ଆଜିର ରାଶିଫଳ

ମେଷ: ଆପଣଙ୍କ ସମସ୍ୟାର ସମାଧାନ ସହଜରେ ହୋଇଯିବ। ଜମି ଦଲାଲଙ୍କୁ ଲାଭ ହେବ। ଆପଣ କଳାତ୍ମକ କାର୍ଯ୍ୟରେ ରୁଚି ନେବେ। ‌ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ବୃଷ: ନୂଆ ବ୍ୟବସାୟର ଡ଼ିଲ୍ ପାଇଁ ସୁଯୋଗ ପାଇବେ। ସମୁଦୀ ଘରୁ ଖୁସି ଖବର ପାଇବେ। ଅଫିସରେ ଉପରିସ୍ଥ…

ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା ଟିମ୍ ଇଣ୍ଡିଆ: ୩୦ ରନ୍‌ରେ ବିଜୟ ସହ ଶୃଙ୍ଖଳା କବଜା

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ବାଜି ମାରିଛି। ଘାତକ ବୋଲିଂ ଏବଂ ଶୃଙ୍ଖଳିତ ବ୍ୟାଟିଂ ପ୍ରଦର୍ଶନ କରି ଭାରତ ଦକ୍ଷିଣ ଆଫ୍ରିକାକୁ ୩୦ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ଦଳ ଶୃଙ୍ଖଳାରେ ନିଜର ଆଧିପତ୍ୟ…

ଓଡ଼ିଆ ଅସ୍ମିତା ଓ ଅକୁହା କାହାଣୀର ନୂଆ ପରିଚୟ: ମେଟ୍ରୋ ଟିଭିର ନୂଆ ପଡ଼କାଷ୍ଟ ‘ଓ ଓଡ଼ିଶା’

https://www.youtube.com/watch?v=-OR1rxdm_HY ଭୁବନେଶ୍ୱର: ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଏବଂ ଏହି ମାଟିର ଅକୁହା କାହାଣୀକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ପ୍ରମୁଖ ଗଣମାଧ୍ୟମ ସଂସ୍ଥା ମେଟ୍ରୋ ଟିଭି। ଲୋକାର୍ପିତ ହୋଇଛି ନୂଆ…

ଆହାର କେନ୍ଦ୍ରରେ ଭୋଜନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଆହାର କେନ୍ଦ୍ରରେ ପହଞ୍ଚିଲେ ମନ୍ତ୍ରୀ । କୋରାପୁଟ ସୁନାବେଡ଼ା ଜାତିୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ଖାଦ୍ୟର ଶୁଷମତା ଏବଂ ସ୍ବାଦକୁ ପରଖିଛନ୍ତି ମନ୍ତ୍ରୀ ।…

ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଓଡି଼ଆ ଖାଦ୍ୟ ମହୋତ୍ସବ 2025 ଆରମ୍ଭ

ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଓଡ଼ିଆ ଖାଦ୍ୟ ସଂସ୍କୃତି ଓ ପରମ୍ପରାର ପ୍ରସାର ପାଇଁ ଭୁବନେଶ୍ୱରଠାରେ ଓଡି଼ଆ ଖାଦ୍ୟ ମହୋତ୍ସବ2025 ଆଡମ୍ବର ସହ ଅନୁଷ୍ଠିତ ହେଉଛି । ଓଡ଼ିଆ ଖାଦ୍ୟ ସଂସ୍କୃତି ଓ ପରମ୍ପରା ଅନନ୍ୟ । ଅନେକ ପୌଷ୍ଟିକ ଓ ସ୍ୱାଦଯୁକ୍ତ ଆହାର ଓଡ଼ିଆଙ୍କର ଜୀବନଶୈଳୀର ଅଂଶ ବିଶେଷ । ଉଲ୍ଲେଖ…

ବିଚାରପତିଙ୍କ ଅବସର ନେବାର କିଛି ଦିନ ପୂର୍ବରୁ ବହୁ ଅଧିକ ଆଦେଶ ଦେବା ପ୍ରବୃତ୍ତି ବଢ଼ୁଛି – ପ୍ରଧାନ ବିଚାରପତି

