ଆଜିର ରାଶିଫଳ

ମେଷ: ଅନୁଭବୀ ବ୍ୟକ୍ତିଙ୍କ ସାଙ୍ଗରେ ରହି ବହୁତ କିଛି ଶିଖିବାକୁ ପାଇବେ। ଆର୍ଥିକ ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ। ବ୍ୟବସାୟ ବ୍ୟବସ୍ଥିତ ହେବ। ବୃଷ: ଦିନଟି ବ୍ୟସ୍ତବହୁଳ ରହିବ। କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ କିଛି ସମୟ  ମନୋରଞ୍ଜନ ପାଇଁ ବାହାର କରିବେ। ପରିଶ୍ରମ ଅନୁରୂପ…

ନବୀନ ପଟ୍ଟନାୟକ ନେବେନାହିଁ ବର୍ଦ୍ଧିତ ଦରମା, ଓଡ଼ିଶା ରାଜନୀତି ସରଗରମ

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବେନାହିଁ । ଏହି ପ୍ରସଙ୍ଗକୁ ନେଇ  ଓଡ଼ିଶା ରାଜନୀତିରେ ତୀବ୍ର ସମାଲୋଚନା ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ଉଭୟ ବିଜେପି (BJP) ଏବଂ କଂଗ୍ରେସ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି। ଉପମୁଖ୍ୟ ମନ୍ତ୍ରୀ କେଭି…

ମୁହଁ ଖୋଲିଲେ ପିସିସି ସଭାପତି ଭକ୍ତ ଚରଣ ଦାସ : କହିଲେ ଦଳ ଛାଡି ପଳାନ୍ତୁ

ଓଡ଼ିଶା କଂଗ୍ରେସର ଅନେକ ବରିଷ୍ଠ ନେତା ମୋକିମଙ୍କ ଚିଠି ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିବାକୁ ନେଇ ମଧ୍ୟ ଏଆଇସିସି ଅବଗତ ରହିଛି। ଏସବୁ ଉପରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟ ବିଶେଷ ଭାବେ ନଜର ରଖି ସମସ୍ତ ଘଟଣାକୁ ଅନୁଧ୍ୟାନ କରିଛନ୍ତି। ମହମ୍ମଦ ମୋକିମ୍ ଯେଉଁଭଳି ଭାବେ…

ଆମେରିକାରେ ଆଖିବୁଜା ଗୁଳିକାଣ୍ଡ, ଦୁଇ ମୃତ ଅନେକ ଆାହତ

ଆମେରିକାରେ ଆଖିବୁଜା ଗୁଳିକାଣ୍ଡ । ରୋଡ ଆଇଲ୍ୟାଣ୍ଡର ବ୍ରାଉନ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ପୋଲିସ ରିପୋର୍ଟ କରିଛି ଯେ ରବିବାର ବ୍ରାଉନ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଅନେକ ଲୋକଙ୍କୁ ଗୁଳି କରାଯାଇଛି। ଏହା ପରେ, ଆଇଭି ଲିଗ୍ ସ୍କୁଲରେ…

ସକାଳୁ ଖରାରେ ବସିବାକୁ ଆଦୌ ଭୁଲନ୍ତୁନି

ସକାଳ ସମୟ ହିଁ ଆପଣଙ୍କ ପୂରା ଦିନ ପାଇଁ ଫୂର୍ତ୍ତି ଏବଂ ମୁଡ୍ ସେଟ୍ କରିଥାଏ ।  ହେଲେ ଏ ସକାଳ ଟା ଯଦି ଖରାପ ଯାଏ ତାହେଲେ ପୂରା ଦିନ ଖରାପ ହୋଇଯିବ ।  ଆପଣଙ୍କ ସକାଳର ଅଭ୍ୟାସ ଉପରେ ଆପଣଙ୍କର ଦିନଟା ନିର୍ଭର କରେ । ଅନେକ ସମୟରେ ଜାଣତରେ ହେଉ ବା ଅଜାଣତରେ ଆମେ ଏପରି କିଛି କରୁ ଯାହା ଦିନଟା…

