ଏବର୍ଷ ସବୁଠୁ ବଡ଼ ତାତି

ଭୁବନେଶ୍ବର: ଏବର୍ଷ ସବୁଠୁ ବଡ଼ ତାତି । କେବଳ ରାଜଧାନୀ ଭୁବନେଶ୍ବରରେ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେଉଛି ତା’ ନୁହେଁ, ରାଜ୍ୟର ୨୯ଟି ସହରରେ ଆଜି ଲୋକେ ପ୍ରଚଣ୍ଡ ଗ୍ରୀଷ୍ମରେ କଲବଲ ହୋଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୯ ଓ ୨୦ ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ…

ଗୁଜରାଟ ଟାଇଟନ୍ସ – ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ

ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ। ଉଭୟ ଦଳ ସମାନ ୪ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଉନ୍ନତ ନେଟ୍‌ ରନ୍‌ରେଟ୍‌ ଭିତ୍ତିରେ ଗୁଜରାଟ ଚତୁର୍ଥ ଏବଂ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଛି। ଉଭୟ ଦଳ ଏପର୍ଯ୍ୟନ୍ତ ୩ ଲେଖାଏଁ ମ୍ୟାଚ୍‌ ଖେଳିସାରିଥିଲା ବେଳେ ସମାନ ଦୁଇଟି ଲେଖାଏଁ…

ଯୁବ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ ଶରତ

ଭୁବନେଶ୍ବର : ରାଜ୍ୟର ୩୩ଟି ସାଙ୍ଗଠନିକ ଜିଲ୍ଲାରେ ହୋଇଥିବା ସଦସ୍ୟତା କାର୍ଯ୍ୟକ୍ରମରେ ୨.୪୫ଲକ୍ଷ ଯୁବକ କଂଗ୍ରେସ ସହ ଯୋଡ଼ି ହୋଇଛନ୍ତି। ଯୁବ କଂଗ୍ରେସ ସଦସ୍ୟତା ପାଇଁ ୧୮-୩୫ବର୍ଷ ବୟସସୀମା ରହିଥିଲା। ଜଣେ ଯୁବକ ୬ଟି ପର୍ଯ୍ୟାୟ ଅତିକ୍ରମ କରିବା ପରେ ସଦସ୍ୟ ହୋଇଥାଏ। ସଦସ୍ୟତା ପାଇଁ ୫୦…

ଅତିକ ଅହମଦଙ୍କ ପୁଅ ଅସଦ ଅହମଦ ପୁଲିସ୍ ଏନକାଉଣ୍ଟରରେ ନିହତ

ଝାନସୀ: ପୂର୍ବତନ ସାଂସଦ ଅତିକ ଅହମଦଙ୍କ ପୁଅ ଅସଦ ଅହମଦ ପୁଲିସ୍ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟା ମାମଲାରେ ପୁଲିସ୍ ତାଙ୍କୁ ଖୋଜୁଥିଲା। ଅସଦ ଅହମଦଙ୍କ ସହିତ ଆଉ ଜଣେ ଅଭିଯୁକ୍ତ ମହମ୍ମଦ ଗୁଲାମ ମଧ୍ୟ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ଝାନସୀରେ ଉତ୍ତର…

୪୦ ଡିଗ୍ରି ଟପି ପାରେ ତାପମାତ୍ରା

ଭୁବନେଶ୍ବର: ଆଗାମୀ ୩ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ହେବା ସହିତ ଅଳ୍ପ କେତେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରି ଅଧିକ ରହିପାରେ।  ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବାହାରକୁ ଯିବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ…

ମାନହାନି ମକଦ୍ଦମା ରୁଜୁ କଲେ ସବରକରଙ୍କ ନାତି

ମୁମ୍ବାଇ :  ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ନିନ୍ଦା କରିବା ରାହୁଲ ଗାନ୍ଧୀଙ୍କ ପାଇଁ ପୁଣି ସମସ୍ୟା ଆଣିପାରେ । ତାଙ୍କୁ ଉପହାସ କରିବା ବାରମ୍ବାର ବିବାଦୀୟ ବୟାନ ଦେବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଇଁ ଏବେ ମହଙ୍ଗା ପଡ଼ିଛି। ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ…

ଝାରସୁଗୁଡ଼ା ଉପନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି, ଯୁବ ଭୋଟରଙ୍କ ଉପରେ ସବୁ ଦଳର ନଜର

ଝାରସୁଗୁଡ଼ା :  ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତିନି ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ନିର୍ବାଚନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।ଆଜିଠୁ ଏପ୍ରିଲ ୨୦ ତାରିଖ ଯାଏଁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଏପ୍ରିଲ ୨୧ରେ ଯାଞ୍ଚ ହେବ , ୨୪ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର…

ଚେନ୍ନାଇକୁ ୩ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ଆଇପିଏଲ ୨୦୨୩ର ୧୭ତମ ମ୍ୟାଚରେ ଚେନ୍ନାଇକୁ ୩ରନ୍‌ରେ ପରାସ୍ତ କରିିଛି ରାଜସ୍ଥାନ । ଶେଷ ଓଭରରେ ୨୧ ରନ ଦରକାର ଥିବା ବେଳେ ଧୋନି , ଜାଡେଜା ବ୍ୟାଟିଂ କରୁଥିଲେ ବି 3 ରନରେ ଦଳ ପରାସ୍ତ ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୭୫ରନ…

ନୟାପଲ୍ଲୀ ଦୋକାନ ଭାଙ୍ଗିବା ମାମଲା: ମାଟିରେ ମିଶିଲା ମୁଖ୍ୟ ଅଭିଯୁକ୍ତ ଘର

ନୟାପଲ୍ଲୀ ଜମି ଜବରଦଖଲ ମାମଲାରେ ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ରାଘବ ଜେନାର ଝାରପଡ଼ାସ୍ଥିତ ଘରେ ବୁଲ ଡୋଜର ବୁଲାଇଛି ପୋଲିସ। ନୟାପଲ୍ଲୀ ଜମି ଜବରଦଖଲ ମାମଲା ରେ ପୋଲିସ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଏବେ ବି ଖୋଜୁଛି। ମାଷ୍ଟର ମାଇଣ୍ଡ  ରାଘବ ଜେନା ଭଡ଼ା ଲଗାଇଥିବା  ଘରେ ବୁଲ ଡୋଜର ମଧ୍ୟ…

ଆଜି ଆଇପିଏଲ ଲଢ଼େଇ: ଚେନ୍ନେଇ ବନାମ ରାଜସ୍ତାନ

ଚେନ୍ନାଇ:  ଚାଲିଛି ଆଇପିଏଲ ଲଢ଼େଇ  । ଆଜି ଚେନ୍ନେଇ ଜିତିବ କି ରାଜସ୍ତାନ ତାହାକୁ ନେଇ କ୍ରିକେଟ ପ୍ରେମୀ ଉତ୍ସାହିତ ଅଛନ୍ତି । ଆଉକିଛି ସମୟ ପରେ ମ୍ୟାଚ ଆରମ୍ଭ ହେବ । ଚେନ୍ନେଇ ଟସ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛି । ରାଜସ୍ଥାନ ରୟାଲ୍ସର ଓପନିଂ ଯୋଡ଼ି ଜୋସ ବଟଲର ଓ ଯଶସ୍ବୀ…