ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଆରମ୍ଭ

ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଆରମ୍ଭ ହୋଇଛି।  । ଏହି ପର୍ଯ୍ୟାୟରେ ଓଡ଼ିଶାର ୫ ଲୋକସଭା ଆସନ ଏବଂ ୩୫ ବିଧାନସଭା ଆସନରେ ମତଦାନ ଶାନ୍ତି ଶୃଙ୍ଖଳା ସହିତ ଜାରି ରହିଛି।ରାଜ୍ୟର ୭୬ ଲକ୍ଷ ୬୯ ୮୮୯ ଭୋଟର ଦ୍ବିତୀୟ ପର୍ଯ୍ୟାୟରେ ମତଦାନ କରୁଛନ୍ତି। ରାଜ୍ୟର ୧୧ ଜିଲ୍ଲାରେ ୯ ହଜାର…

ଆଜିର ରାଶିଫଳ

ମେଷ: କର୍ମ ଜୀବନରେ ନୂଆ ଅବସର ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା କମ୍ ହେବ। ବୈବାହିକ ଜୀବନରେ ନୂଆ ଖୁସି ଆସିବ। କୌଣସି ବଡ଼ କଲେଜରେ ନାମ ଲେଖାଇବାର ଯୋଗ ଅଛି। ବୃଷ: ପାରିବାରିକ ଜୀବନ ସୁଖମୟ ରହିବ। ନୂଆ କ୍ଷେତ୍ରରେ ଭଲ ଉପଲବ୍ଧି ହାସଲ ହେବ। କଣ୍ଠଶିଳ୍ପୀଙ୍କ ଲାଗି ଭଲ…

ଓଡ଼ିଶାରେ ନରେନ୍ଦ୍ର ମୋଦୀ , ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବେ

ଓଡ଼ିଶାରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁନେଶ୍ୱରରେ ପହଂଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ପହଂଚିଛନ୍ତି । ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ କର୍ମକର୍ତାଙ୍କ ସହ ସମୀକ୍ଷା ବୈଠକରେ ସାମିଲ ହୋଇଛନ୍ତି । ବୈଠକ…

ଆସନ୍ତାକାଲି ଓଡିଶାରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ,ଆଇନ ଶୃଙ୍ଖଳାକୁ ନେଇ ସୂଚନା ଦେଇଛନ୍ତି ଡିଜିପି

ଆସନ୍ତାକାଲି ଓଡିଶାରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ମତଦାନ ପୂର୍ବରୁ ଆଇନ ଶୃଙ୍ଖଳାକୁ ନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଡିଜିପି । ଆଇନଶୃଙ୍ଖଳା ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ହିଂସା ଉପରେ ଜିରୋ ଟଲେରେନ୍ସ ନୀତି ଅବଲମ୍ବନ କରାଯାଇଥିବା ଡିଜି ସୂଚନା ଦେଇଛନ୍ତି ।…

ବାତ୍ୟା ସୃଷ୍ଟି ହେବାର କୌଣସି ପୂର୍ବାନୁମାନ କରାଯାଇ ନ ଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ – ପାଣିପାଗ…

ରବିବାର ଭୁବନେଶ୍ୱର ଆଇଏମଡି ନିର୍ଦ୍ଦେଶକ ମନୋରାମା ମହାନ୍ତି ସୂଚନା ଦେଇଛନ୍ତି ଯେ ବାତ୍ୟା ସୃଷ୍ଟି ହେବାର କୌଣସି ପୂର୍ବାନୁମାନ କରାଯାଇ ନ ଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ମହାନ୍ତି ସୂଚନା ଦେଇଛନ୍ତି ଯେ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଉପକୂଳରେ ମେ ୨୨ ରେ ଏକ ନିମ୍ନ ଚାପ ଅଞ୍ଚଳ…

