୨ ବର୍ଷର ଜେଲ୍ ଦଣ୍ଡାଦେଶ ବିରୋଧରେ ସୁରତ କୋର୍ଟରେ ଚ୍ୟାଲେଞ୍ଜ କରିବେ ରାହୁଲ

ନୂଆଦିଲ୍ଲୀ: ରାହୁଲଙ୍କ ବେଳା ଏବେ ଭଲ ନାହିଁ । ତାଙ୍କ କଥାକୁ ନେଇ ବିରୋଧୀମାନେ ଅପରାଧିକ ମାମଲା ଦାୟର କରୁଥିବାରୁ କୋର୍ଟ ତାଙ୍କ ଉପରେ ବର୍ଷୁଛନ୍ତି । ବିନା ପ୍ରମାଣରେ ରାହୁଲ ଅନ୍ୟକୁ ଚୋର କହିବାରୁ ତାଙ୍କୁ କୋର୍ଟ ଦଣ୍ଡ ଦେଇଛନ୍ତି । ତେବେ ଆଜି ୨ ବର୍ଷର ଜେଲ୍ ଦଣ୍ଡାଦେଶ ବିରୋଧରେ…

ଚିହ୍ନଟ ହେଲେ ୨୩ କରୋନା ରୋଗୀ

ଭୁବନେଶ୍ୱର: ପୁଣି ଡରାଇଲାଣି କରୋନା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ  ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଦୁଇ ଦିନ ତଳେ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୪୯ରେ ପହଞ୍ଚିଥିଲା ।  ଏଚ୍‌୩ଏନ୍‌୨ ଭୂତାଣୁ ସଂକ୍ରମଣ ଉପରେ କୌଣସି ନୂଆ କେସ୍‌ ଆସିନାହିଁ ବୋଲି ଆର୍‌ଏମ୍‌ଆର୍‌ସି…

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ କଂଗ୍ରେସର ବିକ୍ଷୋଭ

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ କଂଗ୍ରେସର ବିକ୍ଷୋଭ ।  ଏଜି ଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଚାଲିଥିବା ବେଳେ ଘଟଣାସ୍ଥଳରୁ କଂଗ୍ରେସର ବରିଷ୍ଠ ନେତାଙ୍କୁ ଉଠାଇ ନେଇଥିଲା ପୋଲିସ ।  ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବିଧାୟକ ସୁର ରାଉତରାୟଙ୍କୁ ପୁଲିସ ଉଠାଇନେଇଥିଲା ।…

ନୋ ବଲ୍‌’ ପାଇଁ ଗଣ୍ଡଗୋଳ,ଜଣଙ୍କୁ ଛୁରୀ ଭୁସି ହତ୍ୟା କଲେ

କଟକ : କ୍ରିକେଟ ଖେଳକୁ ନେଇ ଅମ୍ପାୟାର ଦେଲେ ନୋବଲ । ତାପରେ ଅମ୍ପାୟାରଙ୍କୁ ହେଲା ଆକ୍ରମଣ । ଅଟକାଇବାକୁ ଯାଇଥିବା ଯୁବକଙ୍କୁ ଛୁରି ଭୁସି ହତ୍ୟା କଲେ ବୋଲିଂ ପକ୍ଷ ଖେଳାଳି ।  କଟକ ଚୌଦ୍ୱାର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଛି। ମ୍ୟାଚ୍‌ ଚାଲିଥିଲା ବେଳେ ବୋଲରଙ୍କ ଏକ ବଲକୁ ଅମ୍ପାୟାର…

କ୍ୟାପିଟାଲ୍ସକୁ ହରାଇଲା ଜାଏଣ୍ଟସ୍‌

ଲକ୍ଷ୍ନୌ : ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ର ସହଜ  ବିଜୟ । ରାହୁଲଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍‌ରେ ପରାସ୍ତ କରିଛି। ପ୍ରଥମ ୫ ୱିକେଟ୍‌ ନେଇଥିବା ମାର୍କ ଉଡ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିବା ବେଳେ…

ପଞ୍ଜାବ କିଙ୍ଗ୍ସର ରୋମାଂଚକର ବିଜୟ

ପଞ୍ଜାବ କିଙ୍ଗ୍ସ ୭ ରନ୍‌ରେ (ଡିଏଲ୍‌) ଦୁଇ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଶିଖର ଧାୱନ ଏବଂ ଭାନୁକା ରାଜପକ୍ଷଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗ୍ସ  ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା। ଜବାବରେ ୧୬ ଓଭରରେ କୋଲ୍‌କାତା ନାଇଟ୍ ରାଇଡର୍ସ ୧୪୬/୭…

ପ୍ରତିରକ୍ଷା ରପ୍ତାନୀ ସର୍ବକାଳୀନ ସର୍ବୋଚ୍ଚ ସ୍ତର ଛୁଇଁଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନୀ ସର୍ବକାଳୀନ ସର୍ବୋଚ୍ଚ ୧୫,୯୨୦ କୋଟି ଟଙ୍କାରେ ପହଞ୍ଚି ଥିବାରୁ ପ୍ରଶଂସା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଘୋଷଣା ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ…

ମାର୍ଚ୍ଚ ୨୦୨୩ରେ ଓଡିଶାର ଜିଏସ୍‌ଟି ସଂଗ୍ରହରେ ୧୫. ୧୪% ଅଭିବୃଦ୍ଧି

ମାର୍ଚ୍ଚ ୨୦୨୩ରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ୱ ୧,୬୦,୧୨୨ କୋଟି ଟଙ୍କା ରହିଛି, ଯେଉଁଥିରୁ ସିଜିଏସ୍‌ଟି ୨୯,୫୪୬ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୩୭,୩୧୪ କୋଟି ଟଙ୍କା, ଆଇଜିଏସ୍‌ଟି ହେଉଛି ୮୨,୯୦୭ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ସଂଗୃହୀତ ୪୨,୫୦୩ କୋଟି ଟଙ୍କା ଅନ୍ତର୍ଭୁକ୍ତ) ଏବଂ…

ଚେନ୍ନାଇକୁ ୫ ୱିକେଟରେ ପରାସ୍ତ କଲା ଗୁଜରାଟ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୩ର ପ୍ରଥମ ମ୍ୟାଚରେ ଚେନ୍ନାଇକୁ ୫ ୱିକେଟରେ ପରାସ୍ତ କରିଛି ଗୁଜରାଟ । ଦ୍ବିତୀୟ ପାଳିରେ ଗୁଜରାଟ ୧୭୯ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯.୨ ଓଭରରେ ୫ ୱିକେଟ ହରାଇ ୧୮୫ ରନ୍‌ କରି ବିଜୟ ହାସଲ କରିଛି । ରସିଦ ଖାନ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର…

ବିଧାନସଭାରେ ଉଠିଲା ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦ

ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ବିରୋଧୀମାନେ ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଗୃହରେ ମୁହାଁମୁହିଁ  ହୋଇଛନ୍ତି ଶାସକ ଓ ବିରୋଧୀ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହେବା ଯୋଗୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ବିରୋଧୀ ଦଳ…