ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ବଡ଼ ବଡ଼ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସମ୍ବଲପୁର, ଭୁବନେଶ୍ୱର, କଟକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀ ଭଳି ହାଇପ୍ରୋଫାଇଲ ଆସନରେ ଭୋଟ୍ ପଡିବାକୁ ଯାଉଛି । ଯାହା ବଡ ବଡ…

ତାଇଓ୍ବାନକୁ ସମର୍ଥନ କଲେ ମୁଣ୍ଡ କାଟି ଦିଆଯିବ

ତାଇୱାନର ସ୍ବତନ୍ତ୍ରତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯିବ। ଚାଇନା କହିଛି ତାଇୱାନର ସ୍ବ-ଶାସିତ ଦ୍ୱୀପ ଚାରିପାଖରେ ଏହାର ସାମରିକ ଅଭ୍ୟାସ ଏକ ‘ଗଭୀର ଚେତାବନୀ’ ପଠାଇବା ପାଇଁ ଉଦ୍ଦିଷ୍ଟ। ତାଇୱାନର ନୈସେନା ଚାଇନାର ଯୁଦ୍ଧାଗ୍ୟାସର ଏକ ଚିତ୍ର ଶେୟାର କରିଛି।ନିକଟରେ…

ଆଜି ମୟୂରଭଞ୍ଜରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୟୂରଭଞ୍ଜରେ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲାର ଦୁଇଟି ସ୍ଥାନରେ ହେବାକୁ ଥିବା ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହେବେ ବିଜେଡି ସୁପ୍ରିମୋ । ପ୍ରଚାର ସଭାରେ ସାମିଲ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।…

ଆଜିର ରାଶିଫଳ

ମେଷ: ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଶୀଘ୍ର କୌଣସି ନୂଆ ଦାୟିତ୍ବ ମିଳିବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ। ଆସୁଥିବା ସମୟରେ ଆପଣଙ୍କର ମହତ୍ତ୍ବାକାଂକ୍ଷା ବୃଦ୍ଧି ହୋଇପାରେ। ବୃଷ: ପରିବାରରେ ଖୁସିର ବାତାବରଣ ରହିବ। ଆପଣଙ୍କ ପାଇଁ କୌଣସି…

ବଙ୍ଗ ଉପକୂଳ ଛୁଇଁବ

ରାଜ୍ୟରେ ପ୍ରବଳ ଗରମ ଯୋଗୁଁ ଜନଜୀବନ  ଅସ୍ତବ୍ୟସ୍ତ। ସେହିପରି  ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ବର୍ଷା ରଚିଛି ତାଣ୍ଡବ।  କେଉଁଠି ବାଦଲ ଫାଟିଲାଣି ତ ଆଉ କେଉଁଠି  ପ୍ରବଳ ବର୍ଷା ଯୋଗୁ  ରାସ୍ତା ଧୋଇ ହୋଇଗଲାଣି।  ରାସ୍ତା ଧୋଇ ହୋଇଯିବାରୁ ଅନେକ ଗାଁର ଯୋଗଯୋଗା ବିଛିନ୍ନ ହୋଇଛି। ।  ଏଠି…

ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ , ଗୁଳିମାଡ଼ରେ ଜଣେ ନିକ୍ସଲ ନିପାତ

ସୀମାନ୍ତ ଛତିଶଗଡ଼ର ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡା ସୀମାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଚାଲିଛି। ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ଜଣେ ନିକ୍ସଲ ନିପାତ ହୋଇଛି। ଅନ୍ୟ ୨ ଜଣ ନକ୍ସଲ ଆହତ ହୋଇଥିବା ଜଣାପଡ଼ିଛି।ନାରାୟଣପୁର ଏସପି ପ୍ରଭାତ କୁମାରଙ୍କ କହିବା ଅନୁଯାୟୀ ବିଶେଷ…

ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ଶେଷ ହେଲା ପ୍ରଚାର

ଆସନ୍ତା ୨୫ରେ ପଡିବ ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ ଆଜି ଶେଷ ହୋଇଛି ପ୍ରଚାର । ଆଜି ପ୍ରଚାରର ଶେଷ ଦିନ ଥିବାରୁ ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଭଳି ଦଳ ଜୋରଦାର ପ୍ରଚାର କରିଛନ୍ତି । ଷଷ୍ଠ ପର୍ଯ୍ୟାୟରେ ଦେଶର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳର ୫୮ଟି…

ଚତୁର୍ଥ ପର୍ଯ୍ୟାୟରେ ୩୪୯ ପ୍ରାର୍ଥୀ ,ଶୁଭାସିନୀ ଜେନା ସବୁଠୁ ଧନୀ ପ୍ରାର୍ଥୀ ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରହିଛନ୍ତି ୩୪୯ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୮୮ଜଣଙ୍କ ନାରେ ରହିଛି ଜଘନ୍ୟ ଅପରାଧିକ ମାମଲା । ୧୭ଜଣ ପ୍ରାର୍ଥୀଙ୍କ ନାରେ ହତ୍ୟା ଉଦ୍ୟମ ମାମଲା ରହିଥିବା ବେଳେ ୨ଜଣଙ୍କ ନାରେ ଦୁଷ୍କର୍ମ ମାମଲା ରହିଛି । ସେହିପରି ୩୪୯ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ଜଣ କୋଟିପତି…

ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ବିଜେପିକୁ ଦେବାକୁ ଓଡ଼ିଶାବାସୀଙ୍କ ନିଷ୍ପତ୍ତି: ନଡ୍ଡା

କେନ୍ଦୁଝର ଜିଲ୍ଲା କରଞ୍ଜିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର କରିଛନ୍ତି। ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ବିଜେପିକୁ ଦେବାକୁ ଓଡ଼ିଶାବାସୀ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଶ୍ରାମ ଦେଇ ବିଜେପି ସରକାର ଓଡ଼ିଶାରେ ଗଠନ କରିବାକୁ ଓଡ଼ିଶାବାସୀ…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରୁଛି । ସନ୍ଧ୍ୟା ୬ଟାରେ ପ୍ରଚାର ଶେଷ ହେବ।  ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ପାଇଁ ସିଇଓ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବୁଥ ଗୁଡିକ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବା ସହ ଶାନ୍ତିଶୃଙ୍ଖଳାରେ ମତଦାନ…