ପଞ୍ଜାବ, ରାଜସ୍ଥାନକୁ ୫ ରନ୍‌ରେ ହରାଇଲା

ଗୁଆହାଟୀ: ରାଜସ୍ଥାନ ରୟାଲ୍ସକୁ ୫ ରନ୍‌ରେ ପରାସ୍ତ କରିଛି ପଞ୍ଜାବ।  ଗୁଆହାଟୀର ବାର୍ସପରା ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା  ରୋମାଞ୍ଚକର ମ୍ୟାଚ୍‌ରେ ଶିଖର ଧାୱନ ଓ ପ୍ରଭସିମ୍ରନ୍‌ ସିଂହଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ପଞ୍ଜାବ ୪ ୱିକେଟ୍‌ ବିନିମୟରେ ୧୯୭ ରନ୍‌ କରିଥିଲା। ଟସ୍‌ରେ…

ଟୋକିଓରେ ଓଡ଼ିଶା ବିଜନେସ ମିଟ୍, ଯୋଗ‌ଦେଲେ ୨୦୦ ନିବେଶକ,

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ରାଜ୍ୟର ଲଜିଷ୍ଟିକ୍ସ, ଧାତବ, ଆନୁଷଙ୍ଗିକ, ଇସ୍ପାତ, ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ, ଗ୍ରିନ୍ ଏନର୍ଜି ଉପକରଣ ଉତ୍ପାଦନ, ଆଇଟି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଜାପାନର ନିବେଶକମାନେ ଆଗ୍ରହ…

୩ ଜଣଙ୍କ ନାଁ ସୁପାରିସ କରିଛୁ: ସାଲୁଜା

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ୬ଜଣ ପ୍ରାର୍ଥୀଙ୍କ ଭିତରୁ ୩ଜଣଙ୍କ ନାଁ ପ୍ରଦେଶ କଂଗ୍ରେସ କମିଟିକୁ ସୁପାରିସ କରାଯାଇଛି। ଏଆଇସିସି ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି। ଶ୍ରୀ ସାଲୁଜା କହିଛନ୍ତି, ପ୍ରାର୍ଥୀ ଚୟନ ଲାଗି ପିସିସି…

ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୫,୩୦୦ ଉପରେ

ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨୦% ବୃଦ୍ଧି ପାଇ ୫,୩୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୫୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର…

ସାମ୍ପ୍ରଦାୟିକ ହିଂସାକୁ ନେଇ ହାଇକୋର୍ଟ କଡା ଆଭିମୁଖ୍ୟ

କୋଲକାତା:  ପଶ୍ଚିମବଙ୍ଗର କେତେକ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସାକୁ ନେଇ  ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏନେଇ ହାଇକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଆଇନଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ…

କିଚ୍ଚା ସୁଦୀପ କେବଳ ବିଜେପି ପାଇଁ ପ୍ରଚାର କରିବେ

ଲୋକପ୍ରିୟ କନ୍ନଡ ସୁପରଷ୍ଟାର କିଚ୍ଚା ସୁଦୀପ କେବଳ ବିଜେପି ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି। ଆଗକୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସେ ଷ୍ଟାର ପ୍ରଚାରକ ହେବେ।  ଶାସକ ଦଳ ତାଙ୍କୁ ଦରକାର ସମୟରେ ସମର୍ଥନ କରିଥିଲେ। ସେ କହିଛନ୍ତି, “ଦରକାର ସମୟରେ ବିଜେପି ମୋତେ…

ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ

ଗୁଆହାଟୀ:  ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ। ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ତେଣୁ ଏହି ଧାରାକୁ ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରିବେ। ଗତଥରର ଉପବିଜେତା ରାଜସ୍ଥାନ ତା’ର ପ୍ରଥମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍‌ରେ ପରାସ୍ତ କରି ଭଲ…

ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବାଜି ମାରିଛି ବିଜେଡି।

ଢେଙ୍କାନାଳ :  ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବାଜି ମାରିଛି ବିଜେଡି। ଅତାବିରା ଏନ୍‌ଏସିରେ ଅଧ୍ୟକ୍ଷ ପଦ ସହ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛି। ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ…

ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ ବିଜେପି

ନୂଆଦିଲ୍ଲୀ:  ଅନୁସୂଚିତ ଜାତି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ବିଜେପି ଏପ୍ରିଲ ୬ରୁ ୧୪ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ। ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ କହିଛନ୍ତି ଯେ, ଏପ୍ରିଲ ୬ ହେଉଛି ବିଜେପିର ପ୍ରତିଷ୍ଠା ଦିବସ। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ…

ସିକ୍କିମର ନାଥୁଲା ଘାଟିରେ ବଡ଼ଧରଣର ହିମସ୍ଖଳନ: ୬ ମୃତ

ଗାଙ୍ଗଟକ୍ : ସିକିମର ନାଥୁଲା ଘାଟିରେ ପ୍ରବଳ ହିମସ୍ଖଳନ ଯୋଗୁଁ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ,  ୧୧ ଜଣ ଆହତ ହୋଇଛନ୍ତି। ଭୂସ୍ଖଳନ ପରେ ଅନେକ ପର୍ଯ୍ୟଟକ ବରଫରେ ଫସି ରହିଥିବା ଆଶଙ୍କା କରାଯାଉଛି।ହିମସ୍ଖଳନ ସମୟରେ ଏହି ଅଞ୍ଚଳରେ ୩୫୦ରୁ ଅଧିକ ପର୍ଯ୍ୟଟକ ଥିବା ସୂଚନା ମିଳିଛି। ଆହତ ହୋଇଥିବା ୬…