କାଲି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ କରିବେ ରୋଡ ଶୋ

କାଲି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ କରିବେ ରୋଡ ଶୋ’ । ରୋଡ ଶୋ’ ପାଇଁ ଜାରି ହେଲା ଟ୍ରାଫିକ କଟକଣା । ପୁନମା ଗେଟରୁ ଆରମ୍ଭ ହେବ ରୋଡ ଶୋ’ । ଏକାମ୍ର ଛକ ଯାଏଁ ମୁଖ୍ୟମନ୍ତ୍ରୀ ରୋଡ ଶୋ କରିବେ । ଅପରାହ୍ଣ ୪ଟାରୁ ରୋଡ ଶୋ ଅରମ୍ଭ ହେବ । ରୋଡ ଶୋ ସରିବା ପର୍ଯ୍ୟନ୍ତ ରହିବ କଟକଣା । ଏହି ସମୟରେ…

ଚର୍ଚ୍ଚାରେ ପାର୍ଥ ସାମଥନ

ଦେଶର ଲୋକପ୍ରିୟ ଷ୍ଟଣ୍ଟ ଆଧାରିତ ରିୟଲିଟି ଶୋ ‘ଖତରୋଂ କେ ଖିଲାଡ଼ି ୧୪’ ପାଇଁ ଅନେକ ସେଲିବ୍ରିଟିଙ୍କ ପାଖକୁ ଅଫର ଯାଇଥିଲା । ଏହି କ୍ରମରେ ଲୋକପ୍ରିୟ ଟିଭି ଆକ୍ଟର ପାର୍ଥ ସାମଥନଙ୍କ ନାଁ ମଧ୍ୟ ସାମିଲ ଥିଲା କିନ୍ତୁ ସେ ଏହି ଶୋ’ର ଅଫରକୁ ମନା କରିଦେଇଥିଲେ । ସେ କହିଥିଲେ ଯେ ଅର୍ଥ ମାମଲାକୁ…

ଓଡ଼ିଶା କ୍ୟାମ୍ପ କରି ନିର୍ବାଚନୀ ପ୍ରଚାର କରିବେ ରାହୁଲ

ପୁଣି ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥର ରାହୁଲ ଓଡ଼ିଶାରେ ବଡ଼ ଛାପ ଛାଡିବାକୁ ଯୋଜନା କରିଛନ୍ତି। କେବଳ ରାହୁଲ ନୁହନ୍ତି, ତାଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବେ। ମେ ୨୬, ୨୭ ଓ ୨୮ରେ ଲଗାତର ତିନିଦିନ କ୍ୟାମ୍ପ…

କେନ୍ଦୁଝର ପ୍ରଚାର ମଞ୍ଚରୁ ଆଦିବାସୀ ଭୋଟରଙ୍କୁ ଭୋଟ ଅପିଲ କଲେ ଭି କେ ପାଣ୍ଡିଆନ୍

କେନ୍ଦୁଝରରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭି କେ ପାଣ୍ଡିଆନ୍ ଚହିଛନ୍ତି , କେନ୍ଦୁଝରରେ ମେଡିକାଲ କଲେଜଠାରୁ ଆରମ୍ଭ କରି କଞ୍ଜିନିୟରିଙ୍ଗ କଲେଜ, ବ୍ୟାରେଜ୍ , ମା’ ତାରିଣୀଙ୍କ ମନ୍ଦିର ଉନ୍ନତିକରଣ ସବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଅନ୍ୟ ଜିଲ୍ଲାର ଆଦିବାସୀଙ୍କ ପରି…

ବନ୍ଦ ରହିବ ବ୍ୟାଙ୍କ୍‌

ସୋମବାର ୫ମ ପର୍ଯ୍ୟାୟ ମତଦାନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସୁରୁଖୁରୁରେ କିପରି ନିର୍ବାଚନ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲା ଅଧିକାରୀ ଏବଂ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଭାରତୀୟ ରିଜର୍ଭ…