କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସହଯୋଗର ହାତ ବଢ଼ାଇଛି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ
କ୍ରୀଡ଼ା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଛି ନିପନ ଷ୍ଟିଲ । ଓଡ଼ିଶାରେ ଉନ୍ନତମାନର ଜିମ୍ନାଷ୍ଟ ସୃଷ୍ଟି କରିବା ଲାଗି କମ୍ପାନି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ। ଏଥିପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ କମ୍ପାନି ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଭୁବନେଶ୍ବରସ୍ଥିତ…