୟ ଢୋଲକିଆ ଜିତିବେ । ଏନେଇ ସ୍ପଷ୍ଟ କଥା କହିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । ତାଙ୍କ କହିବା କଥା ଜୟଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି । ୧୬ ତାରିଖରେ ଜୟ ନାମାଙ୍କନ ଭରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦଳର ଅନ୍ୟ ବରିଷ୍ଠ…

ମହିଳାଙ୍କୁ କାର୍‌ ଦେବେ ମୋହନ ସରକାର

ବିଜେଡି ସରକାର ସମୟରେ ମହିଳାଙ୍କୁ ସ୍କୁଟି ଦିଆଯାଇଥିଲା । ଏବେ କିନ୍ତୁ ବିଜେପି ସରକାର ମହିଳାଙ୍କୁ କାର ଦେବେ । ମହିଳାଙ୍କୁ ସଶକ୍ତ କରାଇବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ 'ଆମ ସୁବାହକ' ଯୋଜନା । ଏହି ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇବେ ସରକାର । ଯାହା ଫଳରେ ମହିଳା…

ଗାଜରେ ଶାନ୍ତିର ସୂର୍ଯ୍ୟାେଦୟ, ଯୁଦ୍ଧ ବନ୍ଦ ହେବ ?

ଶେଷରେ ଶାନ୍ତ ପଡ଼ିଲା ଗାଜା । ଆମେରିକାର ହସ୍ତକ୍ଷେପ ପରେ ଶାନ୍ତି ପ୍ରତିଷ୍ଠାର ବାଟ ଫିଟିଛି । ଏ ଅବସରରେ ଗାଜା ଶାନ୍ତି ସମ୍ମିଳନୀକୁ ସମ୍ବୋଧିତ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ଏହା ମଧ୍ୟ-ପ୍ରାଚ୍ୟ ବାହାରେ ବିଶ୍ୱ ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ । ଶାନ୍ତି…

ଆଜିର ରାଶିଫଳ

ମେଷ: ଆପଣଙ୍କର ସୁଖ ସୁବିଧା ବଢ଼ିବ। ଚାକିରିରେ ବେତନ ବୃଦ୍ଧି ହେବ। ପରିବାର ସହିତ ସଦଭାବନାପୂର୍ବକ ସମୟ ଅତିବାହିତ କରିବେ। ମୋଟର ଯାନ କିଣିବା ଲାଗି ମନ ବଳିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ। ବୃଷ: ରୋଜଗାର ପାଇଁ ସୁଯୋଗ ପାଇବେ। ବରିଷ୍ଠ ସହିତ ବାଦବିବାଦ…

ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ- ଭାରତ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ ରହିଛି

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ ମ୍ୟାଚରେ ଫଲୋଅନର ସମ୍ମୁଖୀନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ୍ ନିଜର ୨ୟ ଇନିଂସରେ ୩୯୦ ରନ କରି ଅଲଆଉଟ ହୋଇଯାଇଛି । ଏହା ଫଳରେ ଭାରତ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ…

ଡିସେମ୍ବର ୨୪ ତାରିଖରୁ ଜାନୁଆରି ୩ ତାରିଖ ଯାଏଁ ଅନୁଷ୍ଠିତ ହେବ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ ତାରିଖରୁ ଜାନୁଆରି ୩ ତାରିଖ ଯାଏଁ ଅନୁଷ୍ଠିତ ହେବ ବୋଲି ମହୋତ୍ସବ ସମିତି ପକ୍ଷରୁ କୁହାଯାଇଛି। ଏଥିପାଇଁ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର…

ଇସ୍ରାଏଲରେ ଟ୍ରମ୍ପଙ୍କୁ ବିରୋଧ

ଇସ୍ରାଏଲରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଇସ୍ରାଏଲୀ ସଂସଦରେ ଭାଷଣ ଦେବା ସମୟରେ ଦୁଇ ଜଣ ସାଂସଦ, ଏମାନ ଓଡେ ଏବଂ ଓଫର କାସିଫ, ହଙ୍ଗାମା ସୃଷ୍ଟି କରିଥିଲେ ଓ ତାଙ୍କୁ ବିରୋଧ କରିଥିଲେ । ସେମାନେ ଟ୍ରମ୍ପଙ୍କୁ ଉପରେ ନରସଂହାର ସଙ୍କେତ ଦେଖାଇ…