ସୁନା ଓ ରୁପା ଦରର ଅସ୍ୱାଭାବିକ ବୃଦ୍ଧି

ଚଳିତ ବର୍ଷ (୨୦୨୫) ସୁନା ଏବଂ ରୁପା ମୂଲ୍ୟରେ ଏକ ଅସ୍ୱାଭାବିକ ବୃଦ୍ଧି ଘଟିଛି। ଉଭୟ ଧାତୁରେ ବହୁଳ ବୃଦ୍ଧି ରେକର୍ଡ କରାଯାଇଛି, ଯାହାକି ଭାରତୀୟ ବଜାରରେ ବିନିଯୋଗକାରୀ ଏବଂ ସାଧାରଣ ଖାଉଟିମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି।ଯେକୌଣସି ସମୟରେ ବିଶ୍ୱସ୍ତରରେ ଅର୍ଥନୈତିକ ଅନିଶ୍ଚିତତା, ଭୌଗୋଳିକ…

କୋଲକାତା ଷ୍ଟାଡିୟମ୍ ହଙ୍ଗାମା: ଫୁଟବଲ୍ ପ୍ରଶଂସକଙ୍କ ଉତ୍ପାତ ଘଟଣାର ତଦନ୍ତ ପାଇଁ କମିଟି ଗଠିତ

କୋଲକାତା ଷ୍ଟାଡିୟମ୍‌ରେ ଫୁଟବଲ୍ ମ୍ୟାଚ୍ ଚାଲିଥିବା ବେଳେ ପ୍ରଶଂସକଙ୍କ ଦ୍ୱାରା ହୋଇଥିବା ହଙ୍ଗାମା ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଷ୍ଟାଡିୟମ୍ ଭିତରେ ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ଦିଗରେ ଏହି ଉତ୍ପାତ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ତଦନ୍ତ କମିଟିର ରିପୋର୍ଟ…

ତିରୁଅନନ୍ତପୁରମ୍‌ରେ ୪୫ ବର୍ଷର ବାମପନ୍ଥୀ ଦଖଲ ଶେଷ

କେରଳ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ତିରୁଅନନ୍ତପୁରମ୍ କର୍ପୋରେସନ ସ୍ଥାନୀୟ ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିଛି। ଏହି ବିଜୟ କେବଳ ଏକ ସାଧାରଣ ନିର୍ବାଚନ ଫଳାଫଳ ନୁହେଁ,…

ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ ଜୀନଜୀବନ

କଲବଲ କରୁଛି ପ୍ରବଳ ଥଣ୍ଡା । ସପ୍ତାହେ ହେଲା ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ କରିପକାଇଲାଣି । ପ୍ରବଳ ଶୀତରେ ଓଡ଼ିଶା ଥରୁଥିବା ବେଳେ ଘୁ.ଊଦୟଗିରିରେ ତାପମାତ୍ରା ୩ ଡିଗ୍ରୀ ପାଖାପାଖି ରହୁଛି । ଶନିବାର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । କନ୍ଥମାଳ…

ଏହି ରାଶିମାନଙ୍କର ଭାଗ୍ୟ ୨୦୨୬ରେ ଚମକଦାର ହେବ

ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ ପ୍ରଭାବିତ କରେ। ଏହା ଜୀବନ ଉପରେ ଶୁଭ ଏବଂ ଅଶୁଭ ଉଭୟ ପ୍ରଭାବ ପକାଇପାରେ। ୨୦୨୬ ଆରମ୍ଭ ହେବାକୁ ଯାଉଛି। ନୂତନ ବର୍ଷରେ ଗ୍ରହ ସ୍ଥିତି ଚାରୋଟି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ। ଏହି ରାଶିଗୁଡ଼ିକୁ ନୂତନ ବର୍ଷରେ କୌଣସି ଅସୁବିଧାର…