ନ୍ୟାୟପାଳିକାରେ ଭ୍ରଷ୍ଟ ଆଚରଣକୁ ନେଇ ସୁପ୍ରିମକୋର୍ଟ ପରୋକ୍ଷ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଭ୍ରଷ୍ଟାଚାର ନାଁ ନ ନେଇ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ବିପୁଲ ଏମ୍ ପଞ୍ଚୋଲିଙ୍କ ଖଣ୍ଡପୀଠ କହିଥିଲେ, ଅବସରର…

ଆଜି ବଉଳ ଅମାବାସ୍ୟା , ମହାପ୍ରଭୁଙ୍କ ଠାରେ ଅର୍ପଣ କରାଯିବ ଗଇଁଠା ପିଠା

ପବିତ୍ର ବକୁଳ ବା ବଉଳ ଅମାବାସ୍ୟା। ପୌଷ ମାସର ଅମାବାସ୍ୟାରେ ଶ୍ରୀଜଗନ୍ନାଥ ମନ୍ଦିରରେ ବକୁଳ ଅମାବାସ୍ୟା ନୀତି ଯଥାରୀତି ପାଳନ କରାଯିବ। ଏହି ଦିନ ମହାପ୍ରଭୁଙ୍କ ଠାରେ ଲାଗିହୁଏ ବଉଳ । ବଉଳ ପଡି ତିଆରି କରାଯାଇଥିବା ଗଇଁଠା ପିଠା ମହାପ୍ରଭୁଙ୍କ ଠାରେ ଅର୍ପଣ କରାଯାଏ । ଏହି ତିଥିରେ…

ପ୍ରବଳ ହଟ୍ଟଗୋଳ ମଧ୍ୟରେ ଆଜି ରାଜ୍ୟସଭାରେ ପାସ୍‌ ହେଲା ଭିବି-ଜି ରାମ ଜି ବିଲ୍‌, ମନରେଗାର ସ୍ଥାନ ନେବ ଭିବି-ଜି ରାମ…

ଲୋକସଭା ପରେ ଆଜି ରାଜ୍ୟସଭାରେ ପାସ୍‌ ହେଲା ଭିବି-ଜି ରାମ ଜି ବିଲ୍‌।  ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହୀତ ହୋଇଛି ମନରେଗାର ନାଁ ପରିବର୍ତ୍ତନ କରିଥିବା ଗୁରୁତ୍ୱପୂର୍ଣ୍ଣ ବିଧେୟକ । ଏହି ବିଧେୟକ ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଓ ଆଜୀବିକ ମିଶନ ବିଧେୟକ, ୨୦୨୫(ଭିବି-ଜି ରାମ ଜି) ମନରେଗାର…

ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ରାଜ୍ୟବାସୀ ,ସକାଳୁ ଘରୁ ବାହାରିବା ହେଉଛି କଷ୍ଟ

କନ୍ଧମାଳ ଜିଲାର ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି । ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳେ ରହୁଥିବା ବେଳେ ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ହେଉଛନ୍ତି ଅଞ୍ଚଳବାସୀ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଶୁକ୍ରବାର ସକାଳ ୮ ଟା ସୁଦ୍ଧା…

ବିଭିନ୍ନ ସମସ୍ୟାକୁ ନେଇ ଆଜି ସମ୍ୱଲପୁର ବନ୍ଦ ଡ଼ାକରେ ଦେଇଛି ଚାଷୀ ସଂଗଠନ

ଆଜି ସମ୍ୱଲପୁର ବନ୍ଦ ।  ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ ।  ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ ରହିବ ।  ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ମାନେ ବାରମ୍ବାର ପ୍ରତିବାଦ ପରେ ମଧ୍ୟ ସମାଧାନର ବାଟ ଫିଟିଲାନି । ସମସ୍ୟାର ସମାଧାନ ଦାବିରେ ଆଜି…